Browsing Category
ଓଡିଶା
ରାଉରକେଲା : ରାଉରକେଲା ରିଙ୍ଗ ରୋଡ଼ ସହ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ।। ଆଗକୁ ଆସୁଛି ପାର୍ବଣ।। ରାସ୍ତା କାମ ଶୀଘ୍ର…
ରାଉରକେଲା : ୧/୧୦(ସତ୍ୟା ନ୍ୟୁଜ) ଏବେ ଚାଲିଛି ପାର୍ବଣ ଋତୁ। ଆଗକୁ ଆସୁଛି ଦୁର୍ଗା ପୂଜା , ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା। ଏଥି ପାଇଁ ଚାଲିଛିଜୋରଦାର ପ୍ରସ୍ତୁତି। ଦୋକାନ ବଜାର , ମଲ୍ ଆଦି ସ୍ଥାନ ରେ ଭିଡ ଜମିଲାଣି। କିନ୍ତୁ ରାଉରକେଲା ସହରର ରାସ୍ତା ଘାଟ ହାଲ୍ କହିଲେ ନସରେ। ବିଶେଷ କରି!-->…
Read More...
Read More...
ରାଉରକେଲା : ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଗ୍ରହଣ କଲେ ବ୍ରିଜେଶ ରାୟ।। ବିଦାୟୀ ଡି ଆଇ ଜି ନୀତି ଶେଖର ଙ୍କ…
ରାଉରକେଲା : ୧/୧୦(ସତ୍ୟାନ୍ୟୁଜ) ରାଉରକେଲା ଏସ ପି ଭାବେ କାର୍ଯ୍ୟରତ ଥିବା ୨୦୦୯ ବ୍ୟାଚ୍ ଆଇ ପି ଏସ୍ ଅଫିସର ବ୍ରିଜେଶ ରାୟ ଆଜି ପଶ୍ଚିମାଞ୍ଚଳ ଡି ଆଇ ଜି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଡିଆଇଜି ନୀତି ଶେଖର ଙ୍କ ଠାରୁ ମଙ୍ଗଳବାର ଦିନ ସେ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି!-->…
Read More...
Read More...
ରାଉରକେଲା : ୨୦ ନମ୍ବର ସେକ୍ଟର ହିଲ୍ ଟପ୍ ବସ୍ତି ଉଛେଦ ଏବଂ ଥଇଥାନ ପ୍ରସଙ୍ଗକୁ ନେଇ ଉତ୍ତେଜନା।। ବିଧାୟକଙ୍କ ଆର୍ ଏସ…
ରାଉରକେଲା : ୩୦/୯(ସତ୍ୟାନ୍ୟୁଜ) ଇସ୍ପାତ ସହରାଞ୍ଚଳ ୨୦ ନମ୍ବର ସେକ୍ଟର ହିଲ୍ ଟପ୍ ବସ୍ତି ଉଛେଦ ଏବଂ ଥଇଥାନ ପ୍ରସଙ୍ଗକୁ ନେଇ ସୋମବାର ଦିନ ଉତ୍ତେଜନା ମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦ ନମ୍ବର ସେକ୍ଟର ରେ କୌଣସି ଏକ ପ୍ରକଳ୍ପ ପାଇଁ ଏହି ବସ୍ତି ଉଛେଦ ହେଉଛି। ବସ୍ତି ବାସିନ୍ଦାଙ୍କୁ!-->…
Read More...
Read More...
ସୁନ୍ଦରଗଡ଼ : କୁତ୍ରା ବ୍ଲକ୍ ଡୁଙ୍ଗୁଲେଇ ପାହାଡ ନିକଟରେ ଗୋଷ୍ଠୀ ସଂଘର୍ଷ ରୁ ଉତ୍ତେଜନା।। ୫ ଆହତ।। ପୋଲିସ ମୁତୟନ।
ସୁନ୍ଦରଗଡ଼ : ୩୦/୯(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇ ପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଚିକିତ୍ସା ପାଇଁ କୁତ୍ରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ପରେ ଅଧିକ ଚିକିତ୍ସା!-->…
Read More...
Read More...
ରାଉରକେଲା : ବିରମିତ୍ରପୁର – ରାଏ ବଗା ରୋଡ ରେ ଭୟଙ୍କର ଦୁର୍ଘଟଣା।। ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା ହୋଇ ଜଳି…
ରାଉରକେଲା : ୩୦/୯(ସତ୍ୟାନ୍ୟୁଜ) ବିରମିତ୍ରପୁର ରାଏବଗା ରୋଡ ରେ ଭୟଙ୍କର ଦୁର୍ଘଟଣା। ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହୋଇ ଜଳି ଯିବାରୁ ଜଣେ ବାଇକ୍ ଆରୋହୀ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ଏହି ଦୁଃଖଦ ଘଟଣା ସୋମବାର ପୂର୍ବାହ୍ନ ରେ ଘଟିଛି।!-->…
Read More...
