Browsing Category

ଓଡିଶା

ରାଉରକେଲା : ରହସ୍ୟମୟ ହୋଇ ଉଠୁଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା।। ଡିପ୍ରେସନ୍ ରେ ଥିଲେ…

ରାଉରକେଲା : ୨୧/୯ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଅଫିସ ଆସି ୧୬ ତାରିଖରେ ଘରକୁ ଫେରି ନଥିଲେ। ୧୭ ସେପ୍ଟେମ୍ବର ଶନିବାର ଦିନ ସୁସ୍ମିତାଙ୍କ ଭାଇ ସନ୍ଦୀପ ମିଞ୍ଜ ଥାନାରେ ଭଉଣୀଙ୍କ ନିଖୋଜ ରିପୋର୍ଟ ଦେଲେ। ସେହି ଦିନ ପୋଲିସ ସୁସ୍ମିତାଙ୍କୁ ଏକ ହୋଟେଲରେ ଥିବା
Read More...

ବଣାଇ : ଦନ୍ତା ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଫରେଷ୍ଟରଙ୍କୁ ଘେରିଲେ।। ହାତୀ ଘଉଡାଇବାରେ ବନବିଭାଗର ଉଦାସୀନତା ଅଭିଯୋଗ।

ବଣାଇ : ୨୧/୯ (ସତ୍ୟାନ୍ୟୁଜ) ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଶେଷରେ ଗ୍ରାମବାସୀ ମାନେ ଫରେଷ୍ଟରଙ୍କ ଉପରେ ନିଜ ରାଗ ସୁଝାଇଛନ୍ତୁ। ହାତୀ ରାତିରେ ଆସିଥିବା ଖବର ପାଇ ବଣାଇ ଫରେଷ୍ଟର ସେଠାକୁ ଯାଇଥିବା ବେଳେ ଲୋକ ମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ।ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ରେଞ୍ଜ ରେ
Read More...

କରଞ୍ଜିଆ : ଜଙ୍ଗଲରୁ ଅଖାରେ ବନ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର…

କରଞ୍ଜିଆ : ଜଙ୍ଗଲରୁ ଅଖାରେ ବନ୍ଧା ମହିଳାଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା ଅଭିଯୋଗରେ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଅଟକ। ବାରିପଦା : ୨୧/୯ (ସତ୍ୟାନ୍ୟୁଜ) ମୟରୁଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସମ୍ନା କୁ ଆସିଛି। ସ୍ୱାମୀ ତାର ସ୍ତ୍ରୀକୁ ହତ୍ୟା କରିବା
Read More...

ରାଉରକେଲା : ଓଡ଼ିଶାର ଦୂତୀୟ ବନ୍ଦେ ଭାରତ ଏକ୍ସପ୍ରେସ ୨୪ ତାରିଖରୁ ଚାଲିବ।। ପୁରୀ-ରାଉରକେଲା ମଧ୍ୟରେ ଚାଲିବ।

ରାଉରକେଲା : ୨୧/୯ (ସତ୍ୟାନ୍ୟୁଜ) ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ର ଟ୍ରାଏଲ ରାନ୍ ଗତକାଲି ସଫଳ ହେବା ପରେ ଆସନ୍ତା ୨୪ ତାରିଖରୁ ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୁରୀରୁ ରାଉଲକେଲା ମଧ୍ୟରେ ଚାଲିବ ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ। ଦକ୍ଷିଣପୂର୍ବ ରେଳପଥ
Read More...

ରାଉରକେଲା : ସେନ୍ସରୀ ପାର୍କ ପୋଖରୀରୁ ମିଳିଥିବା ମହିଳାଙ୍କ ଶବ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ବୋଲି ଚିହ୍ନଟ। ପୋଲିସ ତଦନ୍ତ…

ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ରାଉରକେଲା ଆରଏସପି ପ୍ରଶାସନିକ ଭବନ ନିକଟରେ ଥିବା ସେନ୍ସରି ପାର୍କ ପୋଖରୀରୁ ଗତକାଲି ମିଳିଥିବା ମହିଳାଙ୍କ ଶବ ଚିହ୍ନଟ ହୋଇଛି। ମହିଳା ଜଣକ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ନାମ ସୁସ୍ମିତା ମିଞ୍ଜ ବୋଲି ଜଣା ପଡ଼ିଛି।
Read More...

