Browsing Category
ଓଡିଶା
ବଣାଇ : ଦନ୍ତା ହାତୀଙ୍କ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ବନ କର୍ମଚାରୀ।। ଆକ୍ରମଣରେ ଦୁଇ ବନ…
ବଣାଇ : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ରେଞ୍ଜ ରେ ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବ ଯୋଗୁଁ ଦିନକୁ ଦିନ ସ୍ଥିତି ବିସ୍ପୋରକ ହେଉଛି। ବୁଧବାର ରାତିରେ ହାତୀ ଘଉଡାଇବାକୁ ଯାଇଥିବା ବନ ବିଭାଗ କର୍ମଚାରୀ ମାନେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ହାତୀ ଉପଦ୍ରଵରେ ଅତିଷ୍ଠ!-->…
Read More...
Read More...
ରାଉରକେଲା : ବେଦବ୍ୟାସରେ ବ୍ରହ୍ମଣୀ ନଦୀରେ ବୁଡି ନିଖୋଜ ଯୁବକଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ।। ଆଜି ମଧ୍ୟ ଉଦ୍ଧାର…
ରାଉରକେଲା : ୧୭/୮ (ସତ୍ୟାନ୍ୟୁଜ) ବେଦବ୍ୟାସ ଘାଟ ବ୍ରାହ୍ମଣୀ ନଦୀରେ ବୁଡି ଗତକାଲି ଠାରୁ ନିଖୋଜ ଥିବା ଯୁବକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ଆଜି ମଧ୍ୟ ଫାୟାର ଏବଂ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ରେଲୱେ କଲୋନୀର ପିଣ୍ଟୁ!-->…
Read More...
Read More...
ରାଜଗାଙ୍ଗପୁର : ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ୩ ଆହତ।। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା।…
ରାଜଗାଙ୍ଗପୁର : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ଗୁଳି ବାଜି ଏହି ୩ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ!-->…
Read More...
Read More...
ବଣାଇ : ସର୍ପଘାତରେ ଯୁବକଙ୍କ ମୃତ୍ୟୁ।। ଯୁବକ ଜଣଙ୍କ ବଡ଼ଗୋଗୁଆ ଗ୍ରାମର ମୁନା ସାହୁ।
ରାଉରକେଲା : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାରେ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି। ବିଶେଷ କରି ବଣ ଜଙ୍ଗଲ ଘେରା ବଣାଇ ଅଞ୍ଚଳରେ ସର୍ପ ଦଂଶନ ଘଟଣା ସବୁଠାରୁ ଅଧିକ। ବୁଧବାର ରାତିରେ ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗ୍ରାମରେ ସର୍ପଘାତରେ ଜଣେ ୨୫ ବର୍ଷୀୟ!-->…
Read More...
Read More...
ରାଉରକେଲା : ରାଉରକେଲା ରିମ୍ସ କ୍ୟାମ୍ପସରେ ସାଇବାରନେଟିକ ଇନକ୍ୟୁବାସନ ସେଣ୍ଟରର ଉଦଘାଟନ।
ରାଉରକେଲା : ୧୭/୮ (ସତ୍ୟାନ୍ୟୁଜ) ରାଉରକେଲା ସହରର ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ କଲେଜ ରିମ୍ସ କ୍ୟାମ୍ପସ୍ ରେ ଏକ ସାଇବାରନେଟିକ ଇନକ୍ୟୁବସନ ସେଣ୍ଟରର ଉଦଘାଟନ ହୋଇଯାଇଛି। ଭୁବନେଶ୍ୱର ରେ ଥିବାକ୍ରିଷ୍ଟେଲାର ଏରୋସ୍ପେସ ପ୍ରାଇଭେଟ ଲିମିଟେଡ଼ ସହଭାଗିତାରେ ଏହି କେନ୍ଦ୍ରର ସ୍ଥାପନ କରାଯାଇଛି।!-->…
Read More...
Read More...
