Browsing Category
ଓଡିଶା
ରାଉରକେଲା/ଝାରସୁଗୁଡା : ସହର ମଧ୍ୟରେ ପଶିଲେ ହାତୀ ପଲ୍ଲ।। ସହରବାସୀ ଆତଙ୍କିତ।। ବନ ବିଭାଗ ନଜର ରଖୁଛି ହାତୀଙ୍କ…
ରାଉରକେଲା : ୨୬/୩ (ସତ୍ୟାନ୍ୟୁଜ) ଏବେ ହାତୀ ସହର ମୁହାଁ। କିଛିଦିନ ତଳେ କେତୋଟି ହାତୀ ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ ଉପରକୁ ଆସି ବୁଲୁଥିଲେ। ପୂର୍ବରୁ ରାଉରକେଲା ସହରରେ ମଧ୍ୟ ହାତୀ ପଲ୍ଲ ପଶି ୧୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିର୍ସ। ମଇଦାନରେ ରହିଥିଲେ। ଏବେ ଶନିବାର ବିଳମ୍ବିତ ରାତିରେ!-->…
Read More...
Read More...
ରାଉରକେଲା : ରାମନବମୀ ଉତ୍ସବ ପାଳନ ଲାଗି ପ୍ରସ୍ତୁତି ବୈଠକ।। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୫ ପ୍ଲାଟୁନ ପୋଲିସ ମୁତୟନ…
ରାଉରକେଲା : ୨୫/୩(ସତ୍ୟାନ୍ୟୁଜ) ରାମନବମୀ ଉତ୍ସବ ପାଳନ ଲାଗି ରାଉରକେଲା ରେ ବିଭିନ୍ନ ଆଖଡା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାସହ ଶାନ୍ତି ଶୃଙ୍ଖଳା ସହ ରାମନବମୀ ପାଳନ ଲାଗି।ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରୟାସ ଜାରି ରହିଛି। ଏ ବାବଦରେ ଶନିବାର ଦିନ ରାଉରକେଲା ଏସ୍ ପି ଙ୍କ!-->…
Read More...
Read More...
ରାଉରକେଲା : ଅଗ୍ରସେନ ଭବନରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର କଲା ପୋଲିସ।। ୫ ଗିରଫ। ୪ ଲକ୍ଷ ଟଙ୍କା ମୂଲ୍ୟର ଚୋରି…
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ରାଉରକେଲା ରଘୁନାଥପାଲି ଥାନା ପୋଲିସ ୫ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିଛନ୍ତି। ଗିରଫ ଚୋର ମାନଙ୍କ ଠାରୁ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସୁନାଗହଣା , ମୋବାଇଲ ଫୋନ , ସ୍ମାର୍ଟ ୱାଚ ଜବତ କରିଛନ୍ତି। ଏହି ଚୋର ମାନେ ୧୨ ମାର୍ଚ୍ଚ ରାତିରେ!-->…
Read More...
Read More...
ରାଉରକେଲା : କାର- ସ୍କୁଟି ଧକ୍କାରେ ଜଣେ ମୃତ , ଜଣେ ଗୁରୁତର।। ଗୁରୁତର ଆହତ ଜେପି ହସପିଟାଲରେ ଭର୍ତ୍ତି। ପୋଲିସ ତଦନ୍ତ…
ରାଉରକେଲା : ୨୫/୩ (ସତ୍ୟାନ୍ୟୁଜ) ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ରାଉରକେଲା ମୁନିସିପଲ କଲେଜ ନିକଟ ରିଙ୍ଗ ରୋଡ଼ରେ। ମିଳିଥିବା ସୂଚନା ଅନୁଯାୟୀ ଏକ କାର ସହ ସ୍କୁଟି ଧକ୍କା!-->…
Read More...
Read More...
ସୁନ୍ଦରଗଡ଼ : ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ରୋଷେଇ ପ୍ରତିଯୋଗୀତା ଅନୁଷ୍ଠିତ।
ସୁନ୍ଦରଗଡ଼ : ୨୪/୩(ସତ୍ୟାନ୍ୟୁଜ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୃଷ୍ଟି ପୁନର୍ବାସ କେନ୍ଦ୍ର ଠାରେ ଆଜି ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଉପଲକ୍ଷେ ଏକ ମିଲେଟ ଉତ୍ପାଦ ର ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଜନସାଧାରଣ ମଧ୍ୟରେ ମିଲେଟ ଉତ୍ପାଦ ଗୁଡ଼ିକର ପୌଷ୍ଟିକ!-->…
Read More...
Read More...
