Browsing Category
ଓଡିଶା
ଆର ଏସ ପି ମଧ୍ୟକୁ ମାଲ ପରିବହନ ଠପ।। ଟ୍ରାଫିକ ଗେଟ ଦେଇ ପ୍ଲାଣ୍ଟ ମଧ୍ୟକୁ ପରିବହନ ବନ୍ଦ ନିଷ୍ପତ୍ତି ର ପ୍ରତିବାଦ।
ଆସନ୍ତା ୧୬ ତାରିଖରୁ ରାଉରକେଲା ଇସ୍ପାତ କାରଖାନାରୁ ଟ୍ରାଫିକ ଗେଟ ଦେଇ କୌଣସି ମାଲ ପରିବହନ ହୋଇ ପାରିବ ନାହିଁ। ଅଭିଯୋଗ ଅନୁଯାୟୀ ଏପରି ନିଷ୍ପତ୍ତି ନେଇଛନ୍ତି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ। ଟ୍ରକ , ଟ୍ରେଲର ସଙ୍ଘ ସହ ଆଲୋଚନା ନକରି ଏ ବାବଦରେ ଏକ ପତ୍ର ରାଉରକେଲା ବଣିକ!-->…
Read More...
Read More...
ବଣାଇ ଅଞ୍ଚଳ କୁ ମରୁଡି ପ୍ରବଣ ଅଞ୍ଚଳ ଘୋଷଣା କରିବାକୁ ଦାବି।। ସିପିଏମ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ସୁନ୍ଦରଗଡ଼ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀକୁ ମରୁଡି ପ୍ରବଣ ଅଞ୍ଚଳ ଘୋଷଣା ଦାବିରେ ସି ପି ଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧୧ ଦଫା ଦାବି ନେଇ ବୁଧବାର ଦିନ ଏହି ଆଇନ ଅମାନ୍ୟ ଆନ୍ଦୋଳନ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ନେତୃତ୍ୱରେ କରାଯାଇଥିଲା। ସିଟୁ ର ସର୍ବଭାରତୀୟ!-->…
Read More...
Read More...
ବିରୁଡ଼ି ଆକ୍ରମଣରେ ଜଣେ ମହିଳା ମୃତ।। ଜଣେ ଗୁରୁତର ।
ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର କିଂଦ୍ରୋ ଗ୍ରାମରେ ବିରୁଡି ଆକ୍ରମଣ ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଗୁରୁତର ହୋଇ ରାଉରକେଲା ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ ମିନିକାବାଡା ଜଙ୍ଗଲ ନିକଟ ଜମିରେ ଗାଈ ଚରାଉ ଥିବା ବେଳେ ବିରୁଡି ମାନେ ସଙ୍ଘବଦ୍ଧ ଭାବେ!-->…
Read More...
Read More...
ରାଉରକେଲା ରେ ମହରମ ଶୋଭାଯାତ୍ର ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ।। ଆକର୍ଷକ ଝାଙ୍କି ସହ ବିଭିନ୍ନ ଖେଳ କସରତ ପ୍ରଦର୍ଶନ।
ରାଉରକେଲା ରେ ମହରମ ପର୍ବ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି। ବିଭିନ୍ନ ମହରମ କମିଟି ପକ୍ଷରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରୁ ତାଜିଆ ଶୋଭାଯାତ୍ର ବାହାରି ନାଲା ରୋଡ଼ ଛକରେ ପହଁଚିବା ପରେ ସେଠାରୁ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ଆକର୍ଷକ ଝାଙ୍କି!-->…
Read More...
Read More...