ରାଉରକେଲା : ମନ୍ଦିର ନିକଟରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ।। ଏଡିଏମ ଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପଠାଇଲେ…
ରାଉରକେଲା : ୧୬/୮ (ସତ୍ୟାନ୍ୟୁଜ) ଶନି ମନ୍ଦିର ଏବଂ ବସ୍ତି ନିକଟରେ ଏକ ମଦ ଦୋକାନ ଖୋଲା ଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସ୍ବପ୍ନପୂରୀ ବସ୍ତିର ମହିଳାମାନଙ୍କ ସମେତ ଶନି ମନ୍ଦିର କମିଟିର କର୍ମକର୍ତ୍ତାମାନେ ମଦ ଦୋକାନ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି। ସେଠାରେ ମଦ!-->…
Read More...
Read More...
ବଣାଇ : ଗାଁରେ ଏକ ମାସ ହେଲା ବିଦ୍ୟୁତ ଲାଇନ ନଥିବାରୁ ତାତିଲେ ମହିଳା।। ବଣାଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ…
ବଣାଇ : ୧୬/୮ (ସତ୍ୟାନ୍ୟୁଜ)ଦୀର୍ଘ ଏକ ମାସ ହେଲା ଗାଁରେ ନାହିଁ ବିଦ୍ୟୁତ ଲାଇନ। ଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିବାଦରେ ଆଜି ସୁନ୍ଦର ଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡପୋଷ ଗ୍ରାମର ଲୋକ ମାନେ ବଣାଇ ବିଦ୍ୟୁତ ଅଫିସ ଘରାଉ କରିଥିଲେ। ଏକ ମାସ ହେଲା!-->…
Read More...
Read More...
ବିରମିତ୍ରପୁର : ମଣିପୁର ହିଂସା ଏବଂ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଆଦିବାସୀ ଏକତା ମଞ୍ଚର ବିକ୍ଷୋଭ।। ରାଷ୍ଟ୍ରପତି…
ରାଉରକେଲା : ୧୬/୮ (ସତ୍ୟାନ୍ୟୁଜ) ମଣିପୁରରେ ଜାରି ରହିଥିବା ହିଂସା ଏବଂ ନାରୀ ନିର୍ଯ୍ୟାତନା ପ୍ରତିବାଦରେ ବୁଧବାର ଦିନ ଏକ ପ୍ରତିବାଦ ସଭାର ଅୟୋଜନ କରାଯାଇଛି। ଆଦିବାସୀ ଏକତା ମଞ୍ଚ ପକ୍ଷରୁ ଅୟୋଜିତ ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀ , ନିହାର ସୁରିନ ,!-->…
Read More...
Read More...
ବଣାଇ : ପିକ ଅପ୍ ଭ୍ୟାନ ଗଛରେ ପିଟିହୋଇ ୮ ଆହତ।। ୬ ଗୁରୁତରଙ୍କୁ ରାଉରକେଲା ପଠାଗଲା ।
ବଣାଇ : ୧୫/୮ (ସତ୍ୟାନ୍ୟୁଜ) ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ଜଣ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ସରକାରୀ ହସପିଟାଲ ପଠାଯାଇଛି।ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼!-->…
Read More...
Read More...
ରାଉରକେଲା : ଓଡିଶା-ଝାରଖଣ୍ଡ ସୀମାନ୍ତରେ ମାଓବାଦୀ-ପୋଲିସ ଗୁଳି ବିନିମୟ।। ଦୁଇ ସୁରକ୍ଷା ଅଧିକାରୀ ସହୀଦ।
ରାଉରକେଲା : ୧୫/୮(ସତ୍ୟାନ୍ୟୁଜ)ଓଡିଶା-ଝାରଖଣ୍ଡ ସୀମାନ୍ତରେ ଗତ କିଛିଦିନ ହେଲା ମାଓବାଦୀ କାର୍ଯ୍ୟକଳାପରେ ବୃଦ୍ଧି ଘଟିଛି। ତିନି ଦିନ ତଳେ ଝରଖଣ୍ଡର କୋଲହନ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଜଣେ ସିଆରପିଏଫ ଯବାନ ସହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଗତକାଲି ରାତିରେ!-->…
Read More...
Read More...