Browsing Category
ଓଡିଶା
ରାଉରକେଲା : ମା କାଳୀଙ୍କୁ ମେଲାଣି ଦେଲେ ସହରବାସୀ।। ବାଲୁଘାଟ କୁତ୍ରିମ ପୋଖରୀରେ ୩୦ ରୁ ଉର୍ଦ୍ଧ୍ବ ପ୍ରତିମା ବିସର୍ଜନ।
କେନ୍ଦ୍ରୀୟ ପୂଜା କମିଟି ଆନୁକୂଲ୍ୟରେ ରାଉରକେଲାରେ କାଳୀ ପୂଜା ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାନପୋଷ ବାଲୁଘାଟ ସ୍ଥିତ ମେଳଣ ପଡ଼ିଆରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ରାଉରକେଲା!-->…
Read More...
Read More...
ସୁନ୍ଦରଗଡ : ଜଙ୍ଗଲୀ ବାରହା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ।। ବନ ବିଭାଗ କର୍ମଚାରୀଙ୍କ ବାରହା ଗତିବିଧି ଉପରେ ସତର୍କ…
ଏକ ଜଙ୍ଗଲି ବାରହା ଆକ୍ରମଣ ରେ ଶନିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଘଟିଛି ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜର ଛାମୁଣ୍ଡା ଗାଁ ରେ। ମିଳିଥିବା ସୂଚନା ଅନୁଯାୟୀ ସକାଳେ ଛାମୁଣ୍ଡା ଗାଁ ର ବିଶେଶ୍ବର ନାଏକ ପାହାଡ ତଳ ନିଜ ବିଲ କୁ ଯାଇଥିବା!-->…
Read More...
Read More...
ରାଉରକେଲା : ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା ମାମଲା।। ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।। ଦଣ୍ଡାଦେଶ ଦେଲେ…
ସୁନ୍ଦରଗଡ଼ ଜିଲ୍ଲା ଵିରମିତ୍ରପୁର ଥାନା ଅନ୍ତର୍ଗତ ରତାଖଣ୍ଡି ଗ୍ରାମରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାସହ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ମହିଳାଙ୍କୁ ଦୁଇବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ!-->…
Read More...
Read More...
ହାଇ ସିକ୍ୟୁରୀଟି ନମ୍ବର ପ୍ଲେଟ ଲଗାଇବା ଶେଷ ତାରିଖ ୩୧ ଅକ୍ଟୋବର।। ସ୍ଲଟ ବୁକିଙ୍ଗ ସ୍ଥିତିର ସତ୍ୟପାଠ ଦେବାକୁ…
ହାଇ ସିକ୍ୟୁରୀଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ଲଗାଇବା ପାଇଁ ସମୟ ସୀମା ଅକ୍ଟୋବର ୩୧ ରହିଛି। ଯେଉଁ ଗାଡିର ନମ୍ବରର ଶେଷ ଅଙ୍କ ୧ ,୨ ,୩ , ୪ ଥିବ ସେମାନେ ୩୧ ତାରିଖ ସୁଧାଏଚ ଏସ ଆର ପି ଲଗାଇବା ନେଇ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଧେଶ ଥିଲା। ତେବେ ସ୍ଲଟ ବୁକିଙ୍ଗ ଲାଗି ଭିତ୍ତିଭୂମିର କଣ!-->…
Read More...
Read More...
ରାଉରକେଲା : ପୁରୁଣା ବ୍ରାହ୍ମଣୀ ବ୍ରିଜର ମରାମତି କାମ ଦ୍ରୁତ ଗତିରେ ଚାଲିଛି। ନଭେମ୍ବର ଶେଷ ଶେଷ ସୁଦ୍ଧା ଯାନ ବାହାନ…
ରାଉରକେଲା ର ଦୂତୀୟ ବ୍ରାହ୍ମଣୀ ସେତୁରେ ଯାନ ବାହାନ ଚଳପ୍ରଚଳ କରିବା ପରେ ପୁରୁଣା ବ୍ରାହ୍ମଣୀ ସେତୁର ମରାମତି କାମ ଆରମ୍ଭ ହୋଇଛି। ଏଥିଲାଗି ପୁରୁଣା ବ୍ରାହ୍ମଣୀ ବ୍ରିଜ କୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ଆସନ୍ତା ନଭେମ୍ବର ମାସ ଶେଷ ସୁଧା ମରାମତି କାମ ସମ୍ପୂର୍ଣ୍ଣ ହୋଇ ବ୍ରିଜ ରେ ଯାନ!-->…
Read More...
