Browsing Category
ଓଡିଶା
“ନିଶା ସେବନ କୁ ନାଁ”, “ଜୀବନ କୁ ହଁ”।। ରାଉରକେଲା ରେ ନିଶା ସେବନ , କାରବାର ବିରୋଧ ରେ…
ଡ୍ରଗ୍ସ ସେବନ କରିବା କିମ୍ବା ଡ୍ରଗ୍ସ ବେପାର ସହ ଚାଲାଣ କରିବା ଏକ ଗୁରୁତର ଅପରାଧ। ଏଥିଲାଗି କଡା ଦଣ୍ଡର ବ୍ୟବସ୍ଥା ଅଛି। ତେବେ ସବୁଠାରୁ ବଡ଼ କଥା ହେଲା ନିଶା କାରବାର ଏବଂ ସେବନର ସାମାଜିକ ଦିଗ।
ନିଶା ସେବନ ଦ୍ୱାରା କେତେ ଲୋକଙ୍କ ଜୀବନ ହାନି ଘଟୁଛି ତାର ସଠିକ ହିସାବ ନାହିଁ।!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ସ୍ମାର୍ଟ ସିଟି ମିଶନର ୭ ବର୍ଷ ପୂର୍ତ୍ତି ଉତ୍ସବ ପାଳନ।
ରାଉରକେଲା, ୨୫ ଜୁନ ୨୦୨୨: ଭାରତ ସରକାରଙ୍କ ଅଧୀନରେ ପରିଚାଳିତ ସ୍ମାର୍ଟ ସିଟି ମିଶନର ୭ ବର୍ଷ ପୂର୍ତ୍ତି ଅବସରରେ ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ‘ସବକା ଭାରତ ନିଖରତା ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,!-->…
Read More...
Read More...
ଡୁଙ୍ଗୁରିସାହି ବାସିନ୍ଦା ଏବେ ପାଇବେ ବିଦ୍ୟୁତ ସେବା।। ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ…
ରାଇରଙ୍ଗପୁର ରୁ ମାତ୍ର ୨୦ କିଲୋମିଟର ରାସ୍ତା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଗାଁ ଡୁଙ୍ଗରିସାହି । ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ର ଏହି ଗ୍ରାମର ଲୋକମାନେ ଏପର୍ଯ୍ୟନ୍ତ ବିଜୁଳି ସେବା ପାଇପାରି ନାହାନ୍ତି।
ଏବେ କିନ୍ତୁ ଏହି ଗ୍ରାମ ହେବ ଆଲୋକିତ ।!-->!-->!-->!-->!-->!-->!-->…
Read More...
Read More...
ପୋଲିସ-ଅପରଧୀ ଗୁଳି ବିନିମୟ ଘଟଣା।। ଅପରାଧୀଙ୍କ ପରିଚୟ ପାଇଲେ ପୋଲିସ।। ଦାଦାବଟି ଲାଗି ରାଉରକେଲା ଆସିଥିବା ସନ୍ଦେହ।
ରାଉରକେଲା ପୋଲିସ ସହ ଗୁଳି ବିନିମୟ ପରେ ଗିରଫ ହୋଇଥିବା ଅପରାଧୀ ଦ୍ୱୟଙ୍କ ପରିଚୟ ପୋଲିସ ପାଇଛି। ଏହି ଅପରାଧୀ ଦ୍ୱୟ ପଡୋଶୀ ରାଜ୍ୟ ଝାରଖଣ୍ଡ ଗୁମଲା ଜିଲ୍ଲାର।
ପୋଲିସ ଗୁଳିରେ ଆହତ ବିଶ୍ୱଜିତ ସାହୁ ଏବଂ ଅନ୍ୟଜଣେ ଅପରାଧୀ ଟୁଚୁ ଏଣ୍ଡୱାର ବାବଦରେ ପୋଲିସ ତଦନ୍ତ ଜାରି ରହିଛି।!-->!-->!-->!-->!-->!-->!-->…
Read More...
Read More...
ଜିଲ୍ଲାପାଳଙ୍କ ହକି ଷ୍ଟାଡିଅମ ଏବଂ ରାଉରକେଲା ବିମାନ ବନ୍ଦର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ।
ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଏବଂ ରାଉରକେଲା ବିମାନବନ୍ଦର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଏସବୁ କାର୍ଯ୍ୟ କିପରି ଶେଷ ହେବ ସେନେଇ ଜିଲ୍ଲାପାଳ!-->…
Read More...
Read More...
