Browsing Category
ଓଡିଶା
ରାଉରକେଲା : ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।।…
ରାଉରକେଲା : ୨୯/୯ (ସତ୍ୟାନ୍ୟୁଜ) ସାଇବର ଅପରାଧ ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଲୋକମାନଙ୍କ ମଧ୍ୟରେ ସାଇବର ଅପରାଧ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବାକୁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ଏଥି ଲାଗି ଆସନ୍ତାକାଲି ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୧୫ ତାରିଖ!-->…
Read More...
Read More...
ସୁନ୍ଦରଗଡ଼ : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ।। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି…
ସୁନ୍ଦରଗଡ଼ : ୨୮/୯ (ସତ୍ୟାନ୍ୟୁଜ) ୨୦୨୦ ମସିହାରେ ଘଟିଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ସୁନ୍ଦରଗଡ଼ ସ୍ୱତନ୍ତ୍ର ପୋକ୍ସ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଅଭିଯୁକ୍ତ ତେଲେସଫର ଟପ୍ନୋ କୁ ୨୫ ହଜାର ଟଙ୍କା!-->…
Read More...
Read More...
ରାଉରକେଲା : ଶାନ୍ତି ଶୃଙ୍ଖଳା ସହ ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ପାଳିତ।। ଏହି ଉପଲକ୍ଷେ ସହରରେ ଶୋଭାଯାତ୍ରା ଅୟୋଜିତ।
ରାଉରକେଲା : ୨୮/୯ (ସତ୍ୟାନ୍ୟୁଜ) ରାଉରକେଲାରେ ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଛି ପ୍ରଫେଟ୍ ହଜରାତ ମହମ୍ମଦଙ୍କ ଜୟନ୍ତୀ। ଏହି ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ପ୍ଲାଣ୍ଟସାଇଟ ରୋଡ଼ , ମହତାବ ରୋଡ଼ ଦେଇ ସହରର ମୁଖ୍ୟ ମାର୍ଗରେ ପହଞ୍ଚିଥିଲା। ଶାନ୍ତି!-->…
Read More...
Read More...
ରାଉରକେଲା : ଓଡିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ।। ବିଭିନ୍ନ କାର୍ଯ୍ୟକ୍ରମରେ…
ରାଉରକେଲା : ୨୮/୯ (ସତ୍ୟାନ୍ୟୁଜ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ତାଙ୍କର ଦୁଇଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚି ଛନ୍ତି। ବୁଧବାର ସନ୍ଧ୍ୟାରେ ସହରରେ ପହଁଚିବା ପରେ ରାଉରକେଲା କଂଗ୍ରେସର ପଦାଧିକାରୀ ମାନେ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ସକାଳେ ଶ୍ରୀ!-->…
Read More...
Read More...
ମୟୁରଭଞ୍ଜ : ବାଇକ୍ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କାର ଗହଣା ଲୁଟ୍। ସିସିଟିଭି ଫୁଟେଜ କୁ ଆଧାର କରି ପୋଲିସ ତଦନ୍ତ ଜାରି।
କରଞ୍ଜିଆ : ୨୮/୯ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଠାକୁରମୁଣ୍ଡା ବଜାର ଭିତରୁ ବୁଧବାର ଦିନ ଅଭିନବ ଉପାୟରେ ଜଣେ ଗହଣା ଦୋକାନୀଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା ସହ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟ ର ସୁନା,ରୁପା ଅଳଙ୍କାର ଦୃବୁର୍ତ୍ତ ମାନେ ଲୁଟି ନେଇଥିବାର ଜଣା ପଡିଛି। ସୂଚନା ଅନୁଯାୟୀ!-->…
Read More...
Read More...
ରାଉରକେଲା : ମିଳିତ ପରିବହନ ସଂଘର ସମ୍ବିଧାନ ବିରୋଧୀ କାର୍ଯ୍ୟ ପାଇଁ ୨୧ ଜଣଙ୍କ ସଦସ୍ୟତା ରଦ୍ଧ। ସାମ୍ବାଦିକ…
ରାଉରକେଲା : ୨୭/୯ (ସତ୍ୟାନ୍ୟୁଜ) ଲୁହା ପଥର ପରିବହନ ପାଇଁ ସମାନ ପରିବହନ ଭଡା , ରାଉରକେଲାରେ ଟ୍ରାନ୍ସପୋର୍ଟ ନଗରର ଶୀଘ୍ର ପ୍ରତିଷ୍ଠା ଦାବି କରିଛି ରାଉରକେଲା ମିଳିତ ପରିବହନ ସଙ୍ଘ। ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକ ନେଉ ଥିବା କମ ଭଡା ସିଷ୍ଟମକୁ ବନ୍ଦ କରିବା ମଧ୍ୟ ଦାବି କରିଛି!-->…
Read More...
