Browsing Category

ଓଡିଶା

ରାଉରକେଲା : ନୂଆଗାଁ ବ୍ଲକ୍ ରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର।। ଗୁରୁତର ଆରଜିଏଚ୍ ରେ…

ରାଉରକେଲା : ୨୦/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କନ୍ଦରକେଲା ପଞ୍ଚାୟତରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି। ଲକ୍ଷ୍ମୀ
Read More...

ସୁନ୍ଦରଗଡ଼ : ସ୍ଵାସ୍ଥ୍ୟ ବିଭାଗ ଆୟୁକ୍ତ ତଥା ସଚିବଙ୍କ ଜିଲ୍ଲାର ବିଭିନ୍ନ ହସ୍ପିଟାଲ ପରିଦର୍ଶନ।। ବିଭିନ୍ନ ଯୋଜନା,…

ସ୍ବାସ୍ଥ୍ୟ ବିଭାଗ ଆୟୁକ୍ତ ତଥା ସଚିବ ଙ୍କ ଦ୍ଵାରା ଜିଲ୍ଲାର ବିଭିନ୍ନ ହସ୍ପିଟାଲ ପରିଦର୍ଶନ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଆଦିର ସମୀକ୍ଷା ସୁନ୍ଦରଗଡ଼ : ୧୯/୧୦ (ସତ୍ୟାନ୍ୟୁଜ) ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ରେ ଆସିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ରାଉରକେଲା : ବନ୍ଧମୁଣ୍ଡା ରେ ଭୀଷଣ ଡକାୟତି।। ରେଳବାଇ ଜେ ଇ ଙ୍କ ଘରେ ଡକାୟତି।। ହାତ ଗୋଡ ବାନ୍ଧି ଲୁଟି ନେଲେ ୨୦ ଲକ୍ଷ…

ରାଉଲକେଲାବନ୍ଧମୁଣ୍ଡାରେ_ଭୀଷଣଡକାୟତି ରାଉରକେଲା : ୧୯/୧୦(ସତ୍ୟାନ୍ୟୁଜ୍) ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେ ଜଣେ ରେଳବାଇ ଜୁନିଅର ଇଞ୍ଜିନିୟର ଙ୍କ ଘରେ ଗତକାଲି ରାତିରେ ଭୀଷଣ ଡକାୟତି ହୋଇଯାଇଛି। ୫ ରୁ ୬ ଜଣ ଡକାୟତ ମୁହଁରେ ମୁଖା ପିନ୍ଧି ଉକ୍ତ ଇଞ୍ଜିନିୟରଙ୍କ କ୍ୱାର୍ଟର ରେ
Read More...

ରାଉରକେଲା : ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ଦୁଇ ଦିନିଆ ଜିଲ୍ଲା ଗସ୍ତ।। ରାଉରକେଲା ସରକାରୀ ହସପିଟାଲ ପରିଦର୍ଶନ କଲେ

ରାଉରକେଲା : ୧୯/୧୦ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଏସ୍ ଅସ୍ବାଥୀ ଶୁକ୍ରବାର ଦିନ ଦୁଇଦିବସୀୟ ସୁନ୍ଦରଗଡ ଜିଲ୍ଳା ଗସ୍ତର ଆସି ପହଞ୍ଚି ଛନ୍ତି। ପ୍ରଥମ ଦିନରେ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ରାଜଗାଙ୍ଗପୁରର ବିଭିନ୍ନ
Read More...

ରାଉରକେଲା : ଚବିଶ ଘଣ୍ଟା ପରେ ମଧ୍ୟ ଟ୍ରେନ୍ ଧକ୍କାରେ ଆହତ ହାତୀ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।। ମୃତ ହାତୀର…

ରାଉରକେଲା : ୧୫/୧୦(ସତ୍ୟାନ୍ୟୁଜ) ଚବିଶ ଘଣ୍ଟା ବିତି ଗଲାଣି। ଗତ କାଲି ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆ ଏବଂ ତାର ମାଆ କୁ ବନ ବିଭାଗ ଉଦ୍ଧାର କରିବାରେ ସଫଳ ହୋଇ ପାରି ନାହିଁ। ରାସ୍ତା ଠାରୁ ମାତ୍ର ୩୦ ମିଟର ଏବଂ ରେଳ ଲାଇନ୍ ନିକଟରେ ଏହି ଆହତ ହାତୀ ଦ୍ବୟ ଥିଲେ ମଧ୍ୟ
Read More...

