Browsing Category
ଓଡିଶା
ବଣାଇ ଫରେଷ୍ଟ ରେଞ୍ଜ ରେ ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ।। ଜଣେ ନାବାଳିକା ଅଳ୍ପକେ ବର୍ତ୍ତିଲେ।
ସୁନ୍ଦର ଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ବିଶେଷକରି ବଣାଇ ଏବଂ କୋଇଡା ଫରେଷ୍ଟ ରେଞ୍ଜରେ ହାତୀପଲ୍ଲ ପଶି ବ୍ୟାପକ ଫସଲ ହାନି କରିବା ସହ ଧନଜୀବନ କ୍ଷତି କରୁଛନ୍ତି।
ଶନିବାର ରାତିରେ ବଣାଇ ରେଞ୍ଜ ର ସରସରା ସେକ୍ସନ ର ଦଲକି ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣ ରେ!-->!-->!-->!-->!-->…
Read More...
Read More...
ରାଉରକେଲା-ହଟିଆ ଲାଇନ ରେ ଦୁଇ ମାଲଗାଡି ମୁହାଁମୁହିଁ ଧକ୍କା।। ଡ୍ରାଇଭର ସହ ଅନ୍ୟ ଦୁଇ କର୍ମଚାରୀ ଗୁରୁତର।। ଟ୍ରେନ…
ରାଉରକେଲା ନିକଟରେ ହଟିଆ ଓ ରାଉରକେଲା ବନ୍ଧମୁଣ୍ଡା ରେଳ ଲାଇନର କୁରକୁରା ଷ୍ଟେସନ ନିକଟରେ ଦୁଇ ମାଲଗାଡି ମଧ୍ୟରେ ଧକ୍କା ହୋଇଛି l ଭୁଲବଶତ ଦୁଇଟି ମାଲଗାଡ଼ି ଗୋଟିଏ ଲାଇନରେ ଆସିଯିବାରୁ ଏଭଳି ଅଘଟଣ ଘଟିଛି l
ଦୁର୍ଘଟଣାରେ ଡ୍ରାଇଭର ଓ ଅନ୍ୟ ରେଳ କର୍ମଚାରୀ ଗୁରୁତର ଆହତ ହୋଇଥିବା!-->!-->!-->!-->!-->…
Read More...
Read More...
ଦୁଇବର୍ଷ ବନ୍ଦ ରହିବା ପରେ ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀରେ ପୁଣି ହେଲାଣି ଭିଡ଼।। ବଡ଼ଦିନ ଏବଂ ନୂଆବର୍ଷରେ କୋଭିଡ କଟକଣା…
ଦୀର୍ଘ ଦୁଇ ବର୍ଷ ହେବ ଖଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ କୋଭିଡ ଲାଗି ବନ୍ଦ ଥିବା ବେଳେ ଏବେ ଏଠାରେ ଭିଡ଼ ଦେଖି ବାକୁ ମିଳିଲାଣି । କିନ୍ତୁ ଏବେ ପୁଣି ଡିସେମ୍ବର ୨୫ ତାରିଖ ଏବଂ ଡିସେମ୍ବର ୩୧ ରୁ ଜାନୁଆରୀ ୨ ତାରିଖ ୨୦୨୨ ଚାରିଦିନ ଲାଗି ଏଠାରେ ପିକିନିକ ସହ ଭିଡକୁ ବାରଣ କରାଯାଇଛି। କୋଭିଡ!-->…
Read More...
Read More...
ରାଉରକେଲା ୩ ନମ୍ବର ସେକ୍ଟର ସ୍ଥିତ ଐରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଯାତ୍ରୀ ନିବାସ ଉଦଘାଟିତ ।
ରାଉରକେଲା ୩ ନମ୍ବର ସେକ୍ଟର ସ୍ଥିତ ଐରାବନ୍ଧ ଜଗନ୍ନାଥ ମନ୍ଦିର ପରିସରରେ ଶୁକ୍ରବାର ଦିନ ନବନିର୍ମିତ ଯାତ୍ରୀ ନିବାସ ଉଦଘାଟିତ ହୋଇଯାଇଛି। ରଘୁନାଥପାଲି ବିଧାୟକ ସୁବ୍ରତ ତାରାଇ ଙ୍କ ସହ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଯାତ୍ରୀ ନିବାସ କୁ ଉଦଘାଟନ କରିଥିଲେ।
ଏହି ଯାତ୍ରୀ ନିବାସ!-->!-->!-->!-->!-->…
Read More...
