Browsing Category

ଓଡିଶା

ରାଉରକେଲା : ଝାରସୁଗୁଡା ଏୟାରପୋର୍ଟ ରେ ପହଁଚିଲେ ଭାରତୀୟ ହକି ଦଳ।। କିଛି ସମୟ ପରେ ପହଞ୍ଚିବେ ରାଉରକେଲାରେ।

ରାଉରକେଲା : ୨୭/୧୨(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଲାଗି ଘୋଷିତ ଭାରତୀୟ ହକି ଦଳ ଆଜି ଆସି ରାଉରକେଲାରେ ପହଞ୍ଚୁଛନ୍ତି। ସକାଳେ ଭୁବନେଶ୍ୱରରେ ପହଁଚିବା ପରେ ଭାରତୀୟ ଟିମଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜଧାନୀରେ କିଛି ସମୟ ରହିବାପରେ ଖେଳାଳୀ ମାନେ ବିମାନ ଯୋଗେ ଝାରସୁଗୁଡାରେ
Read More...

ରାଉରକେଲା : ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ସାଇକେଲ ଚଳାଇଲେ ବିଧାୟକ , କମିଶନର , ଡେ଼ପୁଟି କମିଶନର।।…

ରାଉରକେଲା : ୨୭/୧୨(ସତ୍ୟା ନ୍ୟୁଜ) ବିଧାୟକ , ମହନଗର ନିଗମ କମିଶନର , ଡେ଼ପୁଟି କମିଶନର ସମସ୍ତେ ଚଳାଇଲେ ସାଇକେଲ। ସେ ପୁଣି ସାଧାରଣ ସାଇକେଲ। କାରଣ ଏହି କାର୍ଯ୍ୟକ୍ରମରେ ରେସିଙ୍ଗ ସାଇକେଲ ଚଳାଇବାକୁ ବାରଣ କରାଯାଇଥିଲା।ଏ ପ୍ରକାର ଏକ ଦୃଶ୍ୟ ରାଉରକେଲାରେ ଦେଖିବାକୁ ମିଳିଥିଲା ମଙ୍ଗଳବାର
Read More...

ରାଉରକେଲା : ଆଜି ଆସି ପହଞ୍ଚିବେ ଭାରତୀୟ ହକି ଦଳ।। ଅଭ୍ୟାସ ମ୍ୟାଚରେ ଭାରତୀୟ ଟିମ ୧୧-୨ ଗୋଲ ରେ ବିଜୟୀ।

ରାଉରକେଲା : ୨୭/୧୨(ସତ୍ୟା ନ୍ୟୁଜ) ଆଜି ଭାରତୀୟ ହକି ଦଳ ଆସି ରାଉରକେଲାରେ ପହଞ୍ଚିବେ। ଝାରସୁଗୁଡ଼ା ଏୟାରପୋର୍ଟ ରେ ପହଁଚିବା ପରେ ଖେଳାଳି ଏବଂ ଟିମ ସଦସ୍ୟ ଙ୍କୁ ସ୍ୱାଗତ କରାଯାଇ ବସ ଯୋଗେ ରାଉରକେଲା ଅଣାଯିବ। ଭାରତୀୟ ହକି ଦଳ ବିପିୟୁଟି କ୍ୟାମ୍ପସ ରେ ରହିବାର ବ୍ୟବସ୍ଥା କରାଯାଇଛି
Read More...

ରାଉରକେଲା : ବଣେଇ ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ ରାସ୍ତା ଅବରୋଧ କଲେ।। ଉତ୍ୟକ୍ତ ଲୋକେ ବନ…

ରାଉରକେଲା : ୨୬/୧୨(ସତ୍ୟା ନ୍ୟୁଜ)ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇ ଶେଷରେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେଲେ। କେବଳ ରାସ୍ତା ଅବରୋଧ ନୁହେଁ ରେଞ୍ଜର ଏବଂ ଫରେଷ୍ଟରଙ୍କୁ ମଧ୍ୟ ଅଟକ ରଖିଲେ। ଏପରି ଘଟଣା ଘଟିଛି ବଣାଇ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜକେଇକଳା ଗ୍ରାମରେ। ବଣେଇ
Read More...

ରାଉରକେଲା : ସୁସ୍ୱାଦୁ ଏବଂ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ପ୍ରସ୍ତୁତି ଲାଗି ନୀଳାଚଳ ହୋଟେଲ ପୁରସ୍କୃତ।। ‘ଇଟ ରାଇଟ…

ରାଉରକେଲା : ୨୬/୧୨(ସତ୍ୟା ନ୍ୟୁଜ) ତିନି ଦିନ ଧରି ଚଳିଥିବା 'ଇଟ୍ ରାଇଟ ଷ୍ଟ୍ରୀଟ ଫୁଡ଼ ମେଳା' ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିବା ବେଳେ ସେଠାରେ ଲଗା ଯାଇଥିବା ଶ୍ରେଷ୍ଟ ଖାଦ୍ୟ ଷ୍ଟଲ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏକ ଆକର୍ଷକ
Read More...

ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ପ୍ରଦୂଷଣ ନିଅନ୍ତ୍ରଣ ବୋର୍ଡର କଡା ପଦକ୍ଷେପ।। ବନ୍ଦ ରହିବ ୨୨ଟି ସ୍ପଞ୍ଜ ଆଇରନ…

ରାଉରକେଲା: ୨୬/୧୨(ସତ୍ୟା ନ୍ୟୁଜ) ଆଉ ମାତ୍ର ୧୭ ଦିନ ପରେ ରାଉରକେଲାରେ ହେବାକୁ ଯାଉଛି ହକି ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌। ଆସନ୍ତାକାଲି ଭାରତୀୟ ହକି ଦଳ ରାଉରକେଲାରେ ଆସି ପହଞ୍ଚିବେ। ଏହି ବିଶ୍ୱକପରେ ୧୬ ଟି ଦେଶର ଖେଳାଳି ମାନଙ୍କ ଆସିବାର କାର୍ଯ୍ୟକ୍ରମ ଥିବାରୁ ପ୍ରଦୂଷଣ ନିୟନ୍ତ୍ରଣ
Read More...

ରାଉରକେଲା : କଂଗ୍ରେସ ନେତା ପ୍ରଶାନ୍ତ ସେଠୀଙ୍କ ଜଲଦା ଅଞ୍ଚଳ ପରିଦର୍ଶନ।। ବିଭିନ୍ନ ସମସ୍ୟାର ସମାଧାନ ଲାଗି…

ରଘୁନାଥପଲ୍ଲୀ କଂଗ୍ରେସ ନେତା ତଥା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠି "ଆସ ଆମେ ବସ୍ତି କୁ ଯିବା" କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ରବିବାର ଦିନ ପ୍ରଶାନ୍ତ ଜଲଦା 'ଏ' ବ୍ଲକ ଏବଂ ପୁରୁଣା ଜଲଦା ଅଞ୍ଚଳ ପରିଦର୍ଶନ କରି ଉକ୍ତ ଅଞ୍ଚଳ ର ସମସ୍ୟା ଉପରେ
Read More...

ରାଉରକେଲା : ବ୍ରାହ୍ମଣୀ କ୍ଲବରେ ବଡ଼ଦିନ ଏବଂ ମେରୀ ଖ୍ରୀଷ୍ଟମାସ ଉତ୍ସବ ପାଳିତ।। ସାନ୍ତାକ୍ଲସଙ୍କ ସହ ମସ୍ତି କଲେ ପିଲା…

ବଡ଼ଦିନ ଏବଂ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଲାଗି ବିଭିନ୍ନ ଚର୍ଚ୍ଚରେ ପ୍ରାର୍ଥନା ଆଦି ଚାଲିଥିବା ବେଳେ ଛୋଟ ପିଲା ମାନେ ସାନ୍ତାକ୍ଳସ ଙ୍କ ସାଙ୍ଗରେ ବଡ ଦିନ ଉତ୍ସବ ପାଳନ କରୁଛନ୍ତି। ସନ୍ତାକ୍ଲସ ପିଲାମାନଙ୍କ ପାଇଁ ଆଣିଥିବା ଚକଲେଟ , ମିଠାଇ ଆଦି ବାଣ୍ଟୁ ଥିବା ବେଳେ ପିଲାମାନେ ସନ୍ତାକ୍ଲସଙ୍କ
Read More...

ରାଉରକେଲା : ପ୍ରସାଦ ଜୁଏଲର୍ସର ‘ମେହଙ୍ଗାଇ ପର ହାଲ୍ଲାବୋଲ’ ଅଫର।। ହାଲମାର୍କ ସୁନା ଗହଣା ଗ୍ରାମ ପ୍ରତି…

ରାଉରକେଲା ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ଥିବା ପ୍ରସାଦ ଜୁଏଲର୍ସ ଚଳିତ ବର୍ଷର ସବୁଠାରୁ ଶସ୍ତା ସୁନା ଗହଣା ପ୍ରସ୍ତୁତି ଯୋଜନା ଆରମ୍ଭ କରିଛି। ଏହି ସ୍କିମ ଏକ ସୀମିତ ସମୟ ଲାଗି ଚାଲିବ। 'ଗ୍ରାଣ୍ଡ ସେଭିଂ ସେଲ' ନାମକ ଏହି ଅଫର ରେ ସୁନା ଗହଣା ତିଆରି ଉପରେ ଖୁବ ଶସ୍ତା ରେଟ
Read More...

ରାଉରକେଲା : ଯୀଶୁଙ୍କ ଜନ୍ମଦିନ ଏବଂ ବଡ଼ଦିନରେ ସହରରେ ଉଲ୍ଲାସ ର ମାହୋଲ।। ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟ ରେ ବଡ଼ଦିନ…

ରାଉରକେଲା : ୨୫/୧୨(ସତ୍ୟା ନ୍ୟୁଜ) ଆଜି ବଡଦିନ ଏବଂ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ଧୂମଧାମ ରେ ପାଳନ କରାଯାଉଛି। ଏଥିପାଇଁ ବିଭିନ୍ନ କ୍ଲବ , ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନ୍ଦର ସାଜସଜ୍ଜା କରାଯାଇଛି। ଦୋକାନ ବଜ଼ାରରେ ମଧ୍ୟ ଖ୍ରୀଷ୍ଟମାସର ଛାପ। ଶନିବାର ମଧ୍ୟରାତ୍ରରେ
Read More...