Browsing Category

ଓଡିଶା

ରାଉରକେଲା : ୫ ଜଣ ଡକାୟତଙ୍କୁ ଗିରଫ କଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ।। ଗୁଳି ଫୁଟାଇ ଗର୍ଜନ ଗାଁରେ ଡକାୟତି…

ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ଗୁଳି ଫୁଟାଇ , ଭୁଜାଲି ରେ ଭୟଭୀତ କରାଇ ଡକାୟତି କରିବା ଅଭିଯୋଗରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ୫ଜଣ ଡକାୟତଙ୍କୁ ଗିରଫ କରିଛି। ଗିରଫ ଡକାୟତଙ୍କ ଠାରୁ ୪ଟି ମୋବାଇଲ ଫୋନ ସହ ଡକାୟତିରେ ବ୍ୟବହୃତ ବାଇକ ଏବଂ ଭୁଜାଲି ଜବତ କରିଛନ୍ତି। ଏହି
Read More...

ରାଉରକେଲା : ମ୍ୟୁଜିକ ସର୍କଲ ଅନୁଷ୍ଠାନ ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ।

ରାଉରକେଲା : ୧୦/ ୯ (ସତ୍ୟାନ୍ୟୁଜ) ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ମ୍ୟୁଜିକ ସର୍କଲର ସାଧାରଣ ସମ୍ପାଦିକା ଅଳକା ଚାନ୍ଦଙ୍କ ଆବାହକତ୍ବରେ ଏବଂ ବରିଷ୍ଠ ଶିକ୍ଷାବିତ୍ ଡଃ
Read More...

ରାଉରକେଲା : ‘କ୍ଲିନ ଏଣ୍ଡ ଗ୍ରୀନ’ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ।। ଇସ୍ପାତ ଫିଟନେସ ପାର୍କରେ କଲେ…

ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ନିଜ ସହରକୁ ସ୍ୱଚ୍ଛ ରଖିବା ସମସ୍ତଙ୍କ ଦାୟିତ୍ବ। କେବଳ ପୌରପାଳିକା କିମ୍ବା ମହାନଗର ନିଗମ ଉପରେ ନିର୍ଭର ନରହି ବ୍ୟକ୍ତିଗତ ସ୍ତରରେ ସଚେତନ ହେବା ଆବଶ୍ୟକ। ରାଉରକେଲାର ଅନ୍ୟତମ ସାମାଜିକ ସଂଗଠନ 'କ୍ଲିନ ଏଣ୍ଡ ଗ୍ରୀନ' ପକ୍ଷରୁ ନିୟମିତ ଭାବେ ସହରର ବିଭିନ୍ନ
Read More...

ରାଉରକେଲା : ସାଧାରଣ ନିର୍ବାଚନ ପୂର୍ବରୁ ନେତୃତ୍ବ ବିକାଶ ଉପରେ କଂଗ୍ରେସର ଗୁରୁତ୍ୱ।। କଂଗ୍ରସ କାର୍ଯ୍ୟାଳୟରେ ବୈଠକ।

ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କଂଗ୍ରେସ ଦଳ ମଧ୍ୟ ନିର୍ବାଚନ ଲାଗି ସଙ୍ଗଠନକୁ ମଜବୁତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି। ରବିବାର ଦିନ ରାଉରକେଲା କଂଗ୍ରେସ କାର୍ଯ୍ୟାଳୟରେ
Read More...

ରାଉରକେଲା : ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ୨୦ ନମ୍ବର ସେକ୍ଟର…

ରାଉରକେଲା : ୧୦/୯ (ସତ୍ୟାନ୍ୟୁଜ) ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ 'ଆସ ଆମେ ବସ୍ତି କୁ ଯିବା' ଅଭିଯାନ ଜାରି ରହିଛି। ରବିବାର ଦିନ ପ୍ରଶାନ୍ତ ୨୦ ନମ୍ବର ସେକ୍ଟର ମିଶ୍ର ଖଟାଲ ନଦୀ ପାଖ ବସ୍ତି ପରିଦର୍ଶନ କରିଥିଲେ। ବସ୍ତି ଅଞ୍ଚଳରେ
Read More...

