Browsing Category
ଓଡିଶା
ରାଉରକେଲା : ଭୁବନେଶ୍ୱର ଯାଉଥିବା ବେଳେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ।। କାମାକ୍ଷାନଗର…
ରାଉରକେଲା : ୩୧/୩ (ସତ୍ୟାନ୍ୟୁଜ) ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଭୁବନେଶ୍ୱର ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ କାରଟି କ୍ଷତିଗ୍ରସ୍ତ ହୋଇ ଥିଲାବେଳେ ସାରଦା କିମ୍ବା ତାଙ୍କ ସହଯୋଗୀଙ୍କ କୌଣସି କ୍ଷତି ହୋଇନାହି। ଶୁକ୍ରବାର ଦିନ ଏହି ଦୁର୍ଘଟଣା!-->…
Read More...
Read More...
ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ସହରରରେ ଚାଲିଛି ରାମ ନବମୀ ଶୋଭାଯାତ୍ରା।। ୧୨ ଟି ଆଖଡା କମିଟି ଶୋଭାଯାତ୍ରାରେ…
ରାଉରକେଲା : ୩୧/୩ ( ସତ୍ୟାନ୍ୟୁଜ) ପବିତ୍ର ରାମନବମୀ ଉପଲକ୍ଷେ ଶୁକ୍ରବାର ଦିନ ରାଉରକେଲାରେ ଏକ ଭବ୍ୟ ଶୋଭାଯାତ୍ରା ର ଅୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ୧୨ ଟି ଅଖଡା କମିଟି ଭାଗ ନେଇଥିଲେ। ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ ନଡ଼ିଆ ଭାଙ୍ଗି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।!-->…
Read More...
Read More...
ରାଉରକେଲା : ସହରର କିନ୍ନର ମାନେ ମାନଇଲେ ‘ଅନ୍ତର୍ଜାତିକ କିନ୍ନର ଦୃଶ୍ୟମାନତା ଦିବସ’।। କିନ୍ନର…
ରାଉରକେଲା : ୩୧/୩ (ସତ୍ୟାନ୍ୟୁଜ) ସାରା ବିଶ୍ୱରେ କିନ୍ନର ମାନେ ନାନା ସାମାଜିକ ଭେଦ ଭାବର ଶିକାର ହୋଇ ଆସୁଛନ୍ତି। କାର୍ଯ୍ୟସ୍ଥଳ ହେଉ , ଶିକ୍ଷାନୁଷ୍ଠାନ ଅଥବା ନିଜ ପରିବାର ହେଉ ସେମାନଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ସମାଜରେ ଭିନ୍ନ ହୋଇ ଜନ୍ମ ହେବାର ଅଭିଶାପ ଭାବେ!-->…
Read More...
Read More...
ରାଉରକେଲା : ବାଇକ କୁ ପଛରୁ ଧକ୍କା ଦେଲା ସ୍କୁଲ ବସ।। ବିପିୟୁଟି ର ସୁରକ୍ଷା ଗାର୍ଡ ମୃତ।
ରାଉରକେଲା : ୩୧/୩ (ସତ୍ୟାନ୍ୟୁଜ) ପ୍ରତିଦିନ ପରି ଶୁକ୍ରବାର ଦିନ ବାଇକ ଚଲେଇ ଯାଉଥିଲେ ଡ୍ୟୁଟି କରିବାକୁ। ମାତ୍ର ପଛପଟୁ ଏକ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ବସ ବାଇକ କୁ ଧକ୍କା ଦେବାରୁ ସେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କଲେ। ତାଙ୍କ ନାଁ ବୈକୁଣ୍ଠ ବାରିକ। ସେ ବିପିୟୁଟି ରେ ସୁରକ୍ଷା ଗାର୍ଡ!-->…
Read More...
Read More...
ମଧ୍ୟପ୍ରଦେଶ: ମହାଦେବ ମନ୍ଦିରରେ ଛାତ ଭୁଶୁଡି କୂଅରେ ପଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି।। ଉଦ୍ଧାର କାର୍ଯ୍ୟ…
ମଧ୍ୟପ୍ରଦେଶ : ୩୧/୩ (ସତ୍ୟାନ୍ୟୁଜ) ରାମନବମୀରେ ଇନ୍ଦୋର ବେଲେଶ୍ୱର ମହାଦେବଙ୍କ ମନ୍ଦିରର କୂଅ ଛାତ ଭୁଶିଡି ପଡିବା ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୫ ରେ ପହଁଚିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ କିଛି ଲୋକ କୂଅ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି।ମନ୍ଦିର ପରିସରରେ!-->…
Read More...