Read More...
ରାଉରକେଲା : ସାଂସଦ , ଓ ଏସ ଡି ବିରସା ମୁଣ୍ଡା ଷ୍ଟାଡିଅମ ,ଏ ଡି ଏମ୍ ଙ୍କ , ଏୟାରପୋର୍ଟ, ଷ୍ଟାଡିଅମ କାର୍ଯ୍ୟର…
ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ହକି ବିଶ୍ୱକପ ଲାଗି ରାଉରକେଲା ରେ ଷ୍ଟାଡିଅମ ଏବଂ ଏୟାରପୋର୍ଟ ର କାମ ଦ୍ରୁତଗତିରେ ଚାଲିଛି। ବିପିୟୁଟି କ୍ୟାମ୍ପସ ନିର୍ମାଣ କରାଯାଉଥିବା ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମର କାମ ଖୁବଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି। ଷ୍ଟାଡିଅମ!-->…
Read More...
Read More...
ସୁନ୍ଦରଗଡ଼ : ବଡ଼ଭାଇ ର ଟାଙ୍ଗିଆ ଚୋଟରେ ସାନଭାଇ ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ।। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି। ଏକ ଅଭାବନୀୟ ଘଟଣାରେ ବଡଭାଇ ର ଟାଙ୍ଗିଆ ଚୋଟରେ ସନଭାଇ ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି।ଜିଲ୍ଲାର ହେମଗିର ଥାନା ଅନ୍ତର୍ଗତ କିରିପଶିରା ଗ୍ରାମରେ ବୁଧବାର ଅପରାହ୍ନରେ ଏହି!-->…
Read More...
Read More...
ହକି ବିଶ୍ୱକପ ଲାଗି ସଜେଇ ହେଉଛି ରାଉରକେଲା।। ରାସ୍ତା କଡ଼ କାନ୍ଥର ଶୋଭା ବଢ଼ାଉଛି ଓଡ଼ିଶାର ବିଭିନ୍ନ କଳାକୃତି…
ଆସନ୍ତା ଜାନୁୟାରୀ ମାସରେ ଭୁବନେଶ୍ୱର ସମେତ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ୱ କପ। ରାଉରକେଲାର ନବନିର୍ମିତ ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ହକି ବିଶ୍ୱ କପର କେତେକ ମ୍ୟାଚ ଖେଳାଯିବ। ବିଶ୍ୱକପ ଲାଗି ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ବାହାର ଦେଶର ଲୋକମାନେ ମଧ୍ୟ!-->…
Read More...
Read More...
ରାଉରକେଲା : ଅସୁରକ୍ଷିତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଛେଳିର ମୃତ୍ୟୁକୁ ନେଇ ନାଲା ରୋଡ଼ ଅଞ୍ଚଳରେ ଉତ୍ତେଜନା।।
ରାଉରକେଲା ନାଲା ରୋଡ ରେ ଥିବା ଏକ ଅସୁରକ୍ଷିତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଏକ ଛେଳି ର ମୃତ୍ୟୁ ହେବା ପରେ ଉକ୍ତ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଥିଲା। ଉକ୍ତ ଟ୍ରାନ୍ସଫର୍ମର ମାଟିରୁ ମାତ୍ର ଦୁଇ ଫୁଟ ଉଚ୍ଚତାରେ ଥିବା ବେଳେ ଘେରା ଯାଇଥିବା କାନ୍ଥ ଭାଙ୍ଗି ଯାଇଛି। ଫଳରେ!-->…
Read More...
Read More...
ରାଉରକେଲା : ବିଭିନ୍ନ ପେଣ୍ଡାଲ ଏବଂ ମନ୍ଦିରରେ ମା କାଳୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ।। କେତେକ ସ୍ଥାନରେ ଛାଗଲ ,…
ରାଉରକେଲା ରେ ସୋମବାର ମଧ୍ୟ ରାତ୍ରରେ ଶ୍ରୀ ଶ୍ରୀ ମହା କାଳୀପୂଜା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପେଣ୍ଡାଲ ତଥା ମନ୍ଦିରରେ ରୀତିନୀତି ଅନୁସାରେ ମା କାଳୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି । ଆଜି ସୂର୍ଯ୍ୟ ପରାଗ ଥିବାରୁ ସମସ୍ତ ମନ୍ଦିର ଏବଂ ପେଣ୍ଡାଲ ବନ୍ଦ ରହିଛି। ସହରରେ ୨୫ ରୁ!-->…
Read More...
Read More...