Browsing Category

ଓଡିଶା

ରାଉରକେଲା : ୧୯ ନମ୍ବର ସେକ୍ଟର ଥାନାରେ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ଉଦଘାଟିତ।। ପିଲାଙ୍କ ମନରୁ ପୋଲିସ ପ୍ରତି ଭୟ ଦୂର…

ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୁଏ। ବିଶେଷ କରି ପିଲା ମାନେ ବଦମାସି କଲେ ପୋଲିସ ନେଇ ଯିବ ବୋଲି କହି ଡରେଇ ଦିଆ ଯାଇଥାଏ। ଫଳରେ ପିଲା ବେଳୁ ସେମାନଙ୍କ ମନରେ ପୋଲିସ ପ୍ରତି ଏକ ଭୟ ସୃଷ୍ଟି ହୋଇଥାଏ। ପିଲାଙ୍କ ମନରୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା ଲାଗି
Read More...

ରାଉରକେଲା : ଉଦୟମାନ ସୂର୍ଯ୍ୟଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ ସହ ଛଟ ପୂଜା ସମାପନ।। ସୋମବାର ଭୋରୁ ନଦୀ କୂଳରେ…

ଚାରି ଦିନ ନିଷ୍ଠାର ସହ ପୂଜାର୍ଚ୍ଚନା ପରେ ସୋମବାର ଦିନ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପରେ ଛଟ ପର୍ବ ସମାପନ ହୋଇଛି। ବିହାର ପ୍ରଦେଶର ମହାପର୍ବ ଛଟ ପୂଜା ଲାଗି ଆଜି ଚଳଚଞ୍ଚଳ ହୋଇ ଉଠି ଥିଲା ଇସ୍ପାତ ନଗରୀ ରାଉରକେଲା। ଆଜି ଭୋରୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ ଏବଂ ଜଳାଶୟ ନିକଟରେ
Read More...

ରାଉରକେଲା : ଘରୋଇ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ରେ ହାଣି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ।। ଅଭିଯୁକ୍ତ ସ୍ୱାମୀ…

ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ ଦେଓଗାଁ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଘରୋଇ କଳହ କୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ର ଜୀବନ ଯାଇଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦେଓଗାଁ ବସ୍ତିରେ ଡିବୋ ଏବଂ
Read More...

ରାଉରକେଲା : ସି ଆର ପି ଏଫ ୧୯ ବାଟାଲିଅନ ର ବାଇକ ରାଲି।। ଜାତୀୟ ଏକତା ଦିବସ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ…

ଆସନ୍ତା ଅକ୍ଟୋବର ୩୧ ତାରିଖ କୁ ଦେଶରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ସ୍ୱାଧୀନ ସଂଗ୍ରାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗଦାନ ଉଲ୍ଲେଖନୀୟ। ୨୦୧୪ ମସିହାରେ ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ କେନ୍ଦ୍ର
Read More...

ରାଉରକେଲା ର ବିଭିନ୍ନ ନଦୀ ଘାଟ ଏବଂ ଜଳାଶୟ ନିକଟରେ ବ୍ରତଧାରୀ ମନେ ପାଳନ କଲେ ଛଟ ପର୍ବ।। ଅସ୍ତଗାମୀ ସୁର୍ଯ୍ୟଙ୍କୁ…

ବିହାର ପ୍ରଦେଶର ମହାପର୍ବ ଛଟ ପୂଜା ଲାଗି ଆଜି ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ନଗରୀ ରାଉରକେଲା। ବିହାର ବ୍ୟତୀତ ଝାରଖଣ୍ଡ , ଉତ୍ତରପ୍ରଦେଶ ର ଲୋକମାନେ ମଧ୍ୟ ଛଟ ପର୍ବର ତୃତୀୟ ଦିନରେ ସୂର୍ଯ୍ୟଦେଵଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରିଥିଲେ। ଛଟପର୍ବ ଲାଗି ରାଉରକେଲାର ନଦୀ ଏବଂ ବିଭିନ୍ନ ଜଳାଶୟରେ
Read More...

