Browsing Category

ଓଡିଶା

ବଣାଇ : ମରୁଡି ଘୋଷଣା ଦାବି କଲେ ୪ଟି ଗାଁର ଲୋକେ।। କୃଷି ଅଧିକାରୀ ଏଵଂ ଉପଜିଲ୍ଲାପାଳ ଙ୍କୁ ଦାବୀପତ୍ର।

ବଣାଇ : ୬/୮(ସତ୍ୟାନ୍ୟୁଜ୍)ସୁନ୍ଦରଗଡ଼ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଅଞ୍ଚଳ ବାସୀଙ୍କୁ ଏବେ ଘାରିଛି ମରୁଡି ଭୟ। ଏହି ବ୍ଲକ ର ଦହିଚୁର ଅଞ୍ଚଳ ସମତେ ପ୍ରାୟ ୪ଟି ଗାଁରେ ଏବେ ଏକର ଏକର ଜମି ପଡିଆ ପଡ଼ିଛି। ବର୍ଷା ନଥିବା ଯୋଗୁ ଚାଷୀ ହତାଶ ହୋଇ ଯାଉଛି। ନା ବର୍ଷା ଅଛି ନା ଜମିରେ ପାଣି
Read More...

କେନ୍ଦୁଝର : ଟ୍ରକ୍ ମାଡ଼ି ଯାଇ ବାପ ପୁଅଙ୍କ ସମେତ ୩ ଜଣଙ୍କ ମୃତ୍ୟୁ।। ଯୋଡ଼ା ଅଞ୍ଚଳର ଘଟଣା।। ଉତ୍ୟକ୍ତ ଲୋକଙ୍କ ରାଜପଥ…

ବଡ଼ବିଲ: ୫/୮(ସତ୍ୟାନ୍ୟୁଜ) ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପପୁଅ ସମେତ ୩ଜଣଙ୍କ ମୃତ୍ୟୁ ହୋଇ ଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ କ୍ରିଷ୍ଣା ଭୂସାଲ୍ ତାଙ୍କ ପୁଅ ନିକିତ ଭୂସାଲ୍ ଓ ଗଣେଶ ଶର୍ମା ବୋଲି ଜଣା
Read More...

ବଣାଇ : ବଣାଇ ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ।

ବଣାଇ : ୪/୮(ସତ୍ୟାନ୍ୟୁଜ୍) ବଣାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ଯାଳୟ ସଭାଗୃହରେ ବଣାଇଁ ଉପଖଣ୍ଡ ସମ୍ବାଦିକ ସଂଘର ପକ୍ଷରୁ ଓଡିଆ ସାମ୍ବାଦିକତା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ବଣାଇଁ ଉପଖଣ୍ଡ ସମ୍ବାଦିକ ସଂଘର ସଭାପତି ରଞିତ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ।
Read More...

ସୁନ୍ଦରଗଡ଼ : ୧୫ଟି ହାଇୱା ଗାଡ଼ିକୁ ୫ ଲକ୍ଷ ୮୫ ହଜାର ଫାଇନ୍।। ମଟର ଯାନ ଆଇନ୍ ର ଖିଲାପ ଯୋଗୁଁ ଆର୍ ଟି ଏ ର…

ସୁନ୍ଦରଗଡ଼ : ୪/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଏବଂ ରାଉରକେଲା ପରିବହନ ବିଭାଗ ଏବେ ଆକ୍ସନ ମୁଡ୍ ରେ। ରାଉରକେଲାରେ ନାବାଳକ , ନାବାଳିକା ଗାଡ଼ି ଚଳାଇବା ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ ସୁନ୍ଦରଗଡ଼ରେ ବସ୍ , ଟ୍ରକ ଆଦି ଯାଞ୍ଚ କରା ଯାଇଛି। ମୁଖ୍ୟତଃ ମଟର ଯାନ ଆଇନ୍ ର ଖିଲାଫ କରୁଥିବା
Read More...

ବିଶାଖପାଟଣା : ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍ ରେ ଲାଗିଲା ନିଆଁ।। ଜଳି ଗଲା ୩ଟି ଏ ସି କୋଚ୍।

ବିଶାଖପାଟଣା: ୪/୮(ସତ୍ୟାନ୍ୟୁଜ) ଫ୍ଲାଟଫର୍ମରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଲାଗି ଗଲା ନିଆଁ। ଦେଖୁ ଦେଖୁ ହୁତୁ ହୁତୁ ହୋଇ ଜଳି ଗଲା ତିନୋଟି ବଗି। ବିଶାଖାପଟନମ୍‌ ରେଲଓ୍ୱେ ଷ୍ଟେସନରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।ବିଶାଖାପଟନମ୍‌ ରେଳ ଷ୍ଟେସନର ୪ନମ୍ବର ପ୍ଲାଟଫର୍ମରେ ଠିଆ
Read More...

