Browsing Category

ଓଡିଶା

ରାଉରକେଲା : ୨୫ ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟତ୍ସବ ଉଦଘାଟିତ।। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି…

ରାଉରକେଲା ଭଞ୍ଜଭବନ ରେ ୨୫ ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ବହୁ ସାଂସ୍କୃତିକ ସଙ୍ଗଠନ ର କଳାକାର ମାନେ ଯୋଗ
Read More...

ରାଉରକେଲା : ଲାଠିକଟା ବ୍ଲକ ରେ ହାତୀ ଆକ୍ରମଣରେ ଚାଷୀର ମୃତ୍ୟୁକୁ ନେଇ ଉତ୍ତେଜନା।। ମୃତକଙ୍କ ପରିବାର ଙ୍କୁ ୪ ଲକ୍ଷ…

ରାଉରକେଲା ଲାଠିକଟା ବ୍ଲକ୍ ଅନ୍ତର୍ଗତ ଡେଲାକୁଦର ଗାଁ ନିକଟ ଚାଷ ଜମିରେ ହାତୀ ଆକ୍ରମଣରେ ଚାଷୀ ର ମୃତ୍ୟୁ କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ବନବିଭାଗ ର ଅଧିକାରୀ ମାନେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ମଙ୍ଗଳବାର
Read More...

ସୁନ୍ଦରଗଡ଼ : ବଡ଼ଗାଁ ଆଇଟିଆଇ ପରିସରରେ ମେଗା ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରର ଆୟୋଜନ।। ଆସନ୍ତା ନଭେମ୍ବର ୨ ତାରିଖ…

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଆଇ ଟି ଆଇ ପରିସରରେ ଜାଗୃତି କାର୍ଯ୍ୟକ୍ରମ ଜରିଆରେ ୫ ଦିନିଆ ମେଗା ସ୍ୱାସ୍ଥ୍ୟ ଶିବିର ଆରମ୍ଭ ହୋଇଛି। ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିର ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ବଡ଼ଗାଁ ଆଇଟିଆଇ ର ପ୍ରତିଷ୍ଠାତା ସଚିବ ରାମଚନ୍ଦ୍ର ନାଏକ ଏବଂ
Read More...

ରାଉରକେଲା : ଡି ଏ ଭି ପୋଖରୀର ନବ କଳେବର।। ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ।

ରିଙ୍ଗ ରୋଡ଼ ରେ ଗଲାବେଳେ ଆଖି ପଡ଼ିଯାଏ ଡି ଏ ଭି ପୋଖରୀ ଉପରେ। ରାଉରକେଲା ସହରର ରିଙ୍ଗ ରୋଡ଼ କଡରେ ଥିବା ଏହି ପୋଖରୀର ଏବେ ଚାଲିଛି ନବ କଳେବର। ପୂର୍ବରୁ ଏହି ପୋଖରୀ ଅପରିଷ୍କାର ଅବସ୍ଥାରେ ପଡିରହିଥିଲା। ପୋଖରୀ ସାରା ଦଳ ରେ ଭର୍ତ୍ତି ହୋଇଥିବା ବେଳେ ଗାଈ , ମଇଁଷି , ମଣିଷ ସମସ୍ତେ ଏଠାରେ
Read More...

ରାଉରକେଲା : ସିଆରପିଏଫ ଜବାନ ସୁମିତ ଜୋଜୋ ଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ବିରମିତ୍ରପୁରରେ ଅନ୍ତିମ ସଂସ୍କାର।।

ଆସାମ ର ଗୌରୀପୁର ନିକଟ ଧୁବ୍ରି ରେ କାର୍ଯ୍ୟରତ ଥିବା ସି ଆର ପି ଏଫ ଜବାନ ସୁମିତ ଜୋଜୋ ଙ୍କ ଅକାଳ ମୃତ୍ୟୁରେ ବିରମିତ୍ରପୁରରେ ଶୋକର ଛାୟା ଖେଳି ଯାଇଛି। ସୁମିତ ଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ର ପାତାଳକାଣ୍ଡ ରେ। ସେ ଆସାମ ସିଆରପିଏଫ ୪୮ ବାଟାଲିଅନ ରେ କାର୍ଯ୍ୟରତ ଥିବା ବେଳେ
Read More...