ମୟୁରଭଞ୍ଜ : ଆସିଥିଲେ ଝିଅ ଦେଖିବାକୁ।। ନଦୀରେ ପଡି ଯୁବକଙ୍କ ଜୀବନ ଗଲା। ଜସିପୁରର ଘଟଣା।
ମୟୁରଭଞ୍ଜ : ୨୪/୩ (ସତ୍ୟାନ୍ୟୁଜ) ଆସିଥିଲେ ଝିଅ ଦେଖିବାକୁ। କିନ୍ତୁ ପାଣିରେ ବୁଡି ଚାଲିଗଲା ଜୀବନ। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟରେ। ଏଠାରେ ଥିବା ଖଇରୀ-ଭଣ୍ଡନ ନଦୀରେ ବୁଡି ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନା!-->…
Read More...
Read More...
ରାଉରକେଲା : ସିନେ କାର୍ଣ୍ଣିଭଲ ପକ୍ଷରୁ ଆସିକା ରେ ଖୋଲିଲା ଆଉ ଏକ ମଲ୍ଟିପ୍ଲେକ୍ସ।। ସୂଚନା ଦେଲେ ମଲ୍ଟିପ୍ଲେକ୍ସ…
ରାଉରକେଲା/ଆସିକା : ୨୪/୩ (ସତ୍ୟାନ୍ୟୁଜ) ରାଉରକେଲା ପରେ ଆସିକା ଠାରେ ସିନେ କାର୍ଣ୍ଣିଭାଲ ପକ୍ଷରୁ ଆଉ ଏକ ମଲ୍ଟିପ୍ଲେକ୍ସ ଖୋଲାଯାଇଛି। ସେଠାରେ ବନ୍ଦ ପଡିଥିବା ଅଶୋକା ସିନେମା ହଲ କୁ ଅଧୁନିକରଣ କରାଯାଇ ଏକ ନୂତନ ମଲ୍ଟିପ୍ଲେକ୍ସର ରୂପ ଦିଆଯାଇଛି। ୨୦୦ ସିଟ୍ ବିଶିଷ୍ଟ ଏହି ସିନେ!-->…
Read More...
Read More...
ରାଇରଙ୍ଗପୁର : ସାନ୍ତାଳୀ ମଡେଲ ସ୍କୁଲର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। ସ୍କୁଲ ଚାରିପଟେ ପାଚେରୀ ନିର୍ମାଣ ଦାବି।
ରାଇରଙ୍ଗପୁର : ୨୪/୩ (ସତ୍ୟାନ୍ୟୁଜ) ବଳରାମପୁର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ମଡେଲ ସ୍କୁଲରେ ୧୧ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ୟାମଚରଣ ସୋରେନ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
Read More...
Read More...
ରାଉରକେଲା : ପ୍ରକୃତିର ପର୍ବ ସରହୁଲ ମହୋତ୍ସବ ଅନୁଷ୍ଠିତ।। ଝାରଖଣ୍ଡ , ଛତିଶଗଡ଼ , ପଶ୍ଚିମବଙ୍ଗରୁ ଆସି ଶ୍ରଦ୍ଧାଳୁ…
ରାଉରକେଲା : ୨୪/୧ (ସତ୍ୟାନ୍ୟୁଜ) ସରହୁଲ ପୂଜା ମହୋତ୍ସବ ପରିପ୍ରେକ୍ଷୀରେ ଆଦିବାସୀ ସମାଜ ପକ୍ଷରୁ ରାଉରକେଲାରେ ଏକ ଭବ୍ୟ ଶୋଭଯାତ୍ରାର ଅୟୋଜନ କରାଯାଇଥିଲା। ସହରର ମୁଖ୍ୟମାର୍ଗ ଦେଇ ଏହି ଶୋଭାଯାତ୍ର ଉଦିତନଗର ସ୍ଥିତ ସରନା ପୂଜାସ୍ଥଳରେ ପହଁଚିବା ପରେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ!-->…
Read More...
Read More...
ରାଉରକେଲା : ସହରରେ ୧୬ ଦିନ ଧରି ଚାଲିଥିବା ଗଣଗୌର ପୂଜା ସମାପନ।। ନବ ବିବାହିତ ମହିଳା ମାନେ କ୍ଷୀରି , ପୁରୀ , ଚୁର୍ମା…
ରାଉରକେଲା : ୨୪/୩ (ସତ୍ୟାନ୍ୟୁଜ) ରାଉରକେଲା ସହରରେ ରାଜସ୍ଥାନ ମହିଳାଙ୍କ ଦ୍ଵାରା ୧୬ ଦିନ ଧରି ଚାଲିଥିବା ଗଣଗୌର ପୂଜା ଆଜି ସମାପନ ହୋଇଛି। ନବ ବିବାହିତା ମହିଳାମାନେ ଏହି ପୂଜାର୍ଚ୍ଚନା କରିଥାନ୍ତି। ବିଶେଷ କରି ପ୍ରାଚୀନ କାଳରେ, ଏହି ପୂଜା ମାତା ପାର୍ବତୀ ଶିବଙ୍କୁ ପାଇବା ପାଇଁ!-->…
Read More...
Read More...