Browsing Category

ଓଡିଶା

ସୁନ୍ଦରଗଡ଼ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ତର
ଗାଭାଲି ପରାଗ ହର୍ଷଦ।। ଜିଲ୍ଲାକୁ ଏକ ନମ୍ବର କରିବା

ସୁନ୍ଦରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ଗାଭାଲି ପରାଗ ହର୍ଷଦ। ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ତାଙ୍କୁ ଆଜି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ନୂଆ ଜିଲ୍ଲାପାଳଙ୍କୁ ଭେଟି
Read More...

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ରାଉରକେଲା ବଣିକ ସଙ୍ଘ ପ୍ରତିନିଧି।। ରାଜ୍ୟର ଦୁଇ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କଲେ।

ରାଉରକେଲା ବଣିକ ସଙ୍ଘ ର ଏକ ପ୍ରତିନିଧି ମଣ୍ଡଳ ସଂଘର ସଭାପତି ସୁବ୍ରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହାସହ ଏହି ପ୍ରତିନିଧି ମଣ୍ଡଳ ରାଜ୍ୟ
Read More...

ରାଉରକେଲା ରେ ରଥଯାତ୍ରା ସୁରୁଖୁରୁରେ ସମ୍ପନ ଲାଗି ପ୍ରଶାସନ ର ବୈଠକ।। ଯୋଗଦେଲେ ବିଭିନ୍ନ ରଥଯାତ୍ରା କମିଟି ସଦସ୍ୟ ଏବଂ…

ଦୁଇବର୍ଷ ପରେ ରଥଯାତ୍ରା ରେ ଭାଗ ନେବେ ସାଧାରଣ ଲୋକ ଏବଂ ଶ୍ରଦ୍ଧାଳୁ। କୋଭିଡ ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ପୁରୀ ସମେତ ବିଭିନ୍ନ ସ୍ଥାନରେ ରଥଯାତ୍ରା କେବଳ ରୀତିନୀତି ଅନୁସାରେ ହେଉଥିଲା। କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ର ପ୍ରକୋପ ହ୍ରାସ ପାଇଥିବାରୁ ପୁରୀ ସମେତ
Read More...

ଏନଡିଏ ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ ପ୍ଲସ ସୁରକ୍ଷା।। ପୂଜାର୍ଚ୍ଚନା ସହ ମନ୍ଦିରରେ…

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ଜେଡ ପ୍ଲସ ସୁରକ୍ଷା। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗୃହ ମନ୍ତ୍ରାଳୟ ସିଆରପିଏଫ କୁ ନିର୍ଦ୍ଧେଶ ଦେଇଛନ୍ତି। ଝରଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡିଶା
Read More...

ବଡଭାଇ ର ଟାଙ୍ଗିଆ ଚୋଟ ରେ ସନଭାଇର ମୃତ୍ୟୁ।। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ।

ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପାରିବାରିକ ହିଂସାକାଣ୍ଡ ଘଟଣା ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ଘରୋଇ କଳି କୁ କେନ୍ଦ୍ରକରି ବଡଭାଇ ନିଜ ସାନ ଭାଇ କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଘଟଣା ଘଟିଛି ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ର ଖୁଟୁଗାଁ ଗ୍ରାମରେ ।
Read More...

ନକ୍ସଲ ହମଲା।। ୩ ଜଣ ସିଆରପିଏଫ ଯବାନ ସହିଦ।। ନୂଆପଡା ଜିଲ୍ଲା ପାଟଧରା ରିଜର୍ଭ ଫରେଷ୍ଟ ଆଜି ହୋଇଛି ହମଲା।

ନକ୍ସଲ ହମଲାରେ ୩ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଓଡ଼ିଶାର ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ଏହି ଆକ୍ରମଣ ହୋଇଛି। ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ନକ୍ସଲ ମାନେ ହମଲା କରିଥିଲେ। ଖବର ପାଇଁ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ
Read More...

ଫେସବୁକ ମେସେଞ୍ଜରରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ପଠାଇବା ଅଭିଯୋଗ ରେ ଯୁବକ ଗିରଫ।। ବିହାରରୁ ଗିରଫ କଲା ରାଉରକେଲା ସାଇବର…

ଫେସବୁକ ରେ ଫ୍ରେଣ୍ଡ ରିକୁୱେଷ୍ଟ କୁ ଠିକ ଭାବେ ଯାଞ୍ଚ ନକରି ଗ୍ରହଣ କଲେ ବଡ଼ ବିପଦ। ଖାସ କରି ଯୁବତୀ ମାନଙ୍କ କ୍ଷେତ୍ରରେ। ରାଉରକେଲା ଜଗଦା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ସାଙ୍ଗରେ ଏପରି ଅସୁବିଧା ଜନକ ସ୍ଥତି ପହଁଚିଛି। ୨୦୨୦ ଜୁଲାଇ ମାସରେ ତାଙ୍କୁ ଜଣେ ଫେସବୁକ ଫ୍ରେଣ୍ଡ କରିବାକୁ
Read More...

ରାଉରକେଲା ରିମ୍ସ ରେ ଅଷ୍ଟମ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ । ଭାଗନେଲେ ଛାତ୍ରଛାତ୍ରୀ , କର୍ମଚାରୀ ଏବଂ ଶିକ୍ଷାବିତ ।

ରିମ୍.ସ୍ ରାଉରକେଲା ତରଫରୁ ଆଜି ମେଡିଟେସନ୍ ହଲ୍.ରେ କୋଭିଡ୍-19 ନିୟମାବଳୀକୁ ଦୃଷ୍ଟିରେ ରଖି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ପୂର୍ବାହ୍ନ 7.00 ଘଣ୍ଟା ସମୟରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ
Read More...

ଦେଶର ବିଭିନ୍ନ ସ୍ଥାନ ସହ ରାଉରକେଲା ରେ ମଧ୍ୟ ଆନ୍ତର୍ଜାତିକ ଯୋଗା ଦିବସ ପାଳିତ। ଓଡିଶା ଯୋଗ ଶିବିରରେ ଯୋଗ ଦେଲେ ତିନି…

ଆଜି ଆନ୍ତର୍ଜାତିକ ଯୋଗ ଦିବସ। ଦେଶର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ଯୋଗାସନର ଅଭ୍ୟାସ କରାଯାଇଛି। ବଡ଼ ସହର ରୁ ନେଇ ଛୋଟ ସହର ପର୍ଯ୍ୟନ୍ତ ସବୁଆଡେ ଆୟୋଜନ କରାଯାଇଛି ଯୋଗ ଶିବିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ର ମହୀଶୂର ପ୍ୟାଲେସ ରେ
Read More...

ତିନିମାସ ଦରମା ପାଇ ନଥିବାରୁ ଗାୟତ୍ରୀ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ କର୍ମଚାରୀଙ୍କ ଧାରଣା।। ବଣେଇ କେନାଭଟା…

ତିନି ମାସର ଦରମା ପାଇ ନଥିବାରୁ ଗାୟତ୍ରୀ କମ୍ପାନୀରେ କାମ କରୁଥିବା ଶ୍ରମିକ କର୍ମଚାରୀ ମାନେ ଧାରଣା ଦେଇଛନ୍ତି। କେନାଭଟା ଠାରେ ଥିବା କମ୍ପାନୀର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବାରକୋଟ ରୁ ରାଜାମୁଣ୍ଡା ୧୪୩ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ କରୁଥିଲେ ଏହି
Read More...