Browsing Category

ଓଡିଶା

ବଣାଇ : ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କି ଡୋ ଚାମ୍ପିଅନଶିପ ଉଦଯାପିତ।। ୧୩୫ ଜଣ ପ୍ରତିଯୋଗୀ ଯୋଗଦେଲେ ।

ବଣାଇ : ୨୫/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କି ଡୋ ଚାମ୍ପିଅନସିପ ଉଦଯାପିତ ହୋଇ ଯାଇଛି। ବଣାଇ ଇନଡୋର ଷ୍ଟାଡିଅମରେ ଅୟୋଜିତ ଏହି ଚମ୍ପିଆନସିପ ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଚାମ୍ପିଅନସିପରେ ସ୍ଵତନ୍ତ୍ର ଅତିଥି
Read More...

ରାଉରକେଲା : ୧୯ ନମ୍ବର ସେକ୍ଟର ଡାକ ଘରେ ପୁଣି ଚୋରି ଉଦ୍ୟମ।। ଏଆର କଣ୍ଡିସନ କାଢି ଚୋର ମାନେ ପୋଷ୍ଟ ଅଫିସରେ ପଶିଥିଲେ।

ରାଉରକେଲା : ୨୪/୭ (ସତ୍ୟାନ୍ୟୁଜ) ରାଉରକେଲା ୧୯ ନମ୍ବର ସେକ୍ଟରରେ ଥିବା ପୋଷ୍ଟ ଅଫିସ ଚୋର ମାନଙ୍କର ସଫ୍ଟ ଟାର୍ଗେଟ ପାଲିଟିଛି। ବର୍ଷକ ତଳେ ଏହି ଡାକ ଘରୁ କବାଟ ଭାଙ୍ଗି ଚୋରି ହୋଇଥିଲା। ପୁଣି ରବିବାର ରାତିରେ ଏହି ପୋଷ୍ଟ ଅଫିସରେ ଚୋର ମାନେ ପଶି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏଥର
Read More...

ବାରିପଦା : ୪ଟି ବାଘ ଛାଲ ଜବତ କଲା ବନବିଭାଗ।। ୩ ଅଭିଯୁକ୍ତ ଗିରଫ।।୨ ଫେରାର। ବନବିଭାଗର ଅଧିକ ତଦନ୍ତ ଜାରି।

ବାରିପଦା : ୨୪/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ତଥା ବାରିପଦା ବନ ବିଭାଗ କୁ ମିଳିଛି ବଡ଼ ସଫଳତା। ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୪ଟି ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏ ବାବଦରେ ଅଧିକ ତଦନ୍ତ ଚାଲିଥିବାଡି ଏଫ ଓ କହିଛନ୍ତି।ବାରିପଦା
Read More...

ମୟୁରଭଞ୍ଜ : ଭାରତୀୟ ମଜଦୂର ସଂଘର ୬୮ ତମ ପ୍ରତିଷ୍ଠା ଦିବସ ପାଳିତ।

ମୟୁରଭଞ୍ଜ : ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ପି ସି ଏମ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁଙ୍କ ସଭାପତିତ୍ବରେ ୬୮ତମ ଭାରତୀୟ ମଜଦୁର ସଂଘ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାଧାରଣ ସଂପାଦକ ବୋଧିରଜତ
Read More...

ରାଉରକେଲା : ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ରବିବାର ୧୮ନମ୍ବର…

ରାଉରକେଲା : ୨୩/୭ (ସତ୍ୟାନ୍ୟୁଜ) ସହରର ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ ସେଠି ତାଙ୍କର 'ଆସ ବସ୍ତିକୁ ଯିବା' କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ପ୍ରତି ରବିବାର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବିଭିନ୍ନ ବସ୍ତି ଏରିଆ ରେ ପହଁଚି ସେମାନଙ୍କ
Read More...

ସମ୍ବଲପୁର : ହୀରାକୁଦ ଡ୍ୟାମର ୫ଟିସ୍ଲୁଇସ୍ ଗେଟ ଖୋଲା ଗଲା।। ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।। ତଳିଆ…

ସମ୍ବଲପୁର : ୨୩/୭ (ସତ୍ୟାନ୍ୟୁଜ) ହୀରାକୁଦ ଡ୍ୟାମର ଆଜି ୫ଟି ଗେଟ ଖୋଲାଯାଇଛି। ବର୍ଷର ପ୍ରଥମ ବନ୍ୟାଜଳ ଆଜି ଡ୍ୟାମ ଗେଟ ଦେଇ ଛଡ଼ାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ରବିବାର ସକାଳ ୯ଟାରେ ଖୋଲାଯାଇଥିଲା ହୀରାକୁଦ ଡ୍ୟାମ୍‌ର ପ୍ରଥମ ଗେଟ୍‌। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ
Read More...

କେଉଁଝର : ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ।। ତଦନ୍ତ ପାଇଁ ଜିଲ୍ଲାପାଳ ଡିଇଓ ଙ୍କୁ ନିର୍ଦ୍ଦେଶ ଦେଲେ।।…

କେଉଁଝର : ୨୩/୭ (ସତ୍ୟାନ୍ୟୁଜ) ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେଉଁଝର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରିବେ।ଗତକାଲି ରାତିରେ ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
Read More...

ରାଉରକେଲା/କୋଇଡା : ଅର୍ଥ ଅଭାବରୁ ମିଳିଲା ନାହିଁ ଆମ୍ବୁଲାନ୍ସ।। କଟକ ବଡ ଡାକ୍ତରଖାନାରେ ରାତିସାରା ପଡି ରହିଥିଲା ଶବ।।…

କୋଇଡା : ୨୩/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ସ୍ଵାସ୍ଥ୍ୟ ଏବଂ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆଁ ପଟବେଡା ଗ୍ରାମରେ ଝାଟିମାଟି ଘରେ ରହନ୍ତି ସ୍ୱାମୀ ସାରା ମୁଣ୍ଡା ଙ୍କ ସହ ୩୩ ବର୍ଷୀୟା ସ୍ତ୍ରୀ ବୁବେଇ
Read More...

ବଣାଇ : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ସଦସ୍ୟ ଅସୁସ୍ଥ।। ବଣାଇ ଡାକ୍ତରଖାନାରେ ଭର୍ତ୍ତି।

ବଣାଇ : ୨୩/୭ ( ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳବାହାଲି ପଞ୍ଚାୟତର ମଦନ ପଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡିଥିବାର ସୂଚନା ମିଳିଛି। ଅସୁସ୍ଥ ମାନଙ୍କୁ ବଣାଇ ଡାକ୍ତର ଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।
Read More...

କୋଇଡା : ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଜାରି।। କୋଇଡା ବନାଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ।

କୋଇଡା : ୨୩/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ କନ୍ତରକୋଇଡ଼ା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆରତି ମୁଣ୍ଡା।ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ
Read More...