Read More...
ରାଉରକେଲା : ନାବାଳକ ଛାତ୍ର ରୁଦ୍ର ନାରାୟଣ ପାଢ଼ୀ ହତ୍ୟା ମାମଲାରେ ଦୁଇ ଅଟକ।। ଅଟକ ଦୁଇ ନାବାଳକ ଛାତ୍ରଙ୍କୁ ବାଳ…
ରାଉରକେଲା : ୨୭/୯ ( ସତ୍ୟାନ୍ୟୁଜ) ନାବାଳକ ଛାତ୍ର ରୁଦ୍ର ନାରାୟଣ ପାଢ଼ୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ହତ୍ୟାକାଣ୍ଡରେ ଜଡିତ ଦୁଇଜଣ ନାବାଳକ ସହପାଠୀ ଛାତ୍ରଙ୍କୁ ରଘୁନାଥପାଲି ଥାନା ପୋଲିସ ଅଟକ ରଖିଥିଲେ। ସେମାନଙ୍କୁ ଜୁବେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଗଲା ପରେ ବାଳ!-->…
Read More...
Read More...
ସୁନ୍ଦରଗଡ଼ : ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ରେ ପହଁଚିଲା।। ୨ ଦିନରେ ୨୦ ନୂଆ ଆକ୍ରାନ୍ତ…
ସୁନ୍ଦରଗଡ : ୨୭/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟ ୨୫୦ ରେ ପହଞ୍ଚିଚଛି। ଏହି ସଂଖ୍ୟା ଆହୁରି ଅଧିକ ଥିବା ସୂଚନା ମିଳିଛି। କେବଳ ରାଉରକେଲା ଏବଂ ସୁନ୍ଦରଗଡ଼ ସରକାରୀ ପରୀକ୍ଷାଗାର ରିପୋର୍ଟ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ରେ ପହଞ୍ଚିଛି।!-->…
Read More...
Read More...
ରାଉରକେଲା : ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳନ ଲାଗି ପ୍ରସ୍ତୁତି।। ଶାନ୍ତି ଶୃଙ୍ଖଳା ସହ ଜୟନ୍ତୀ ପାଳନ ଲାଗି…
ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ) ଆସନ୍ତା ୨୮ ତାରିଖରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ରାଉରକେଲାରେ ପାଳନ କରାଯିବ। ଏଥିଲାଗି ଜୟନ୍ତୀ ପାଳନ କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି। ମହମ୍ମଦଙ୍କ ଜୟନ୍ତୀ ଦିନ ସହରରେ ଏକ ଶୋଭାଯାତ୍ରା ର କାର୍ଯ୍ୟକ୍ରମ ରହିଛି। ଶାନ୍ତି ଶୃଙ୍ଖଳା ସହ ମହମ୍ମଦଙ୍କ!-->…
Read More...
Read More...
ରାଉରକେଲା : ଜେଲ୍ କର୍ମଚାରୀଙ୍କ ଅନଶନ ଦୂତୀୟ ଦିନରେ।। ରାଉରକେଲା ସ୍ୱତନ୍ତ୍ର ଜେଲ୍ ର ୪ କର୍ମଚାରୀ ଅସୁସ୍ଥ।। ଆରଜିଏଚ…
ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ)ପାଞ୍ଚ ଦଫା ଦାବିରେ ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ ଆଜି ଦୂତୀୟ ଦିନରେ ପହଞ୍ଚିଛି। ତେବେ ରାଉରକେଲା ସ୍ୱତନ୍ତ୍ର ଜେଲ୍ ପରିସରରେ ଅନଶନରେ ବସିଥିବା ୪ ଜଣ ଜେଲ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥାଦୂତୀୟ ଦିନ ବିଗିଡି ଯାଇଥିଲା। ଉକ୍ତ ଚାରିଜଣ କର୍ମଚାରୀଙ୍କୁ!-->…
Read More...
Read More...