ମହରମ ପାଳନ ଲାଗି ରାଜଗାଙ୍ଗପୁର ରେ ଶାନ୍ତି କମିଟି ବୈଠକ।। ସୁନ୍ଦରଗଡ଼ ଏସ ପି ଙ୍କ ଅଧ୍ୟକ୍ଷତାରେ ବୈଠକ।

0 266

ଆସନ୍ତାକାଲି ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେବ ମହରମ। ଏଥିଲାଗି ଉଭୟ ମହରମ କମିଟି ଏବଂ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହରମ ପାଳନ ଲାଗି ରାଉରକେଲା ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ରାଜଗାଙ୍ଗପୁର ରେ ଶାନ୍ତି କମିଟି ବୈଠକ ହୋଇଯାଇଛି। ସୁନ୍ଦରଗଡ଼ ଏସ ପି ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା , ପୋୖରାଧକ୍ଷା ମଧୁରୀ ଲୁଗୁନ ଙ୍କ ସମେତ ବିଭିନ୍ନ ମହରମ କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ। ମହରମ ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିଲା ।

Leave A Reply

Your email address will not be published.