ରାଉରକେଲା : ସରପଞ୍ଚ ଙ୍କ ଘରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ ଅଭିଯୋଗ।। ଘଟଣାକୁ ବିରୋଧ କଲେ ଵିଶ୍ରା ବ୍ଲକ୍ ସରପଞ୍ଚ…

ରାଉରକେଲା : ୧୭/୧୦(ସତ୍ୟାନ୍ୟୁଜ) ଅବକାରୀ ବିଭାଗ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ। ଘରେ କେବଳ ମହିଳା ମାନେ ଥିବା ବେଳେ ଜଣେ ଜନ ପ୍ରତିନିଧିଙ୍କ ଘରେ ପଶି ଯାଞ୍ଚ ବାହାନାରେ ଚଢ଼ାଉ କରିବା ଘଟଣାକୁ ବିରୋଧ କରିଛି ସରପଞ୍ଚ ସଂଘ। ଏହି ପରୀପ୍ରେକ୍ଷୀରେ ଆଜି ବିଶ୍ରା ବ୍ଲକ୍ ସରପଞ୍ଚ ସଂଘ
Read More...

ରାଉରକେଲା : ବରିଷ୍ଠ ସ୍ତମ୍ବକାର ମିହିର ରାୟଙ୍କ ଦ୍ଵାରା ରଚିତ ଗଳ୍ପ ସଙ୍କଳନ’ ତପସ୍ୟା ‘ ଉନ୍ମୋଚିତ।।…

ରାଉରକେଲା : ୧୫/୧୦(ସାତ୍ୟାନ୍ୟୁଜ) ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ମିହିର ରାୟଙ୍କ ଦ୍ୱାରା ରଚିତ ପ୍ରଥମ ଗଳ୍ପ ସଙ୍କଳନ ' ତପସ୍ୟା ' ଗୋପବନ୍ଧୁ ପାଠାଗାର ଠାରେ ଏକ ବର୍ଣାଢ୍ୟ ପରିବେଶରେ ଲୋକାର୍ପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ
Read More...

ରାଉରକେଲା : ଟ୍ରେନ୍ ଲାଇନ୍ ରେ କଟି ହାତୀ ମୃତ।। ମୁମ୍ବାଇ – ହାୱଡା ଲାଇନ୍ ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ।।…

ରାଉରକେଲା : ୧୪/୧୦(ସତ୍ୟାନ୍ୟୁଜ) ରାଉରକେଲା ନିକଟ ବନ୍ଧମୁଣ୍ଡା ରେ ଟ୍ରେନ୍ ଲାଇନ୍ ରେ କଟି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ହାତୀ ଆହତ ହୋଇଥିବା ସୂଚନା ମିଳିଛି। ଏକ ୧୬ ଟିକିଆ ହାତୀପଲ୍ଲ ଟ୍ରେନ୍ ଲାଇନ୍ ପାର ହେଲା ବେଳେ ଏହି ଅଘଟଣ ଘଟିଛି। ଏହି ଘଟଣା ପରେମୁମ୍ବାଇ - ହାୱଡା
Read More...

ସୁନ୍ଦରଗଡ଼ : ଇବ୍ ନଦୀର କନାକୁଣ୍ଡ ଠାରେ ପାଣିରେ ବୁଡି ଯୁବକ ନିଖୋଜ।। ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।

ସୁନ୍ଦରଗଡ଼ : ୧୩/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଇବ୍ ନଦୀରେ ବୁଡ଼ି ପୁଣି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି। ତଳସରା ଥାନା ବାଲିଶଙ୍କରା ବ୍ଲକ ଘୋଘର ନିକଟ ଇବ୍ ନଦୀରେ ଏହି ଅଘଟଣ ଘଟିଛି। ଏଠାରେ ଥିବା ଦର୍ଶନୀୟ ସ୍ଥାନ କନାକୁଣ୍ଡ ଠାରେ ପରିବାର ଓ ସାଙ୍ଗ ସାଥୀ ଙ୍କ ସହ ବୁଲିବାକୁ ଯାଇ ପାଣି ରେ
Read More...

ରାଉରକେଲା : ରାବଣ ପୋଡ଼ି କାର୍ଯ୍ୟକ୍ରମ ବେଳେ ଅଘଟଣ।। ବାଣ ପଡ଼ି ଜଣେ ବ୍ୟକ୍ତି ଗୁରୁତର।

ରାଉରକେଲା : ୧୨/୧୦ (ସତ୍ୟାନ୍ୟୁଜ) ରାଉରକେଲା ୧୩ ନମ୍ବର ସେକ୍ଟର ମେଲଣ ପଡ଼ିଆରେ ଆଜି ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଏକ ଅଘଟଣ ଘଟି ଜଣେ ଦର୍ଶକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଆଇ ଜି ଏଚ୍ ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାବଣ ପୋଡ଼ି ସମୟରେ ଆତସବାଜି କାର୍ଯ୍ୟକ୍ରମ
Read More...