ସୁନ୍ଦରଗଡ଼ : ଆମ୍ବୁଲାନ୍ସ ଗାଁକୁ ଯିବାକୁ ନଥିଲା ରାସ୍ତା।। ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଲା ବେଳେ ବାଟରେ…

ସୁନ୍ଦରଗଡ଼ : ୪/୮(ସତ୍ୟାନ୍ୟୁଜ) ଖଟିଆ ରେ ବୁହା ହୋଇ ଆସୁଥିଲେ ରୋଗୀ। ହେଲେ ଆମ୍ବୁଲାନ୍ସ ପର୍ୟ୍ୟନ୍ତ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଭଲ ରାସ୍ତା ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ପାଖାପାଖି ୨ କିଲୋମିଟର ରାସ୍ତା ରୋଗୀଙ୍କୁ ଖଟରେ ବୋହି
Read More...

ରାଉରକେଲା : ଗୋପବନ୍ଧୁ ପାଲି ନିକଟସ୍ଥ ଦୁର୍ଗାପୁର ପାହାଡ ଉପରୁ ଯୁବକଙ୍କ କ୍ଷତ ବିକ୍ଷତ ଶବ ଉଦ୍ଧାର।। ହତ୍ୟା ମାମଲା…

ରାଉରକେଲା : ୩/୮(ସତ୍ୟାନ୍ୟୁଜ୍) ରାଉରକେଲା ଗୋପବନ୍ଧୁ ପାଲି ନିକଟସ୍ଥ ବୈଷ୍ଟ ଦେବୀ ପାହାଡ ଉପରେ ଜଣେ ୩୦ ରୁ ୩୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରା ଫୋପାଡି ଦିଆଯାଇଛି। ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ସେ ଏକ ସବୁଜ ରଙ୍ଗର ଟି ସାର୍ଟ ପିନ୍ଧିଛନ୍ତି। ମୃତକଙ୍କ ଚିହ୍ନଟ
Read More...

ବଣାଇ : ହାତୀ ଭାଙ୍ଗିଲା ଘର।। କାନ୍ଥ ତଳେ ଚାପି ହୋଇ ଥିବା ମହିଳା ଏବଂ ଦୁଇ ଶିଶୁ ପୁତ୍ରଙ୍କୁ ଉଦ୍ଧାର କଲେ…

ବଣାଇ : ୩/୮(ସତ୍ୟାନ୍ୟୁଜ୍)ଗୋଠଛଡ଼ା ଦନ୍ତା ଉତ୍ପାତ ରେ ଅତିଷ୍ଠ ହୋଇ ପଡିଛନ୍ତି ବଣାଇ ଅଞ୍ଚଳର ଗ୍ରାମବାସୀ । ଗତକାଲି ରାତିରେ ଅଲେଖପୁର ଅଞ୍ଚଳରେ ଦନ୍ତା ହାତୀ ପ୍ରବେଶ କରି ୪ଟି ଘର ଭାଙ୍ଗି ଦେଇଛି। ଏହି ସମୟରେ ଗୋଟିଏ ଘର କାନ୍ଥ ତଳେ ଜଣେ ମହିଳା ଏବଂ ତାଙ୍କ ଶିଶୁ ଚାପି ହୋଇ ରହି ଯାଇଥିଲେ।
Read More...

ରାଉରକେଲା : ମହାନଗର ନିଗମ ପକ୍ଷରୁ ଜନ ଶୁଣାଣି।। ଡ୍ରେନ୍ , ଷ୍ଟ୍ରିଟ୍ ଲାଇଟ୍ , ଭେଣ୍ଡିଁ ଜୋନ ସମସ୍ୟା ଉପରେ ଆଲୋଚନା।

ଆରଏମସି ତରଫରୁ ଜନଶୁଣାଣି ଅନୁଷ୍ଠିତ ରାଉରକେଲା : ୩/୮(ସତ୍ୟାନ୍ୟୁଜ୍) ରାଉରକେଲା ମହାନଗର ନିଗମ ତରଫରୁ ଶୁକ୍ରବାର ସ୍ଥାନୀୟ ବାସନ୍ତୀ କଲୋନୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ
Read More...

ରାଉରକେଲା : ବ୍ୟବସାୟୀ ବସନ୍ତବଡାଇକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ।। ବସନ୍ତଙ୍କ ଡ୍ରାଇଭର ସମେତ ଦୁଇ ଗିରଫ।।

ରାଉରକେଲା : ୨/୮ (ସତ୍ୟାନ୍ୟୁଜ)ବ୍ୟବସାୟୀ ବସନ୍ତ ବଡାଇକ ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ବିରମିତ୍ରପୁର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବସନ୍ତଙ୍କ ଡ୍ରାଇଭର ଚିତ୍ତ ରଂଜନ ସିଂ ଏବଂ ବ୍ୟବସାୟିକ ପ୍ରତିଦ୍ବନ୍ଦୀ ରାମ କୁମାର ସାହୁ। ହତ୍ୟାକାଣ୍ଡରେ ଜଡିତ ଆଉ ତିନି ଜଣ ଫେରାର
Read More...