Browsing Category

ଓଡିଶା

ସୁନ୍ଦରଗଡ଼ : ମୋଟର ଯାନ ଯାଞ୍ଚ ବେଳେ ଟ୍ରାନ୍ସପୋର୍ଟ ଇନିସ୍ପେକ୍ଟରଙ୍କ ଡ୍ରାଇଭର ଉପରେ ଚଢ଼ିଗଲା ଏକ ବୋଲେରୋ।। ଗୁରୁତର…

ସୁନ୍ଦରଗଡ଼ : ୧୯/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଡ଼କ ପରିବହନ ବିଭାଗର ଯାଞ୍ଚ ଚାଲିଥିବା ବେଳେ ଟ୍ରାନ୍ସପୋର୍ଟ ଇନ୍ସପେକ୍ଟରଙ୍କ ଗାଡ଼ି ଡ୍ରାଇଭର ଉପରେ ଚଢି ଗଲା ବୋଲେରୋ । ଏହି ଦୁର୍ଘଟଣାରେ ଡ୍ରାଇଭର ଦୀପକ ଟପ୍ପୋ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମୁଖ୍ୟ
Read More...

ସୁନ୍ଦରଗଡ଼ : ମହିଳା ପୋଷ୍ଟମାଷ୍ଟର ହତ୍ୟାକାଣ୍ଡର ପର୍ଦ୍ଦାଫାସ।। ପ୍ରେମିକ ନୟନ ସେଠ ଯୋଜନା କରି ହତ୍ୟା କରିଥିବା…

ସୁନ୍ଦରଗଡ : ୧୯/୭ (ସତ୍ୟାନ୍ୟୁଜ) ମହିଳା ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ପ୍ରମିକ ନୟନ ସେଠ କୁ ଗିରଫ କରିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ପୋଲିସ। ସ୍ନିଗ୍ଧାଙ୍କ ପ୍ରେମିକ
Read More...

ବିରମିତ୍ରପୁର : ହାତୀ ଆକ୍ରମଣରେ ନୂଆଗାଁ ବ୍ଳକର ଜଣେ ମହିଳା ମୃତ।। ହାତୀ କବଳରୁ ବର୍ତ୍ତିବା ବାବଦରେ ଲୋକଙ୍କୁ ସଚେତନ…

ବିରମିତ୍ରପୁର : ୧୮/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ହାତୀ ନେଲା ଆଉ ଏକ ଜୀବନ। ମଙ୍ଗଳବାର ପାହାନ୍ତାରେ ଜଣେ ମହିଳା ଶୌଚ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରଛନ୍ତି। ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର
Read More...

ରାଉରକେଲା : ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣରେ ନିମ୍ନମାନର କାମ ସହ ବ୍ୟାପକ ଦୁର୍ନୀତି ଅଭିଯୋଗ।। ଉଚ୍ଚସ୍ତରୀୟ…

ରାଉରକେଲା : ୧୮/୭ (ସତ୍ୟାନ୍ୟୁଜ) ରାଉରକେଲା ଵିର୍ସ। ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ସହ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ଏହି ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ମଙ୍ଗଳବାର ଦିନ କଂଗ୍ରେସ ଦଳ ପକ୍ଷରୁ ଷ୍ଟାଡିଅମ
Read More...

ସୁନ୍ଦରଗଡ଼ : ନିଖୋଜ ମହିଳା ପୋଷ୍ଟମାଷ୍ଟରଙ୍କ ମୃତ ଶରୀର ଉଦ୍ଧାର।। ଛୁରୀ ଭୂଷି ହତ୍ୟା କରାଯାଇଥିବା ସନ୍ଦେହ।। ପୋଲିସ…

ସୁନ୍ଦରଗଡ଼ : ୧୮/୭ (ସତ୍ୟାନ୍ୟୁଜ) ଦୁଇଦିନ ହେଲା ନିଖୋଜ ଥିବା ମହିଳା ପୋଷ୍ଟମାଷ୍ଟରଙ୍କ ମୃତ ଶରୀର ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ତାଙ୍କୁ କେହି ଦ୍ରୁବୃତ୍ତ ଛୁରୀ ଭୂଷି ହତ୍ୟା କରିଥିବା ଜଣାପଡୁଛି। ମହିଳା ପୋଷ୍ଟମାଷ୍ଟର ଙ୍କ ପିଠିରେ ଏକ ଛୁରୀ ଲାଗି ରହିଛି। ପୋଲିସ ସାଇଣ୍ଟିଫିକ
Read More...