ସୁନ୍ଦରଗଡ଼ : ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକ କାର୍ଯ୍ୟାଳୟରେ ଯୁଗ୍ମ ଜନଶୁଣାଣି।। ୭ଟି ମାମଲାର ତୁରନ୍ତ…

ରାଉରକେଲା, ୩୧ ଅକ୍ଟୋବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ବିଶ୍ରା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ରାଉରକେଲା ଏସପି ମୁକେଶ କୁମାର ଭାମୁ ଉପସ୍ଥିତ ରହି
Read More...

ରାଉରକେଲା : ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଖୋଲିଲା ମିଶନ ଶକ୍ତି କାଫେ।। ଉଦଘାଟନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ।

ରାଉରକେଲା, ୩୧ ଅକ୍ଟୋବର ୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ସଦରମହକୁମାକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାଫେ ଖୋଲାଯାଉଛି। ଏହିକ୍ରମରେ ସୋମବାର ଦିନ ବିଶ୍ରା ବ୍ଲକ କାର୍ଯ୍ୟାଳୟ
Read More...

ବଣାଇ : ସ୍ୱାସ୍ଥ୍ୟ କାର୍ଡ କରାଇ ଦେବା ନାଁ ରେ ଠକେଇ।। ଜଣେ ଅଭିଯୁକ୍ତ ଗିରଫ।। ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ,…

ସ୍ୱାସ୍ଥ୍ୟ କାର୍ଡ ଦେବା ନାଁ ରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ରାକେଟ ର ପର୍ଦ୍ଦାଫସ କରିଚିଛ ବଣାଇ ପୋଲିସ। ଠକେଇ ଅଭିଯୋଗରେ ରାଉରକେଲାରୁ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ତିନିଜଣ ଙ୍କୁ ପୋଲିସ ଖୋଜୁଛି। ଏହି ଠକ ମାନେ ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀପଡ଼ା, ଟିକାଏତପାଲି ଓ ବଣାଇଁ
Read More...

ରାଉରକେଲା : ଜାତୀୟ ଏକତା ଦିବସ ପାଳନ କଲେ ସିଆରପିଏଫ ୧୯ ବଟାଲିଅନ।। ଆୟୋଜିତ ମାରାଥନ ରେ ଯୋଗଦେଲେ ସାଂସଦ , ଡ଼ିଆଇଜି ।

ଆଜି ଅକ୍ଟୋବର ୩୧ ତାରିଖ । ଆଜି ଦିନକୁ ସମଗ୍ର ଦେଶରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଇଛି। ରାଉରକେଲାରେ ମଧ୍ୟ ଆଜିସି ଆର ପି ଏଫ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଏହି ଦିନ ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ। ସ୍ୱାଧୀନ ସଂଗ୍ରାମରେ ସର୍ଦ୍ଦାର ବଲ୍ଲଭ
Read More...

ଲହୁଣୀପଡ଼ା : ଘରୋଇ କଳହ ର ଚରମ ପରିଣତି।। ଦାଦାଙ୍କୁ ବାଲ୍ଟି ରେ ପିଟିପିଟି ହତ୍ୟା କଲେ ଦୁଇ ପୁତୁରା।

ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଲହୁଣୀପଡ଼ା ଥାନାର ପୁରୁଣାପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁଇ ପୁତୁରା ପାରିବାରିକ କଳହକୁ କେନ୍ଦ୍ର କରି ନିଜ କାକାକୁ ଏକ ବାଲଟି ସାହାଯ୍ୟରେ ପିଟି ପିଟି ହତ୍ୟା କରିବା ଘଟଣା ଆଖପାଖରେ ଆଲୋଡନ ସୃଷ୍ଟି କରିଛି। ସୋମବାର ଦିନ
Read More...