Browsing Category

ଓଡିଶା

ରାଉରକେଲା : ବିର୍ସ। ମୁଣ୍ଡା ଆଥଲେଟିକ ଷ୍ଟାଡିଅମର ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।। ସି ଏମ୍ ଙ୍କ ଗସ୍ତ ଲାଗି…

ରାଉରକେଲା : ୧୦/୩ (ସତ୍ୟାନ୍ୟୁଜ) ରାଉରକେଲା ରେ ନବ ନିର୍ମିତ ବିର୍ସ। ମୁଣ୍ଡା ଆଥଲେଟିକ ଷ୍ଟାଡିଅମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଶୁକ୍ରବାର ଦ୍ୱିପ୍ରହରୁ ଲୋକ ମାନେ ଷ୍ଟାଡିଅମରେ ଭିଡ଼ ଜମାଇଲେଣି।
Read More...

ରାଉରକେଲା : ନିଶାଗ୍ରସ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ।। ମା,ଭାଉଜଙ୍କ ବେକ କାଟି ଦେବା ପରେ ନିଜ ବେକ କାଟିଲେ।। ତିନିଜଣ…

ରାଉରକେଲା। ; ୧୦/୩ (ସତ୍ୟାନ୍ୟୁଜ) ଶୁକ୍ରବାର ଦିନ ବନ୍ଧମୁଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ନିଶାଶକ୍ତ ଯୁବକ ଛୁରୀରେ ନିଜ ମା ଏବଂ ଭାଉଜଙ୍କ ଗଳା କାଟି ଦେବା ପରେ ନିଜ ଗଳା ମଧ୍ୟ କାଟି ଦେଇଛି। ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଇ ସେକ୍ଟର ଅଞ୍ଚଳରେ।
Read More...

ରାଇରଙ୍ଗପୁର : ଗୋଶାଳା ଜମିକୁ ସରକାରୀ ଟିକେଟ ଭୁକ୍ତ କରାଗଲା।। ୬୫ ବର୍ଷ ପରେ ଜମି ସରକାରୀ କରଣ ହୋଇଥିବାରୁ ଲୋକମାନେ…

ରାଇରଙ୍ଗପୁର : ୧୦/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ଗୋଶାଳା ତଥା ଗୌ ମନ୍ଦିର ଅଳାଁଡୁବାରେ ୧୯୫୮ରେ ସଳ୍ପସଂଖ୍ୟକ ଗାଈମାନଙ୍କଦ୍ବାରା ୫ଏକର ଜାଗାରେ ଆରମ୍ଭ ହୋଇଥିଲା |ସେତେବେଳେ ଏହା ସୋସାଇଟି ଆକ୍ଟ ରେ ଟ୍ରଷ୍ଟ ଦ୍ବାରା କାର୍ଯ୍ୟ ଚାଲୁଥିଲା।ଏବେ ଏହାର କଳେବର ବୃଦ୍ଧି
Read More...

ରାଉରକେଲା : ହକି ପ୍ରୋ ଲିଗ୍ ମ୍ୟାଚ ଲାଗି ଚଳ ଚଞ୍ଚଳ ବିର୍ସ। ମୁଣ୍ଡା ଷ୍ଟାଡିଅମ।। ଆସନ୍ତାକାଲି ଆସୁଛନ୍ତି…

ରାଉରକେଲା : ୯/୩ (ସତ୍ୟାନ୍ୟୁଜ) ହକି ବିଶ୍ୱକପ ପରେ ଜନଶୂନ୍ୟ ହୋଇ ପଡ଼ିଥିବା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ଏବେ ପୁଣି ଚଳ ଚଞ୍ଚଳ ହୋଇ ଉଠିଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛିଏଫ୍ ଆଇ ଏଚ ହକି ପ୍ରୋ ଲିଗ୍। ଏହି ପ୍ରୋ ଲିଗ୍ ରେ ଭାରତ , ଜର୍ମାନୀ , ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ହେବାକୁ
Read More...

ରାଇରଙ୍ଗପୁର : ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିମ୍ନମାନ କାମ ସହ ଦୁର୍ନୀତି ଅଭିଯୋଗ।। ସଡକ ନିର୍ମାଣ କମ ବନ୍ଦ…

ରାଇରଙ୍ଗପୁର : ୯/୩ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍, ମଧୁପୁର ଗ୍ରାମଠାରେ ନିମ୍ନ ମାନର କଂକ୍ରିଟ ରୋଡ଼ କାମକୁ ନେଇ ଜନ ଅସନ୍ତୋଷ ଦେଖା ।ଦେଇଛି। ରାଇରଙ୍ଗପୁର ଗ୍ରାମ୍ୟ ନିର୍ମିାଣ ବିଭାଜନଙ୍କ ଦ୍ଵାରା ନିର୍ମିତ କଂକ୍ରିଟ ଢଳେଇ ପଡିବାର ୨୪ଘଣ୍ଟା ନପୁରୁଣୁ ବିଭିନ୍ନ ସ୍ଥାନରେ
Read More...