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭୁଶୁଡ଼ିଲା ବ୍ରିଜ।। ଭୁବନେଶ୍ୱର , କଟକକୁ…

ଯାଜପୁର : ୧୮/୭ (ସତ୍ୟାନ୍ୟୁଜ) ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ବ୍ରିଜ ଭୁଶୁଡି ପଡିଛି। ଫଳରେ ବାଲେଶ୍ୱର - ଭୁବନେଶ୍ୱର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୌଭାଗ୍ୟ ବଶତଃ ସେହି ସମୟରେ ବ୍ରିଜ ଦେଇ କୌଣସି ଯାନ ଯାଉ ନଥିବାରୁ କାହାରି କ୍ଷତି ହୋଇ ନାହିଁ। ମିଳିଥିବା
Read More...

ରାଉରକେଲା : ୫ ଲକ୍ଷ ଟଙ୍କାର ବେଆଇନ ଡ୍ରଗ୍ସ ଜବତ।। ଚାରି ଅଭିଯୁକ୍ତ ଗିରଫ।। ଅଡ଼ି କାର ହବତ।

ରାଉରକେଲା : ୧୮/୭ (ସତ୍ୟାନ୍ୟୁଜ) କୁଖ୍ୟାତ ଡ୍ରଗ୍ସ ମାଫିଆ କରଣ ସିଂ କୁ ତିନି ସହଯୋଗୀଙ୍କ ସହ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଗିରଫ କରିଛି। ଗିରଫ ଡ୍ରଗ୍ସ ବେପାରୀଙ୍କ ଠାରୁ ପୋଲିସ ୫ ଲକ୍ଷ ଟଙ୍କାର ହିରୋଇନ୍ ଜବତ କରିଛି। ଏହା ସହ ଡ୍ରଗ୍ସ ଚାଲାଣ ହେଉଥିବା ଏକ ଧଳା ରଙ୍ଗର ଅଡ଼ି କାର କୁ
Read More...

ମୟୁରଭଞ୍ଜ : ୬ ଦଫା ଦାବିରେ ‘ହୋ’ ସମାଜ ପକ୍ଷରୁ ତିରିଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।।…

ମୟୁରଭଞ୍ଜ : ୧୭/୭ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) 'ହୋ' ଭାଷାଭାଷୀ ଲୋକ ରାଜ୍ୟରେ ୧୩ ଲକ୍ଷରୁ ଅଧିକ ହୋଇଥିବା ବେଳେ କେବଳ ବାମନଘାଟୀ ଉପଖଣ୍ଡରେ ୫୦ ହଜାର ରୁ ଉର୍ଦ୍ଧ ରହିଛନ୍ତି। ଆଜି ମଧ୍ୟ ସେମାନେ ସାମାଜିକ,ସାଂସ୍କୃତିକ ଏବଂ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି | ଆଜି ମୟୂରଭଞ୍ଜ
Read More...

ମୟୁରଭଞ୍ଜ : ଖିଚିଂ ର ମା କିଚକେଶ୍ୱରୀ ମନ୍ଦିର ପ୍ରତି ଅବହେଳା ଅଭିଯୋଗ।। ସୌନ୍ଦର୍ଯ୍ୟକାରଣ ଏବଂ ରକ୍ଷଣାବେକ୍ଷଣ ଲାଗି…

ମୟୁରଭଞ୍ଜ : ୧୬/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଓଡ଼ିଶାର ପୁରାତନ ଐତିହାସିକ ଶକ୍ତି ପୀଠ ଭାବରେ ବେଶ ପରିଚିତ ଖିଚିଂ ମନ୍ଦିର। ୧୨ଶହ ବର୍ଷ ଏହି ପୂରାତନ ମନ୍ଦିରରେ ପୂଜା ପାଉଛନ୍ତି ମା' କିଚକେଶ୍ଵରୀ ଏବଂ ଚନ୍ଦ୍ରଶେଖର ମହାଦେବ। ଖିଚିଂ ମନ୍ଦିରଟି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ
Read More...

ରାଉରକେଲା : ପ୍ଲାଣ୍ଟସାଇଟ ଥାନା ନୂତନ ଇନିସ୍ପେକ୍ଟରଙ୍କ ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସଦସ୍ୟଙ୍କ ସହ ଆଲୋଚନା।।…

ରାଉରକେଲା : ୧୫/୭ (ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଷ୍ଟେସନର ନୂତନ ଇନିସ୍ପେକ୍ଟର ଭାବେ ଜ୍ୟୋତି ରଞ୍ଜନ ପତି ଯୋଗ ଦେଇଛନ୍ତି। ଶନିବାର ଦିନ ଶ୍ରୀ ପତି ରାଉରକେଲା ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ମାନଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଆଇନ
Read More...