ବିରମିତ୍ରପୁରରେ ଛଟ ପର୍ବ ପାଳନ କଲେ ଶ୍ରଦ୍ଧାଳୁ।। ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ।

ଅସ୍ଥାର ପର୍ବ ଛଟ ପୂଜାର ଆଜି ତୃତୀୟ ଦିନ। ବିଭିନ୍ନ ନଦୀ ଏବଂ ଜଳାଶୟ ନିକଟରେ ଶ୍ରଦ୍ଧାଳୁ ମାନେ ରବିବାର ଦିନ ଅସ୍ତଗାମୀ ସୂର୍ଯ୍ୟ ଦେବଙ୍କୁ ପ୍ରଥମ ଅର୍ଘ୍ୟ ଦେଇଛନ୍ତି। ଆସନ୍ତା କାଲି ସକାଳେ ସୂର୍ଯ୍ୟ ଦେବଙ୍କୁ ଦୂତୀୟ ଅର୍ଘ୍ୟ ଅର୍ପଣ କରାଯିବ। ନିଜ ପରିବାରର ସୁଖ ଶାନ୍ତି କାମନା କରି
Read More...

ଅନ୍ତର୍ଜାତୀୟ କିକ ବକ୍ସିଙ୍ଗ ରେ ଭାଗ ନେବେ ବନ୍ଧମୁଣ୍ଡାର ବିବେକ ଲୋହାର।। ଅର୍ଥ ସାଜିଛି ବାଧକ।। ସମାଜ ସେବୀ କ୍ରୀଷ୍ଣା…

ବିବେକ ଲୋହାର। ୨୨ ବର୍ଷୀୟ ଏହି ଯୁବକ ରହନ୍ତି ରାଉରକେଲା ନିକଟ ବନ୍ଧମୁଣ୍ଡା ରେ। ବିବେକ ଏବେ ରାଉରକେଲା ଲାଗି ଗର୍ବ ଆଣି ଦେଇଛନ୍ତି। ଆସନ୍ତା ନଭେମ୍ବର ୨ ତାରିଖରୁ ୬ ତାରିଖ ମଧ୍ୟରେ ଦିଲ୍ଲୀରେ ହେବାକୁ ଥିବା ଅନ୍ତର୍ଜାତୀୟ କିକ ବକ୍ସିଙ୍ଗ ଚମ୍ପିୟନଶିପ ସେ ଭାଗ ନେବାକୁ ସିଲେକ୍ଟ ହୋଇଛନ୍ତି।
Read More...

ରାଉରକେଲା : ଜାତୀୟ ଏକତା ଦିବସ ପାଳନ ପୂର୍ବରୁ ସିଆରପିଏଫ ର ସାଇକେଲ ରାଲି।। ରାଲି ରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଯୋଗ…

ଆସନ୍ତା ଅକ୍ଟୋବର ୩୧ ତାରିଖ କୁ ଦେଶରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ସ୍ୱାଧୀନ ସଂଗ୍ରାମରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଯୋଗଦାନ ଉଲ୍ଲେଖନୀୟ। ୨୦୧୪ ମସିହାରେ ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ କେନ୍ଦ୍ର
Read More...

ରାଉରକେଲା : ବିହାର ପ୍ରଦେଶର ମହାପର୍ବ ଛଟ ପୂଜାର ଆଜି ଦୂତୀୟ ଦିନ।। ପୂଜା ସାମଗ୍ରୀ କିଣିବାକୁ ବଜ଼ାରରେ ପ୍ରବଳ ଭିଡ।

ବିହାର ପ୍ରଦେଶର ମହାପର୍ବ ଛଟ ପୂଜା ଲାଗି ଚଳଚଞ୍ଚଳ ହୋଇ ଉଠିଛି ଇସ୍ପାତ ନଗରୀ ରାଉରକେଲା। ବିହାର ବ୍ୟତୀତ ଝାରଖଣ୍ଡ , ଉତ୍ତରପ୍ରଦେଶ ର ଲୋକମାନେ ମଧ୍ୟ ଛଟ ପର୍ବ ମନାଇ ଥାନ୍ତି। ଛଟପର୍ବ ଲାଗି ରାଉରକେଲାର ନଦୀ ଏବଂ ବିଭିନ୍ନ ଜଳାଶୟରେ ସଫେଇ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
Read More...

ରାଉରକେଲା : ମା କାଳୀଙ୍କୁ ମେଲାଣି ଦେଲେ ସହରବାସୀ।। ବାଲୁଘାଟ କୁତ୍ରିମ ପୋଖରୀରେ ୩୦ ରୁ ଉର୍ଦ୍ଧ୍ବ ପ୍ରତିମା ବିସର୍ଜନ।

କେନ୍ଦ୍ରୀୟ ପୂଜା କମିଟି ଆନୁକୂଲ୍ୟରେ ରାଉରକେଲାରେ କାଳୀ ପୂଜା ମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାନପୋଷ ବାଲୁଘାଟ ସ୍ଥିତ ମେଳଣ ପଡ଼ିଆରେ ଶୁକ୍ରବାର ଦିନ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ରାଉରକେଲା
Read More...