Browsing Category

ଓଡିଶା

ରାଉରକେଲା : ‘ଭିନ୍ନକ୍ଷମ ନୁହନ୍ତି ଅକ୍ଷମ’।। ଏହି ବାର୍ତ୍ତା ଦିଆଗଲା ରାଉରକେଲାରେ।। ସହରରେ ବିଶ୍ୱ…

ରାଉରକେଲା : ୩/୧୨(ସତ୍ୟା ନ୍ୟୁଜ) ଏମାନେ ଅକ୍ଷମ ନୁହନ୍ତି ଭିନ୍ନ ଭାବରେ ସକ୍ଷମ। ଏହି ବାର୍ତ୍ତା ଦେବାକୁ ସାରା ବିଶ୍ୱରେ ଡିସେମ୍ବର ୩ ତାରିଖକୁ ଭିନ୍ନକ୍ଷମ ଦିବସ ଭବେ ପାଳନ କରାଯାଇଥାଏ। ବିଶ୍ୱ ଭିନ୍ନକ୍ଷମ ଦିବସ ପରିପ୍ରେକ୍ଷୀରେ ରାଉରକେଲା ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ
Read More...

ରାଉରକେଲା : ହକି ବିଶ୍ୱକପ ପ୍ରସ୍ତୁତି।। ସହରର ପ୍ରବେଶ ଦ୍ୱାର ହକି ଛକ ଏବଂ ପାନପୋଷ ଗାନ୍ଧିଛକର ନବୀକରଣ।

ରାଉରକେଲା : ୩/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଆଉ ମାତ୍ର ୪୦ ଦିନ ଥିବା ବେଳେ ରାଉରକେଲା ସହରର ସୌନ୍ଦର୍ଯ୍ୟକରଣ କାମ ଆଗେଇ ଚାଲିଛି। ସହରର ବିଭିନ୍ନ ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ ୮୦ ପ୍ରତିଶତ ସରି ଯାଇଛି। ଏବେ ଚାଲିଛି ସହରର ଦୁଇଟି ପ୍ରବେଶ ଦ୍ୱାର ହକି ଛକ ଏବଂ
Read More...

ରାଉରକେଲା : ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ।। ପ୍ରଦୂଷଣ ବୋର୍ଡ ଆଞ୍ଚଳିକ ଶାଖା ପକ୍ଷରୁ ପାଳିତ।

ରାଉରେକଲା : ୨/୧୨(ସତ୍ୟା ନ୍ୟୁଜ) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ(ର୍ଏସ୍‌ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ତଥା ସେନ୍‌ସିଟାେଇଜସନ୍ ୱାକର୍ସପ୍ ଅଣ୍ଡର ଏନ୍‌ସିଏପି ସଂପକିର୍ତ ଏକ କମର୍ଶାଳା ଆରଏସ୍‌ପିର ସିପିଟିଆଇ ହଲ୍‌ଠୋର ଆଜି ଅନୁଷ୍ଠିତ
Read More...

ରାଉରକେଲା : ପାୱାର ହାଉସ ରୋଡ଼ ପାର୍କିଙ୍ଗ ନିକଟ ରାସ୍ତାର ଅବସ୍ଥା ଶୋଚନୀୟ।। ଶୀଘ୍ର ମରାମତି ଲାଗି ବିଭାଗୀୟ…

ରାଉରକେଲା : ୨/୧୨(ସତ୍ୟା ନ୍ୟୁଜ)ଗୋଟିଏ ପକ୍ଷେ ହକି ବିଶ୍ୱକପ ଲାଗି ରାଉରକେଲା ଇସ୍ପାତ ସହରର ବିଭିନ୍ନ ରାସ୍ତାଘାଟର ସୌନ୍ଦର୍ଯ୍ୟକରଣ କାମ ଜୋରସୋରରେ ଚାଲିଥିବା ବେଳେ ଅନ୍ୟପକ୍ଷରେ କେତେକ ରାସ୍ତା ଚାଲିବା ଉପଯୋଗୀ ନାହିଁ। ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ମଧ୍ୟ ରାସ୍ତା ମରାମତି ହେଉନାହିଁ।
Read More...

