Browsing Category

ଓଡିଶା

ରାଉରକେଲା : ଡେଲି ମାର୍କେଟ ଅଞ୍ଚଳର ଦୁଇଟି ଗୋଦାମରୁ ୧୮ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ।। ଦୁଇ ବ୍ୟବସାୟୀ ଅଟକ।

ରାଉରକେଲା : ୬/୧୦(ସତ୍ୟାନ୍ୟୁଜ) ବେଆଇନ୍ ଭାବେ ବାଣ ଗଚ୍ଛିତ କରି ରଖିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ବ୍ୟବସାୟୀ ଙ୍କ ଗୋଦାମରୁ ବିପୁଳ ପରିମାଣର ବାଣ ଜବତ କରା ଯାଇଛି। ଜବତ ବାଣ ର ମୂଲ୍ୟ ୧୮ ଲକ୍ଷ ଟଙ୍କା ହେବା ନେଇ ଆକଳନ କରାଯାଇଛି।
Read More...

ରାଉରକେଲା : ଶାରଦୀୟ ପୂଜା ଲାଗି ଜିଲ୍ଲାପାଳଙ୍କ ଆଇନ୍ ଶୃଙ୍ଖଳା ସମୀକ୍ଷା ବୈଠକ।। ଟ୍ରାଫିକ ବ୍ୟବସ୍ଥା ଏବଂ ପେଟ୍ରୋଲିଂ…

ରାଉରକେଲା : ୫/୧୦ (ସତ୍ୟାନ୍ୟୁଜ) ରାଉରକେଲା ସହରର ଆଇନ ଶଙ୍ଖଳା ବ୍ୟବସ୍ଥା ଓ ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାର ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ନେଇ ଶୁକ୍ରବାର ଦିନ ଜିଲ୍ଳାପାଳ ସମୀକ୍ଷା ବୈଠକ କରିଛନ୍ତି l ରାଉରକେଲା ଅତିରିକ୍ତ ଜିଲ୍ଲାପାଳ
Read More...

ରାଉରକେଲା : ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଅଧ୍ୟାପକ ଗିରଫ।। ଘଟଣାର ଅଧିକ ତଦନ୍ତ ପାଇଁ ଆଶ୍ରା ସଙ୍ଗଠନ…

ରାଉରକେଲା : ୫/୧୦(ସତ୍ୟାନ୍ୟୁଜ) ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚଣ କରିଥିବା ଅଭିଯୋଗରେ ଉକ୍ତ କଲେଜ ର ଜଣେ ଚୁକ୍ତି ଭିତ୍ତିକ ଅଧ୍ୟାପକ ଗିରଫ ହୋଇଛନ୍ତି। ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଛନ୍ତି ରାଉରକେଲା ରଘୁନାଥପାଲି ଥାନା ପୋଲିସ । ଗିରଫ ଅଭିଯୁକ୍ତ ଅଧ୍ୟାପକ ୩୯ ବର୍ଷୀୟ ପ୍ରକାଶ କୁମାର ସାହୁ
Read More...

ବଣାଇ : ସାନଜଲ୍ ଛେଳିଆଟୋକା ପାହାଡ ବାସସ୍ଥଳୀ ରୁ ଗାଁ ପରିଭ୍ରମଣ ରେ ବାହାରିଲେ ମା’ କନ୍ଥ ଦେବୀ।। ଗାଁ ଗାଁରେ…

ବଣାଇ : ୫/୧୦(ସତ୍ୟାନ୍ୟୁଜ) ବଣାଇଗଡ ର ଆରାଧ୍ୟ ଦେବୀ ମା କନ୍ଥ ଗତକାଲି ଠାରୁ ୧୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ ପରିକ୍ରମାରେ ବାହାରିଛନ୍ତି।କନ୍ଥ ଦେବୀ ସାନଜଲ ନିକଟରେ ଥିବା ପାହାଡ଼ଗୁମ୍ଫା ରେ ବର୍ଷ ସାରା ରହିଥାନ୍ତି। ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦୁତୀୟା ତିଥିରେ ତାଙ୍କ ବାସ ସ୍ଥଳ
Read More...

ରାଉରକେଲା : ଦୁର୍ଗା ପୂଜା ପାଇଁ ରାଉରକେଲା ସହର ଚଳଚଞ୍ଚଳ। ଶାନ୍ତି ଶୃଙ୍ଖଳା ସହ ପୂଜା ପାଳନ ପାଇଁ ପ୍ରଶାସନର…

ରାଉରକେଲା : ୫/୧୦(ସତ୍ୟାନ୍ୟୁଜ) ଆସୁଛନ୍ତି ମା'। ଏଥି ଲାଗି ଗାଁ ରୁ ନେଇ ସହର ପର୍ଯ୍ୟନ୍ତ ଚଳ ଚଞ୍ଚଳ। ମା ଙ୍କ ନବରାତ୍ର ପୂଜା ବିଭିନ୍ନ ଦେବୀ ପୀଠ ରେ ଆରମ୍ଭ ହୋଇଯାଇଥିବା ବେଳେ ପେଣ୍ଡାଲ ମାନଙ୍କରେ ମା' ଙ୍କ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ରାଉରକେଲା ଇସ୍ପାତ ସହର ମଧ୍ୟ ପୂଜା
Read More...

