ସୁନ୍ଦରଗଡ଼ : ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ରେ ପହଁଚିଲା।। ୨ ଦିନରେ ୨୦ ନୂଆ ଆକ୍ରାନ୍ତ ଚିହ୍ନଟ।

0 393

ସୁନ୍ଦରଗଡ : ୨୭/୯ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟ ୨୫୦ ରେ ପହଞ୍ଚିଚଛି। ଏହି ସଂଖ୍ୟା ଆହୁରି ଅଧିକ ଥିବା ସୂଚନା ମିଳିଛି। କେବଳ ରାଉରକେଲା ଏବଂ ସୁନ୍ଦରଗଡ଼ ସରକାରୀ ପରୀକ୍ଷାଗାର ରିପୋର୍ଟ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ରେ ପହଞ୍ଚିଛି। ମାତ୍ର ଘରୋଇ ହସପିଟାଲରେ ଅଧିକ ଆକ୍ରାନ୍ତ ଚିହ୍ନଟହେଉଥିବା କୁହାଯାଉଛି। ସରକାରୀ ଭାବେ ଗତ ଦୁଇ ଦିନ ମଧ୍ୟରେ ୨୦ ଜଣ ସ୍କ୍ରଵ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ରେ ପହଞ୍ଚିଛି। ପ୍ରଶାସନ ପକ୍ଷରୁ ସ୍କ୍ରଵ୍ ଟାଇଫସ୍ ରୋଗ ବାବଦରେ ଗାଁ ଗାଁରେ ସଚେତନ କାର୍ଯ୍ୟକ୍ରମ କରାଯାଉଛି ।

Leave A Reply

Your email address will not be published.