ଭୁବନେଶ୍ୱର : ହକି ବିଶ୍ୱକପ ୨୦୨୩ ଟ୍ରଫି ଟୁର ଡିସେମ୍ବର ୫ ରୁ।। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ହକି ଇଣ୍ଡିଆ…

ଏଫ ଆଇ ଏଚ ହକି ପୁରୁଷ ବିଶ୍ୱକପ ୨୦୨୩ ଆରମ୍ଭ ହେବାକୁ ୪୫ ଦିନରୁ କମ ସମୟ ଥିବାବେଳେ ହକି ଇଣ୍ଡିଆ ଏକ ଟ୍ରଫି ଟୁର୍ ଘୋଷଣା କରିଛି। ଯେଉଁଥିରେ ବିଶ୍ୱକପ୍ ଟ୍ରଫି ଦେଶର ବିଭିନ୍ନ ସ୍ଥାନକୁ ନିଆଯିବ। ଏହି ହକି ବିଶ୍ୱକପ ଉଭୟ ଭୁବନେଶ୍ୱର ଏବଂ ରାଉରକେଲାରେ ହେଉଛି।ଡିସେମ୍ବର ୫ ତାରିଖରେ ଓଡ଼ିଶାର
Read More...

ରାଉରକେଲା : ସ୍ୱତନ୍ତ୍ର ଜିଲ୍ଲା ଦାବିରେ ୬ ଘଣ୍ଟିଆ ବଣାଇ ବନ୍ଦ।। ଦୋକାନ ବଜ଼ାର ବନ୍ଦ।। ଯାନବାହାନ ଚଳାଚଳ ପ୍ରଭାବିତ।

ରାଉରକେଲା : ୨/୧୨(ସତ୍ୟା ନ୍ୟୁଜ):ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ଦାବିରେ ଶୁକ୍ରବାର ଦିନ ବଣାଇ ବନ୍ଦ ଡାକରାର ପ୍ରଭାବ ବହୁଳ ଭାବେ ପଡିଛି। ବଣାଇ ସହର ସମେତ ସମଗ୍ର ଉପଖଣ୍ଡରେ ଦୋକାନ ବଜ଼ାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ୧୪୩ ଏବଂ ୨୧୫ ନମ୍ବର ଜାତୀୟ
Read More...

ଭୁବନେଶ୍ୱର : ଓଡ଼ିଆ ସିନେମା ଏବଂ ଟେଲିଭିଜନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ।। ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ।।…

ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗୁରୁବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର
Read More...

ରାଉରକେଲା: ରବିବାର ସହରରେ ହେବ ରାହାଗିରି କାର୍ଯ୍ୟକ୍ରମ।।
ଉତ୍ସବକୁ ସଫଳ କରିବାକୁ ଆରଏମ‌ସି କମିଶନରଙ୍କ ନିବେଦନ।

ରାଉରକେଲା:୧/୧୨(ସତ୍ୟା ନ୍ୟୁଜ) ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଆୟୋଜନର ଗୌରବ ଅର୍ଜନ କରିଛି ଇସ୍ପାତ ନଗରୀ । ରାଜଧାନୀ ଭୁବନେଶ୍ବର ସମେତ ରାଉରକେଲାରେ ଏହି କ୍ରୀଡ଼ା ମହାକୁମ୍ଭର ଆୟୋଜନ ହେବାକୁ ଥିବା ବେଳେ ଏହାକୁ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ସ୍ବାଗତ କରିବା ପାଇଁ କିଛି ନିଆରା
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ…

ସୁନ୍ଦରଗଡ଼:୧ /୧୨(ସତ୍ୟାନ୍ୟୁଜ): ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ସୁନ୍ଦରଗଡ଼ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ଉପସ୍ଥିତିରେ
Read More...

ସୁନ୍ଦରଗଡ : ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ।। ସମସ୍ତ ରାଜନୈତିକ ଦଳ ବୈଠକ ଅନୁଷ୍ଠିତ।

ସୁନ୍ଦରଗଡ଼ : ୧/୧୨(ସତ୍ୟା ନ୍ୟୁଜ) ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ ଏହି ବୈଠକରେ
Read More...