ରାଉରକେଲା : ଉତ୍ସାହ ଉଦ୍ଦୀପନାର ସହ ସହରରେ ମନାଗଲା ନୂଆଖାଇ।। ହନୁମାନ ବାଟୀକା ମା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା।

0 413

ରାଉରକେଲା : ୨୦/୯ (ସତ୍ୟାନ୍ୟୁଜ) ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆଜି ସହରରେ ଉତ୍ସାହ , ଉଦ୍ଦୀପନା ସହ ମନା ଯାଇଛି। ଏଥିପାଇଁ ସହରର ମା ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା ସହ ନବାନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହନୁମାନ ବାଟିକା ମା ସମଲେଇ ମନ୍ଦିରରେ ନୂଆଖାଇ ପର୍ବ ଲାଗି ମାଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁ ମାନେ ମାଙ୍କ ଆଶୀର୍ବାଦ ନେଇ ନବାନ୍ନ ପ୍ରସାଦ ସେବନ କରିଥିଲେ।

Leave A Reply

Your email address will not be published.