Read More...
ରାଉରକେଲା ରେ ପଥପାର୍ଶ୍ୱ ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା।। ଉପକୃତ ହେଲେ ୩ ହଜାର ୩ ଶହ ଉଠା…
ଉଠା ଦୋକାନୀ ଏବଂ ବୁଲା ବିକାଳୀଙ୍କ ଲାଗି ଆସିବାକୁ ଥିବା ଆର୍ଥିକ ସହାୟତା ଶୁକ୍ରବାର ଦିନ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଙ୍କୁ ପଠାଇ ଦିଆଯାଇଛି।ରାଉରକେଲା ରେ ଏହି ଯୋଜନାରେ ୩ ହଜାର ୩ ଶହ ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ସରକାରଙ୍କ ତରଫରୁ ଦିଆଯାଇଛି। ଏହା ତୃତୀୟ!-->…
Read More...
Read More...
ଖବରକାଗଜ ହକର ମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା।। ରାଉରକେଲା ରେ ୧୯୧ ଏବଂ ସୁନ୍ଦରଗଡ଼ ରେ ପାଇଲେ ୧୦୯ ହକର ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଖବର କାଗଜ ହକର ମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି ।
ଏହି ସହାୟତା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍!-->!-->!-->!-->!-->…
Read More...
Read More...
ରାଜ୍ୟରେ ପୁଣି ଦୁଇ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ।। ଆକ୍ରାନ୍ତଙ୍କ ସଂଖ୍ୟା ୪ ରେ ପହଁଚିଲା। ଉଭୟ ନାଇଜେରିଆ ରୁ ଆସିଥିଲେ…
ଓଡ଼ିଶାରେ ଗୁରୁବାର ଦିନ ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଦୁଇଜଣ ୧୧ ଏବଂ ୧୫ ବର୍ଷୀୟା ନାବାଳିକା । ଉଭୟ ତାଙ୍କ ପରିବାର ସହ ନାଇଜେରିଆ ରୁ ଆସିଥିଲେ।
ଦୁଇ ଆକ୍ରାନ୍ତ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ସୂଚନା ଦେଇଛନ୍ତି!-->!-->!-->!-->!-->…
Read More...
Read More...
ରାଉରକେଲା ସହରରେ ଶୀତ ଲହର ଜାରୀ।। ଲୋକମାନେ ସତର୍କ ରହିବାକୁ ମହନଗର ନିଗମ ପକ୍ଷରୁ ନିବେଦନ।
ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲାରେ ଶୀତ ଲହର ଜାରି ରହିଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ତାପମାତ୍ରା ୬ ଡିଗ୍ରୀ ଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱ।ର୍ନିଙ୍ଗ ଜାରି କରାଯାଇଥିଲା।
ଗୁରୁବାର ଦିନ ୨୪ ଘଣ୍ଟା ଲାଗି ଅରେଞ୍ଜ ୱ।ର୍ନିଙ୍ଗ ଜାରି କରାଯାଇଛି। ରାଉରକେଲା!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ ଜିଲ୍ଲା କୁଆରମୁଣ୍ଡା ବ୍ଲକ ଖୁଖୁଣ୍ଡବାହାଲରେ ଖୋଲିଲା ମିଲେଟ ଶକ୍ତି ଟିଫିନ ସେଣ୍ଟର।
ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ରୁଚିକର ଖାଦ୍ୟକୁ ଅଧିକ ଲୋକପ୍ରିୟ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର ଖୋଲାଯାଉଛି। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ୍ ଏବଂ ମିଶନ ଶକ୍ତି ପକ୍ଷରୁ ମଙ୍ଗଳବାର ଦିନ କୁଆଁରମୁଣ୍ଡା ବ୍ଲକର ଖୁଖୁଣ୍ଡୁବାହାଲଠାରେ!-->…
Read More...
Read More...
ରାଉରକେଲା ନୟାବଜାର ଅଞ୍ଚଳରେ ଜଣେ ଯୁବକଙ୍କୁ ବେକକାଟି ହତ୍ୟା।। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା…
ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ନୟାବଜାର ଅଞ୍ଚଳରେ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ବେକ କାଟି ହତ୍ୟା କାରାଯାଇଛି। ମୃତ ଯୁବକ ପିଣ୍ଟୁ ଶ୍ରୀବାସ୍ତଵ ବୋଲି ସୂଚନା ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିଲା ବେଳେ ପୋଲିସ!-->…
Read More...
Read More...