କରଞ୍ଜିଆ : ସଲରାପଦା ରିଲାକ୍ସ କ୍ଲବ ଅନୁକୂଲ୍ୟରେ ଅନୁଷ୍ଠିତ ୨୦ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। ମୁଖ୍ୟ ଅତିଥି…

କରଞ୍ଜିଆ : ୯/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) କରଞ୍ଜିଆ ବ୍ଲକ ବାଟପଳସା ପଞ୍ଚାୟତ ଏସପିଜି ରିଲାକ୍ସ କ୍ଲବ ସଲରାପଦା ଆନୁକୁଲ୍ୟରେ ସଲରାପଦା ପଡ଼ିଆ ଠାରେ ୨୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୫ ତାରିଖ ଗୁରୁଦିବସ ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ
Read More...

ରାଉରକେଲା : ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକଙ୍କ ରାଉରକେଲା ରେଳ ଷ୍ଟେସନ ପରିଦର୍ଶନ।। ବିଭିନ୍ନ ଉନ୍ନୟନ ମୂଳକ…

ରାଉରକେଲା : ୯/୯ (ସତ୍ୟାନ୍ୟୁଜ) ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅନୀଲ କୁମାର ମିଶ୍ର ଶନିବାର ଦିନ ରାଉରକେଲା ରେଳ ଷ୍ଟେସନ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଶ୍ରୀ ମିଶ୍ର ରାଉରକେଲା ପହଞ୍ଚିବା ପରେ ତାଙ୍କୁ
Read More...

ରାଇରଙ୍ଗପୁର : ସିଭିଲ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ।। ଆସିଥିବା ୧୦୪ ମାମଲାରୁ ୧୬ଟିର ତତ୍କାଳ ସମାଧାନ।

ରାଇରଙ୍ଗପୁର :୯/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ସିଭିଲ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ଏଡିଜେ ଦୀପକ କୁମାର , ସିନିୟର ସିଭିଲ ଜଜ୍ ହିମାଂଶୁ ଶେଖର ବିଶ୍ବାଳ, ଏସଡିଜେଏମ ସିଦ୍ଧାର୍ଥ ଶଙ୍କର ସେନାପତି ଓ ଜେଏମଏଫସି
Read More...

ରାଉରକେଲା : ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ବଜରଙ୍ଗ ଦଳର ବିରୋଧ।। ବିକ୍ଷୋଭ ପ୍ରଦର୍ଶନ ସହ ଉଦୟନିଧିଙ୍କ କୁଶ…

ରାଉରକେଲା : ୯/୯ (ସତ୍ୟାନ୍ୟୁଜ)ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁତ୍ର ତଥା ତାମିଲନାଡ଼ୁ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ଉଦୟ ନିଧି ଷ୍ଟାଲିନ ସନାତନ ଧର୍ମ ବାବଦରେ ଦେଇଥିବା ମନ୍ତବ୍ୟକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଉଛି। ଏହାକୁ ନେଇ ସାରା ଦେଶରେ ଆଲୋଚନା ଏବଂ ବିତର୍କ
Read More...

ବିରମିତ୍ରପୁର : ଆମକୋ-ସୀମକୋ ସହୀଦ ପୀଠରୁ ସଂଗ୍ରହ କରାଗଲା ମାଟି।। ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ…

ବିରମିତ୍ରପୁର : ୮/୯ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ସମଗ୍ର ଭାରତବର୍ଷରେ ବିଜେପି ତରଫରୁ ‘ମୋ ମାଟି , ମୋ ଦେଶ’ କାର୍ଯ୍ୟକ୍ରମ ଚାଲିଛି l ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉପାଦାନ ହେଉଛି ମାଟିକୁ
Read More...