ମୟୁରଭଞ୍ଜ : ବିଭିନ୍ନ ଦାବିରେ କୁଡୁମୀ ଏକତା ମଞ୍ଚର ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା।। ସାଧାରଣ ଜୀବନ ଯାତ୍ରା…

ମୟୁରଭଞ୍ଜ : ୨୦/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବିଭିନ୍ନ ଦାବି ନେଇ କୁଡୁମୀ ଏକତା ମଞ୍ଚ ପକ୍ଷରୁ ଦିଆ ଯାଇଥିବା ମୟୁରଭଞ୍ଜ ବନ୍ଦ ଡକାରାରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। କୁଡୁମୀ ଜାତିକୁ ସରକାର ୧୯୫୦ ମସିହାରେ ବିନା କାରଣରେ ଏସ୍ ଟି ତାଲିକାରୁ ବାଦ କରିଦେଲେ । ସେହି
Read More...

ରାଉରକେଲା : କୁଆରମୁଣ୍ଡା ବ୍ଳକରେ ସଫଳତାର ସହ କରାଯାଉଛି ଡ୍ରାଗନ ଫ୍ରୁଟ୍ ଚାଷ।। ରାଉରକେଲା ବଜ଼ାରରେ ରହିଛି ଭଲ…

ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକରେ ଡ୍ରାଗନ ଫ୍ରୁଟ୍ ଚାଷ ସଫଳତାର ସହ ଚାଲିଛି। ପୂର୍ବରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ଡ୍ରାଗନ ଫ୍ରୁଟ୍ ଚାଷ ଚାଲିଥିବା ବେଳେ ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି। କୁଆରମୁଣ୍ଡା ବ୍ଲକର କୁମଝରିଆ
Read More...

ରାଉରକେଲା : ଉତ୍ସାହ ଉଦ୍ଦୀପନାର ସହ ସହରରେ ମନାଗଲା ନୂଆଖାଇ।। ହନୁମାନ ବାଟୀକା ମା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା।

ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆଜି ସହରରେ ଉତ୍ସାହ , ଉଦ୍ଦୀପନା ସହ ମନା ଯାଇଛି। ଏଥିପାଇଁ ସହରର ମା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା ସହ ନବାନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହନୁମାନ ବାଟିକା ମା ସମଲେଇ ମନ୍ଦିରରେ ନୂଆଖାଇ ପର୍ବ ଲାଗି ମାଙ୍କ
Read More...

ରାଉରକେଲା : ରାଉରକେଲାରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ।। ଟ୍ରାଏଲ ରନ୍ ସଫଳତାର ସହ ସମ୍ପନ୍ନ।

ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ବହୁ ପ୍ରତୀକ୍ଷିତ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ର ଆଜି ଟ୍ରାଏଲ ରନ୍ ସଫଳତାର ସହ ସମ୍ପନ ହୋଇଛି। ପୁରୀ ରୁ ଏହି ସେମି ହାଇ ସ୍ପୀଡ୍ ଟ୍ରେନ ସକାଳ ୫ଟା ରୁ ବାହାରି ରାଉରକେଲା ରେ ଦିନ ୧୨ତା ୪୫ ମିନିଟ ରେ ପହଞ୍ଚି ଥିଲା। ପରେ ଟ୍ରେନ୍ ରାଉରକେଲାରୁ
Read More...

ସୁନ୍ଦରଗଡ : ସ୍କ୍ରବ୍ ଟାଇଫସ୍ ରେ ଅକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା।। ପଞ୍ଚାୟତ ସ୍ତରରୁ ସଚେତନ ଉପରେ ଗୁରୁତ୍ୱ।

ସୁନ୍ଦରଗଡ଼: ୨୦/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ
Read More...