Read More...
ସମ୍ବଲପୁର : କେନାଲ ରେ ଗାଡି ଖସି ପଡିବାରୁ ୬ ମୃତ।। ୩ ଗୁରୁତର ।
ସମ୍ବଲପୁର : ୩୧/୩ (ସତ୍ୟାନ୍ୟୁଜ) ବାହାଘର ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଶୁକ୍ରବାର ଭୋରୁ ଏକ କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୬ ଜଣଙ୍କ ଜୀବନ ଅକାଳରେ ଚାଲି ଯାଇଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣା ଶୁକ୍ରବାର!-->…
Read More...
Read More...
ରାଇରଙ୍ଗପୁର : ଏସ୍ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ।
ରାଇରଙ୍ଗପୁର : ୩୦/୩ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର ପୁରୁଣାପାଣି ସ୍ଥିତ ଏସ୍ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ!-->…
Read More...
Read More...
ରାଉରକେଲା : ରାମନବମୀ ଉପଲକ୍ଷେ ସହରର ବିଭିନ୍ନ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।। ହନୁମାନ ବାଟିକା ଶ୍ରୀରାମ ଏବଂ…
ରାଉରକେଲା : ୩୦/୩ (ସତ୍ୟାନ୍ୟୁଜ) ରାଜ୍ୟର ବିଭିନ୍ନ ସହର ସହ ଗ୍ରାମାଞ୍ଚଳରେ ମଧ୍ୟ ରାମନବମୀ ପର୍ବ ଉତ୍ସାହର ସହ ପାଳନ କରାଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନରେ ରାଉରକେଲା , ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ରାମ ମନ୍ଦିରରେ ଗୁରୁବାର ସକାଳୁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ଦେଖା!-->…
Read More...
Read More...
ରାଉରକେଲା : ଆସନ୍ତାକାଲି ରାମନବମୀ ପାଳନ ନେଇ ସହର ଚଳ ଚଞ୍ଚଳ।। ପୋଲିସ ପ୍ରଶାସନ ସହ ଆଖଡା କମିଟିର ବୈଠକ।
ରାଉରକେଲା : ୨୯/୩ (ସତ୍ୟାନ୍ୟୁଜ) ଆସନ୍ତାକାଲି ରାମ ନବମୀ। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନକୁ ରାମ ନବମୀରେ ସାରା ଦେଶରେ ଧୁମଧାମରେ ପାଳନ କରାଯାଇଥାଏ। ରାଉରକେଲା ଇସ୍ପାତ ସହରରେ ମଧ୍ୟ ବିଭିନ୍ନ ଦେବାଳୟ ଏବଂ ରାମନବମୀ ଆଖଡା କମିଟି ପକ୍ଷରୁ ଏହି ଉତ୍ସବକୁ ଜାକଜମକରେ ପାଳନ କରା ଯାଇଥାଏ।!-->…
Read More...
Read More...
ରାଉରକେଲା : କୋଇଡା ମହିଳା ବିଡ଼ିଓଙ୍କୁ ତାଙ୍କ ବାପା ଏବଂ ଭାଇ ମାଡ ମାରିଥିବା ଅଭିଯୋଗ। ହସପିଟାଲରେ ଭର୍ତ୍ତି ।
ରାଉରକେଲା : ୨୯/୩ (ସତ୍ୟାନ୍ୟୁଜ) ବିବାଦ କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ୍ ଙ୍କ ପିଛା ଛାଡ଼ୁନି। ବିଭିନ୍ନ ପ୍ରସଙ୍ଗକୁ ନେଇ ସବୁବେଳେ ବିବାଦ ଘେରରେ ଥିବା କୋଇଡ଼ା ବିଡ଼ିଓ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କ ବାପା ଏବଂ ଭାଇ ତାଙ୍କୁ ମାଡ ମାରିଥିବା କୋଇଡା ଥାନାରେ ଅଭିଯୋଗ!-->…
Read More...
Read More...