ବଣାଇ : ଗାଁକୁ ଭଲ ରାସ୍ତା ନଥିଲା।। ଆସି ପାରିଲା ନାହିଁ ଆମ୍ବୁଲାନ୍ସ। ଖଟିଆରେ ବୁହା ହେଲେ ରୋଗୀ।

ରାଉରକେଲା/ବଣାଇ : ୪/୧୦ (ସତ୍ୟାନ୍ୟୁଜ୍) ଗ୍ରାମାଞ୍ଚଳ ସହ ସହରାଞ୍ଚଳ ରେ ବିକାଶ ହେଉଛି ଏହିପରି। ଗାଁ କୁ ରାସ୍ତା ନଥିବାରୁ ଅଧ ରାତିରେ ଅସୁସ୍ଥ ମହିଳାଙ୍କୁ ଏକ କିଲୋମିଟର୍ ଖାଟିଆରେ ବୁହା ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଗଲା।ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ
Read More...

ରାଉରକେଲା : ଗୁରୁଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ୍ ବିନା ସୂଚନାରେ ବନ୍ଦ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ।। ବ୍ୟାଙ୍କ୍…

ରାଉରକେଲା/ବଣାଇ ୩/୧୦ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ରେ ଆଜି ବିନା ସୂଚନାରେ ଷ୍ଟେଟ୍ ବ୍ୟାଙ୍କ ବନ୍ଦ ରହିଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଦୂର ଦୁରାନ୍ତ ରୁ ଆସିଥିବା ଲୋକ ମାନେ ହଇରାଣ ହେବାରୁ ବ୍ୟାଙ୍କ୍ ସମ୍ମୁଖରେ ପାଟି ତୁଣ୍ଡ କରିବା ସହ ଧାରଣା ଦେଇଥିଲେ।
Read More...

ବଣାଇ : ହାତୀ ଘଉଡାଇବା ବେଳେ ଅଘଟଣ।। ହାତୀର ପାଲଟା ଆକ୍ରମଣ ରେ ଦୁଇ ବନ କର୍ମଚାରୀ ଗୁରୁତର।

ବଣାଇ : ୩/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣେଇ ବନଖଣ୍ଡରେ ଆଜି ହାତୀ ଘଉଡ଼ାଇଲା ବେଳେ ହାତୀର ପାଲଟା ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି କୁଳିପୋଷ ରେଞ୍ଜର ହଳଦୀକାଞ୍ଚି ଗ୍ରାମରେ।କୁଳିପୋସ୍ ରେଞ୍ଜର ବିଭିନ୍ନ ଗ୍ରାମରେ ତିନି ଟିକିଆ ହାତୀ ପଲ୍ଲ ଉପଦ୍ରବ ମଚାଉ
Read More...

ବଣାଇ : ଦୀର୍ଘ ଦିନ ଧରି ଉତ୍ପାତ ମାଚାଇ ଥିବା ଦନ୍ତାକୁ ଟ୍ରାଙ୍କୁଲାଇଜ କରାଗଲା।। ପରେ ରେଡ଼ିଓ କଲାର ଲଗାଯାଇ ଜଙ୍ଗଲରେ…

ରାଉରକେଲା/ବଣାଇ : (ସତ୍ୟାନ୍ୟୁଜ) ଦୀର୍ଘ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଉତ୍ପାତ ମଚାଇଥିବା ଗୋଠ ଛଡା ଦନ୍ତା ହାତୀ ଉପରେ ଲଗାମ ଦିଆ ଯାଇଛି। ଏହି ହାତୀବିଭିନ୍ନ ଗାଁରେ ପଶି ଘର ଭାଙ୍ଗିବା ସହିତ ଧନଜୀବନ ନଷ୍ଟ କରୁଥିଲା। ହାତୀ ଗାଁରେ ପଶିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ
Read More...

ରାଉରକେଲା : ପୁଣି ଓଲଟିଲା ସ୍କୁଲ ଅଟୋ।। ଚାରି ଛାତ୍ର ଆହତ।। ସମସ୍ତେ ଦୁଇଟି ଇଂରାଜୀ ମାଧ୍ୟମ ସ୍କୁଲ ଛାତ୍ର।

ରାଉରକେଲା : ୧l୧୦(ସତ୍ୟନ୍ୟୁଜ) ପୁଣି ଓଲଟିଲା ସ୍କୁଲ ଅଟୋ। ଏହି ଅଟୋ ରେ ଦୁଇଟି ଇଂରାଜୀ ମିଡ଼ିଅମ୍ ସ୍କୁଲ ଛାତ୍ରଛାତ୍ରୀ ମାନେ ଯାଉଥିଲେ।୪ ନମ୍ବର ସେକ୍ଟର ଓ ଆମ୍ବାଗାନ୍ ମଝିରେ ମଙ୍ଗଳବାର ସକାଳେ ଏହି ସ୍କୁଲ ଅଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ୪ଜଣ ଛାତ୍ର ଦୁର୍ଘଟଣାରେ ଆହତ
Read More...