Browsing Category
ଓଡିଶା
ହକି ବିଶ୍ୱକପ ପୂର୍ବରୁ ଧୀରେ ଧୀରେ ସଜେଇ ହେଉଛି ରାଉରକେଲା।। ରାସ୍ତା ଏବଂ ପାର୍କର ସୌନ୍ଦର୍ଯ୍ୟକରଣ ବେଶ ମନଲୋଭା…
ରାଉରକେଲା ଇସ୍ପାତ ସହରର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଏବେ ଜାରି ରହିଛି। ରାସ୍ତାପର୍ଶ୍ଵ , ପାର୍କ , ପାର୍କିଙ୍ଗ ସ୍ଥାନ ଆଦିର ଉନ୍ନତି କରଣ କରାଯାଉଛି। ଏହି ସମସ୍ତ କାମ ସ୍ମାର୍ଟ ସିଟି ପ୍ରକଳ୍ପ ଜରିଆରେ ହେଉଛି। ଏବେ ଇସ୍ପାତ କାରଖାନା ପ୍ରଶାସନିକ ଭବନ ସମ୍ମୁଖ ରିଙ୍ଗରୋଡ଼ କଡ଼ରେ ଚାଲିଛି!-->…
Read More...
Read More...
ଚତୁର୍ଥ ଲହରରରେ ସୁନ୍ଦରଗଡ଼ ଜିଲ୍ଲା କୋଭିଡ ସଂକ୍ରମଣର ହଟସ୍ପଟ।। ୨୪ ଘଣ୍ଟାରେ ୨୫୯ ଆକ୍ରାନ୍ତ ଚିହ୍ନଟ।। ଲଗାତାର ତୃତୀୟ…
ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ଆଜି ହଜାର ତଳ କୁ ଆସିଛି। ବେଶ କିଛିଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୯୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ସଂକ୍ରମଣ ଆଜି ୨୯ ଜିଲ୍ଲାକୁ ଛୁଇଁଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଖୋର୍ଦ୍ଧା!-->…
Read More...
Read More...
ସେପ୍ଟେମ୍ବର ପହିଲାରୁ ରାଉରକେଲା ନବନିର୍ମିତ ହକି ଷ୍ଟାଡିଅମ ରେ ହେବ ଅଭ୍ୟାସ ମ୍ୟାଚ।। ରାଉରକେଲା କୁ ଫେରିବ ହକି…
ହକି ବିଶ୍ୱ କପ ୨୦୨୩ ଆସନ୍ତା ବର୍ଷ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲା ରେ ମଧ୍ୟ ଏହି ବିଶ୍ୱ ଚମ୍ପିୟାନଶିପ ହେବ। ଏଥିଲାଗି ରାଉରକେଲା ରେ ଚାଲିଥିବା ଆନ୍ତର୍ଜାତୀୟ ସ୍ତରର ବିରସା ମୁଣ୍ଡା ହକି ଷ୍ଟାଡିଅମ ର କାମ ପ୍ରାୟ ସମ୍ପୂର୍ଣ୍ଣ ହୋଇ ଆସିଲାଣି। ଆସନ୍ତା ସେପ୍ଟେମ୍ବର ୧!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲା କ୍ୱାନ କି ଡୋ ମାର୍ଶାଲ ଆର୍ଟ ଚମ୍ପିୟାନଶିପ ଉଦ୍ ଯାପିତ। ୧୩୦ ପ୍ରତିଯୋଗୀ ଯୋଗଦେଲେ।
ବଣାଇ ସ୍ଥିତ ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ କ୍ୱାନ କି ଡୋ ଆସୋସିଏସନ୍ ଓଡ଼ିଶା ତତ୍ତବଧନାରେ ପ୍ରଥମ ସୁନ୍ଦରଗଡ଼ ଜିଲ୍ଲା କ୍ୱାନ କି ଡୋ ଚମ୍ପିଅନସିପ ଉଦଯାପିତ ହୋଇଯାଇଅଛି । ଏହି ଚମ୍ପିଆନସିପ ରେ ସୁନ୍ଦରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନ ରୁ ୧୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟ ୨୫୯।। ଲଗାତାର ଦୁଇଦିନ ହେଲା ସୁନ୍ଦରଗଡ ରାଜ୍ୟରେ ପ୍ରଥମ।। ରାଜ୍ୟରେ…
ରାଜ୍ୟରେ ଆଜି ମଧ୍ୟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ହଜାର ଉପରେ ରହିଛି। ତେବେ ସୁନ୍ଦରଗଡ଼ ଜିଲ୍ଲା ଖୋର୍ଦ୍ଧା କୁ ପଛରେ ପକାଇ ଦୁଇଦିନ ହେଲା ଲଗାତାର ଭାବେ ଆଗରେ ଅଛି। ଆଜି ରାଜ୍ୟରେ ୧୦୨୦ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୨୫୯ ଜଣ କୋଭିଡ ଅକ୍ରାନ୍ତ ଚିହ୍ନଟ!-->…
Read More...