ସୁନ୍ଦରଗଡ : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ।। ମହିଳା ମାନେ ସ୍ୱାବଲମ୍ବୀ ହେଲେ ପରିବାରର ଉନ୍ନତି…

ସୁନ୍ଦରଗଡ଼ : ୮/୩(ସତ୍ୟାନ୍ୟୁଜ) ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯକ୍ରମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇ ଥିଲେ ଏବଂ
Read More...

ରାଇରଙ୍ଗପୁର : ପାଇପ ଲାଇନ ଫାଟି ରାସ୍ତାରେ ପାଣି ବହି ଚାଲିଛି।। ପାନୀୟ ଜଳ ପାଇବା ଲାଗି ଲୋକଙ୍କ ଅସୁବିଧା।। ଶୀଘ୍ର…

ରାଇରଙ୍ଗପୁର : ୭/୩ (ସତ୍ୟାନ୍ୟୁଜ) ଖରାଦିନରେ ଲୋକମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାରେ ପାଣି ଭାସୁଛି। ଏପେରି ଦୃଶ୍ୟ ଦେଖିବାକୁ ମିଳୁଛି ରାଇରଙ୍ଗପୁର ୧୪ ନମ୍ବର ୱାର୍ଡରେ। ରାଇରଙ୍ଗପୁର ପୌରପାଳିକା ଅଞ୍ଚଳର ଇଚିଣ୍ଡା ରାସ୍ତାରେ ପିଏଚଡି
Read More...

ରାଉରକେଲା : ଅଦାନୀ ଗ୍ରୁପ ର ଆର୍ଥିକ ଜାଲିଆତି ଅଭିଯୋଗ କରି କଂଗ୍ରେସର ବିଭିନ୍ନ ବ୍ୟାଙ୍କ , ଏଲ୍ଆଇସି ସମ୍ମୁଖରେ…

ରାଉରକେଲା : ୭/୩ (ସତ୍ୟାନ୍ୟୁଜ) ଆଦାନୀ ଗ୍ରୁପର ଅର୍ଥ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମାର ବିରୋଧ କରି ଆଜି ରାଉରକେଲାର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଦାନୀ ଗ୍ରୁପ ବାବଦରେ ହିଂଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ
Read More...

ରାଇରଙ୍ଗପୁର : ବିଶ୍ୱଶାନ୍ତି ମହାଯଜ୍ଞରେ ଶ୍ରଦ୍ଧାଳୁଙ୍କ ଭିଡ଼।। ଆଜି ପୂର୍ଣ୍ଣାହୁତି।

ରାଇରଙ୍ଗପୁର : ୭/୩ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର କୁଚେଇବୁଢୀ ଶ୍ରୀ ପୂଣ୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବିଶ୍ବଶାନ୍ତି ବିଷ୍ଣୁ ମହାଯଜ୍ଞ ଆରମ୍ଭ ହୋଇଛି। ଗତ ୪ ତାରିଖ ଅଧିବାସ ପୂଜା ଆରମ୍ଭ ହୋଇ ଆଜି ୭ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତି ହେବ। ୫ ତାରିଖରେ ଜଳ କଳସଯାତ୍ରା ସହ
Read More...

ରାଇରଙ୍ଗପୁର : ପଞ୍ଚାୟତ ମନ୍ଦିର କମିଟି ପକ୍ଷରୁ ହୋଲିକା ଦହନ କାର୍ଯ୍ୟକ୍ରମ।। ଡେଲି ମାର୍କେଟ ଠାରେ ଅୟୋଜିତ ।

ରାଇରଙ୍ଗପୁର : ୬/୩(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ହୋଲି ସମସ୍ତଙ୍କ ପାଇଁ ଖୁସିର ଲହର ଆଣିଥାଏ। ହୋଲି ପର୍ବର ଦିନକ ପୂର୍ବରୁ ହୋଲିକା ଦହନ କାର୍ଯ୍ୟକ୍ରମ ହୋଇଥାଏ। ଏହି ଦିନରେ ପୁଣ୍ୟକଲେ ବର୍ଷକ ସାରା ଘରେ ଧନର ଅଭାବ ରହେନାହଁ ବୋଲି ବିଶ୍ୱାସ।ହିନ୍ଦୁଧର୍ମରେ ଏହିପର୍ବର ସ୍ବାତନ୍ତ୍ରତା
Read More...