ଯାଜପୁର ଜିଲ୍ଲା ଡୁବୁରୀ ରେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ।। ଯୋଗ ଦେଲେ ବହୁ ଶ୍ରଦ୍ଧାଳୁ।
ଯାଜପୁର ଜିଲ୍ଲା ଡୁବୁରୀରେ ଆରମ୍ଭ ହୋଇଥିବ ଶ୍ରୀ ଗୁଣ୍ଡିଚା ମନ୍ଦିର ର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ ହୋଇଛି। ପୂର୍ବରୁ ଏଠାରେ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଥିଲା। ନଥିଲା ଗୁଣ୍ଡିଚା ରାଣୀଙ୍କ ମନ୍ଦିର l ଏଥିପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ଡୁବୁରୀ ରେ ଏକ ଗୁଣ୍ଡିଚା ମନ୍ଦିର ଲାଗି ଉଦ୍ୟମ ଆରମ୍ଭ!-->…
Read More...
Read More...
ରାଉରକେଲା ଚାନ୍ଦିପୋଷ ରେ ପୋଲିସ ଅପରାଧୀ ଗୁଳି ବିନିମୟ।। ଜଣେ ଆହତ।। ଏକେ-୪୭ , ପିସ୍ତଲ ଜବତ।
ରାଉରକେଲା ପୋଲିସ ଏବଂ ଅନ୍ତର୍ରାଜ୍ୟ ଅପରାଧୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ଗିରଫ ହୋଇଛି। ଆହତ ଅପରାଧୀକୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଛି। ଅନ୍ୟ ଗିରଫ ଅପରାଧୀ କୁ ପୋଲିସ ପଚରା ଉଚୁରା କରୁଛି।
ଗୁଳି!-->!-->!-->!-->!-->!-->!-->…
Read More...
Read More...
ରାଉରକେଲା ରେ ଟ୍ରାନ୍ସଜେଣ୍ଡର ମାନଙ୍କ ରେନ୍-ଵୋ ସ୍ୱାଭିମାନ ପଦଯାତ୍ରା।। ସମାଜରେ ଆତ୍ମ ସମ୍ମାନ ଦାବି କଲେ କିନ୍ନର।
ଟ୍ରାନ୍ସଜେଣ୍ଡର ମାନଙ୍କର ରେନ୍-ବୋ ସ୍ୱାଭିମାନ ପଦଯାତ୍ରା ଶନିବାର ଦିନ ରାଉରକେଲା ରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ସହର ର ବିଭିନ୍ନ ଅଞ୍ଚଳରୁ ଆସିଥିବା କିନ୍ନର ମାନେ ଭାଗ ନେଇଥିଲେ।
ସ୍ୱାସ୍ଥ୍ୟ ସେବା , ଆଇନ ସେବା , ଶିକ୍ଷା , ସାମାଜିକ ସୁରକ୍ଷା , ନିଯୁକ୍ତି ,!-->!-->!-->!-->!-->!-->!-->…
Read More...
Read More...
ସ୍ପଞ୍ଜ ଆଇରନ ବୋଝେଇ ଟ୍ରକରୁ ଜବତ ହେଲା ଲକ୍ଷାଧିକ ଟଙ୍କାର ବିଦେଶୀ ମଦ।। ଡ୍ରାଇଭର , ଖଲାସୀ ଗିରଫ।। ଟ୍ରକ ଜବତ।
ଏକ ସ୍ପଞ୍ଜ ଆଇରନ ବୋଝେଇ ଟ୍ରକରେ ବିଦେଶୀ ମଦ ଚାଲାଣ ହେଉଥିବା ଖବରପାଇ ବ୍ରହ୍ମଣୀତରଙ୍ଗ ଥାନା ପୋଲିସ ଟ୍ରକ କୁ ଜବତ କରିଛନ୍ତି। ଜବତ ଟ୍ରକରୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ ହୋଇଛି। ଏହା ସହ ଟ୍ରକ ଚାଳକ ଏବଂ ଖଲାସି କୁ ଗିରଫ କରିଛନ୍ତି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରର!-->…
Read More...
Read More...
ଶୋଇଥିବା ବେଳେ ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ।। ଅଭିଯୁକ୍ତ ଗିରଫ।
ନିଦରେ ଶୋଇଥିବାବେଳେ ଜଣେ ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ବେଲଡିହିର ସୁଦନ ଗୋପ(୩୮)। ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଜଣେ!-->…
Read More...
Read More...