Read More...
ସୁନ୍ଦରଗଡ଼ : ନାବାଳିକା ଗଣ ଦୁଷ୍କର୍ମ ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ପୋକ୍ସୋ କୋର୍ଟ ରେ ହାଜର କରାଗଲା।। ଜାମିନ…
ସୁନ୍ଦରଗଡ଼ : ୨୯/୯ (ସତ୍ୟାନ୍ୟୁଜ) ରାଉରକେଲାରେ ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିଛି ପୋଲିସ । ସୁନ୍ଦରଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ୍ ପଠେଇ ଦିଆଯାଇଛି!-->…
Read More...
Read More...
ରାଉରକେଲା : ଜୟ ପ୍ରକାଶ ହସ୍ପିଟାଲ ରେ ବିଶ୍ଵ ହୃଦୟ ଦିବସ ରେ ବିଭିନ୍ନ କାର୍ଯ୍ୟକ୍ରମ।। ହୃଦ ରୋଗୀ ମାନେ ନିଜ ନିଜ…
ରାଉରକେଲା : ୨୯/୯(ସତ୍ୟାନ୍ୟୁଜ) ଆଜି ବିଶ୍ୱ ହୃଦୟ ଦିବସ। ହୃଦୟ କୁ ସୁସ୍ଥ ରଖିବାକୁ ପ୍ରୟାସ କରିବା ଆଜି ଦିନର ଆହ୍ବାନ। ଏଥିପାଇଁ ଲୋକଙ୍କୁ ସଚେତନ କରିବା ଲାଗି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରା ଯାଉଛି। ରାଉରକେଲା ଜୟ ପ୍ରକାଶ ହସପିଟାଲ ରେ ବିଶ୍ଵ ହୃଦୟ!-->…
Read More...
Read More...
ସୁନ୍ଦରଗଡ଼ : କଂକ୍ରିଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଯୁବକଙ୍କ ମୃତ୍ୟୁ।। କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ।। ଅନ୍ୟ ଏକ…
ସୁନ୍ଦରଗଡ଼ : ୨୯/୯(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଲହଣ୍ଡାବୁଡ଼ ଚେମ୍ପାପଡାରେ ୧୨ ଘଣ୍ଟା ହେଲା ଶବ ରଖି ଚାଲିଛି ରାସ୍ତା ରୋକ । ରାସ୍ତା କାମ ଚାଲିଥିବା ବେଳେ କଂକ୍ରିଟ ବୋଝେଇ ଟ୍ରକ ତଳେ ଚାପି ହୋଇ ଗତ କାଲି ରାତିରେ ଲହଣ୍ଡାବୁଡ ଗାଁ ସନ୍ତୋଷ ସୁନ୍ୟାନିଙ୍କ ମୃତ୍ୟୁ!-->…
Read More...
Read More...
ରାଉରକେଲା : ଗତକାଲି ନାବାଳିକା ଅପହରଣ ମାମଲାରେ ଜଣେ ଗିରଫ।। କ୍ରେଟା କାର ଜବତ ।
ରାଉରକେଲା : ୨୮/୯(ସତ୍ୟାନ୍ୟୁଜ) ଗତକାଲି ସନ୍ଧ୍ୟାରେ ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ନିଆ ଯାଇଥିବା ଅଭିଯୋଗ ହୋଇ ଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସୁଫିର ଆଲମ୍ ନାମକ ଜଣେ ଯୁବକଙ୍କୁ ଗିରଫ କରିବା ସହ ଏକ ଧଳା ରଙ୍ଗର କ୍ରେଟା କାର ଜବତ କରିଛନ୍ତି। ଗତକାଲି ଉକ୍ତ ନାବାଳିକା!-->…
Read More...
Read More...
ରାଉରକେଲା : ରାଉରକେଲା ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ୬ ଗିରଫ।। ଅନ୍ୟ ଜଣେ ଅଭିଯୁକ୍ତ ଫେରାର। ୨୨…
ରାଉରକେଲା : ୨୮/୯(ସତ୍ୟାନ୍ୟୁଜ) ରାଉରକେଲାରେ ୨୨ ସେପ୍ଟେମ୍ବର ରାତିରେ ଘଟି ଥିବା ଗଣ ଦୁଷ୍କର୍ମ ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛି। ପୋଲିସ ଉକ୍ତ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି। ୨୨ ତାରିଖ ରାତିରେ!-->…
Read More...
Read More...