ରାଉରକେଲା ମହାନଗର ନିଗମର ପିକଅପ ଭ୍ୟାନ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇ ଓଲଟିଲା।। ଅଳ୍ପକେ ବର୍ତ୍ତି ଲେ ପଥାଚାରୀ।
ସୋମବାର ପୂର୍ବାହ୍ନରେ ଏକ ଭୟଙ୍କର ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାସ୍ତାରେ ଯାଉଥିବାପଥାଚାରି। ରାଉରକେଲା ବିଶ୍ରା ଛକ ନିକଟ ରିଙ୍ଗରୋଡ଼ ରେଳବାଇ ଓଭର ବ୍ରିଜ ଉପରେ ରାଉରକେଲା ମହାନଗର ନିଗମ ର ପିକଅପ ଭ୍ୟାନ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନ ର ଡ୍ରାଇଭର!-->…
Read More...
Read More...
ବିଜୁ ଏକ୍ସପ୍ରେସୱେ ରେ କାର ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ।। ଅନ୍ୟଜଣେ ଗୁରୁତର।। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା…
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କାଂଶବାହାଲ ନିକଟବିଜୁ ଏକ୍ସପ୍ରେସୱେ ରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରାଯାଇଥିବା ବେଳେ ମୃତକ ରାଜଗାଙ୍ଗପୁର ଝଗରପୁର ଅଞ୍ଚଳର!-->…
Read More...
Read More...
ସାପ କାମୁଡ଼ାରେ ଶିକ୍ଷୟତ୍ରୀଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ।। ଡାକ୍ତରଖାନା ନେବା ପରିବର୍ତ୍ତେ ଲୋକମାନେ ଝଡାଫୁଙ୍କା…
ଅନ୍ଧବିଶ୍ୱାସ ର କୁପରିଣତି ରେ ଦୁଇଟି ଜୀବନ ଚାଲିଗଲା। ସମାଜରେକୁସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମନରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା କରୁଛନ୍ତି। ଏମିତି ଦୁଃଖ ଦାୟକ ଘଟଣା ଘଟିଛି ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା!-->…
Read More...
Read More...
ରାଉରକେଲା ରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ।। ଆସିଥିବା ୩୮ ଅଭିଯୋଗରୁ ୬ଟିର…
ରାଉରକେଲା, ୮ ଅଗଷ୍ଟ ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଉରକେଲାଠାରେ ଏକ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକମାନେ ଉପସ୍ଥିତ ରହି ସେମାନଙ୍କ ସମସ୍ୟା!-->…
Read More...
Read More...
ମହରମ ପାଳନ ଲାଗି ରାଜଗାଙ୍ଗପୁର ରେ ଶାନ୍ତି କମିଟି ବୈଠକ।। ସୁନ୍ଦରଗଡ଼ ଏସ ପି ଙ୍କ ଅଧ୍ୟକ୍ଷତାରେ ବୈଠକ।
ଆସନ୍ତାକାଲି ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେବ ମହରମ। ଏଥିଲାଗି ଉଭୟ ମହରମ କମିଟି ଏବଂ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହରମ ପାଳନ ଲାଗି ରାଉରକେଲା ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ରାଜଗାଙ୍ଗପୁର ରେ ଶାନ୍ତି କମିଟି!-->…
Read More...
Read More...
ରାଜଗାଙ୍ଗପୁର ରେ ଟ୍ରେନ ଧକ୍କାରେ ମହିଳାଙ୍କ ମୃତ୍ୟୁ।। ରେଳବାଇ ଥାନାରେ ଅପମୃତ୍ୟୁ ମାମଲା ରଜ୍ଜୁ।
ରାଜଗାଙ୍ଗପୁର ରେଳଷ୍ଟେସନ ନିକଟସ୍ଥ କୁମାରକେଲା ଫାଟକ ନିକଟରେ ଟ୍ରେନ ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି।ସୂଚନା ମୁତାବକ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଇଦଗାହ ମହଲ୍ଲା ନିକଟସ୍ଥ ଶାନ୍ତିନଗର ଅଞ୍ଚଳର ଜଣେ ମହିଳା ଆଜି ପ୍ରାୟ ସକାଳ ୮ଟା!-->…
Read More...
Read More...