Read More...
କାଚ ଖଣ୍ଡରେ ନିଜ ବେକ କାଟି ଯୁବକଙ୍କ ଆତ୍ମହତ୍ୟା।। ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଘଟଣା।। ପୋଲିସ ତଦନ୍ତ ଜାରି।
ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଜଣେ ବିବାହିତ ଯୁବକ ନିଜ ବେକ କାଟି ଆତ୍ମହତ୍ୟା କରିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ତିଲକାନଗରଫୁଲବାରି ବସ୍ତିର ଯୁବକ ସୁରନ ବିନ୍ଧାଣି ଏକ କାଚ ଖଣ୍ଡରେ ନିଜ ବେକ କାଟି ଆତ୍ମହତ୍ୟା କରିଛନ୍ତି l ସୁରନ ଙ୍କ ମାନସିକ ବିକୃତି ଥିବା!-->…
Read More...
Read More...
ରାଉରକେଲା ୧୬ ନମ୍ବର ସେକ୍ଟର ରେ ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା।। ପ୍ରେମ ବ୍ୟାପାର ରୁ ଆତ୍ମହତ୍ୟା ଅନୁମାନ।
ରାଉରକେଲା ୧୬ ନମ୍ବର ସେକ୍ଟର ର ଜଗନ୍ନାଥପାଲି ବସ୍ତିରେ ଜଣେ ଯୁବତୀଙ୍କ ଘର ସମ୍ମୁଖରେ ୧୫ ନମ୍ବର ସେକ୍ଟର ରହୁଥିବା ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି l ମୃତ ଯୁବକ ଜଣକ ହେଲେ ୧୫ ନମ୍ବର ସେକ୍ଟର ଏଚ ବ୍ଲକ ବସ୍ତିର ସୋନୁ ବଡ଼ାଇକ l ୧୫ ନମ୍ବର ସେକ୍ଟର ଥାନା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ!-->…
Read More...
Read More...
ଚିକିତ୍ସାଧୀନ ଅବସ୍ଥାରେ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ।। ମୃତକ ରାଉରକେଲା ସ୍ୱତନ୍ତ୍ର ଜେଲ ର କଏଦୀ ବିଶ୍ୱନାଥ…
ରାଉରକେଲା ସ୍ୱତନ୍ତ୍ର ଜେଲ ର ଜଣେ ସଜା କାଟୁଥିବା କଏଦୀ ଙ୍କ ଚିକିତ୍ସା ଧୀନ ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଛି। ମୃତ କଏଦୀ ୫୭ ବର୍ଷୀୟ ବିଶ୍ୱନାଥ ବଡାଇକ ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଅଞ୍ଚଳ ର। ଏକ ହତ୍ୟା ଉଦ୍ୟମ ମାମଲାରେ ସେ ଜେଲ ରେ ଥିଲେ। ବୁଧୁବାର ଦିନ!-->…
Read More...
Read More...
ସୁନ୍ଦରଗଡ ର ଏକ ସ୍କୁଲର ୩ ଜଣ ଟମାଟୋ ଫ୍ଲୁ ରେ ଆକ୍ରାନ୍ତ ସନ୍ଦେହ।। ଟେଷ୍ଟ ଲାଗି ରକ୍ତ ନମୁନା ଭୁବନେଶ୍ୱର ପଠାଗଲା।।…
ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍କୁଲରେ କେତେକ ଛାତ୍ରଙ୍କୁ ଜ୍ୱର ସହ ଅନ୍ୟ କେତେକ ଲକ୍ଷଣ ଦେଖାଗଲା ପରେ ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି। ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର ଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ଏକ ସ୍କୁଲରେ ୩ ଜଣ ପିଲାଙ୍କୁ ଜ୍ୱର ହୋଇଥିଲା। ଜ୍ୱର!-->…
Read More...
Read More...
ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣ ରେ ଦୁର୍ନୀତି ଅଭିଯୋଗ।। ନିମ୍ନମାନର ଚାଉଳ ଯୋଗାଣ ସହ ବସ୍ତାରେ କମ…
ସ୍କୁଲ ପିଲାଙ୍କ ଲାଗି ଆସୁଥିବା ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁର୍ନୀତି ଅଭିଯୋଗ ହୋଇଛି। କେଉଁଠି ପ୍ରତି ବସ୍ତାରେ ଚାଉଳ କମ ରହୁଛି ତ ଆଉ କେଉଁଠି ନିମ୍ନ ମାନର ଚାଉଳ ଯୋଗାଣ ଅଭିଯୋଗ ହେଉଛି। ସ୍କୁଲ ମାନଙ୍କୁ ଆସୁଥିବା ଚାଉଳ ବସ୍ତାରେ ୪ କେଜି ରୁ ୫ କେଜି କମ!-->…
Read More...
Read More...