Browsing Category
ଓଡିଶା
ରାଉରକେଲା : ଟ୍ରେନ ଯାତ୍ରୀ ସୁବିଧା ଏବଂ ରେଳ ଷ୍ଟେସନ ଉନ୍ନତି କରଣ ଦାବି କଲେ ଶୁଭ ପଟ୍ଟନାୟକ।। ଜୋନାଲ ପରାମର୍ଶଦାତା…
ରାଉରକେଲା : ୪/୧୦ ( ସତ୍ୟାନ୍ୟୁଜ ) ରାଉରକେଲା ଷ୍ଟେସନ ଉନ୍ନତି କରଣ ଏବଂ ଯାତ୍ରୀ ସେବାରେ ସୁବିଧା ପାଇଁ ଅଣ୍ଟା ଭିଡିଛନ୍ତି ରାଉରକେଲା ବଣିକ ସଂଘର ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ। ସେ ଏବେ ରେଳ ପରାମର୍ଶଦାତା କମିଟିର ଜୋନାଲସଦସ୍ୟ ମଧ୍ୟ ଅଛନ୍ତି। ଗତ ସେପ୍ଟେମ୍ବର ୨୭ ତାରିଖରେ!-->…
Read More...
Read More...
ମୟୁରଭଞ୍ଜ : ମୟୁରଭଞ୍ଜ ଫୁଟବଲ ଏକାଡେମୀ ପକ୍ଷରୁ ଦୂତୀୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ।। ଉଦଘାଟନ କଲେ…
ମୟୁରଭଞ୍ଜ : ୪/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୂରଭଞ୍ଜ ଫୁଟବଲ ଏକାଡେମୀ ପକ୍ଷରୁ ଦ୍ବିତୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ୨୦୨୩ ଆରମ୍ଭ ହୋଇଛି। ରାଇରଙ୍ଗପୁର ସହରର ସ୍ଥାନୀୟ କଚେରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ବାମନଘାଟୀ ଉପଖଣ୍ଡର ସମୁଦାୟ ୮ଟି!-->…
Read More...
Read More...
ରାଉରକେଲା : ମାନବିକତା ପରିବାର ପକ୍ଷରୁ ଡେଙ୍ଗୁ , ଚିକେନ୍ ଗୁନିଆ ସଚେତନତା କାର୍ଯ୍ୟକ୍ରମ।। ବାଜା ବଜାଇ ବସ୍ତି…
ରାଉରକେଲା : ୩/୧୦ (ସତ୍ୟାନ୍ୟୁଜ) ଚଳିତ ବର୍ଷ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟାରେ ରେକର୍ଡ ବୃଦ୍ଧି ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ରେ ମଧ୍ୟ ଡେଙ୍ଗୁ ଓ ଚିକେନଗୁନିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହା ସାଙ୍ଗକୁ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢୁଛି। ଚିକିତ୍ସା!-->…
Read More...
Read More...
ରାଉରକେଲା : ପୁଣି ଫେରୁଛି ଫୁଟବଲ କ୍ରେଜ୍।। ଉଦିତନଗର ମିନି ଷ୍ଟାଡିୟମରେ ଛୋଟ ପିଲାଙ୍କୁ ପ୍ରତିଦିନ ଦିଆଯାଉଛି…
ରାଉରକେଲା : ୩/୧୦ (ସତ୍ୟାନ୍ୟୁଜ) ପୁଣି ଫେରୁଛି ଫୁଟବଲ କ୍ରେଜ୍। ଏକ ସମୟ ଥିଲା ରାଜ୍ୟରେ ଫୁଟବଲ ଖେଳ ପ୍ରତି ଲୋକଙ୍କ ବେଶ ଆଗ୍ରହ ଥିଲା। ବହୁ ଉଦୀୟମାନ ଖେଳାଳୀ ମଧ୍ୟ ବାହାରୁ ଥିଲେ। କିନ୍ତୁ ପରେ ଏହି ଖେଳର କ୍ରେଜ୍ କମି ଯାଇଥିଲା। ଏବେ କିନ୍ତୁ ଫୁଟବଲ ଖେଳ ପ୍ରତି ପୁଣି ଆଗ୍ରହ ସୃଷ୍ଟି!-->…
Read More...
Read More...
ରାଉରକେଲା : ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା।। ସିବିଆଇ ତଦନ୍ତ ଦାବି କଲେ ଜର୍ଜ ତିର୍କୀ…
ରାଉରକେଲା : ୩/୧୦ (ସତ୍ୟାନ୍ୟୁଜ) ମହିଳା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ପାଣିରେ ବୁଡି ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେଉଛି। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ମଙ୍ଗଳବାର ଦିନ ବିରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ!-->…
Read More...
Read More...
ସୁନ୍ଦରଗଡ : ପାସେଞ୍ଜର ଟ୍ରେନ ରହଣି ଦାବିରେ ହେମଗିରି ଷ୍ଟେସନରେ ରେଳ ରୋକ।। ଝାରସୁଗୁଡା-ବିଳାସପୁର ମାର୍ଗରେ ରେଳ…
ସୁନ୍ଦରଗଡ଼ : ୩/୧୦ (ସତ୍ୟାନ୍ୟୁଜ) ପାସେଞ୍ଜର ଟ୍ରେନ ରହଣୀ ଦାବି ରେ କନିକା ବାସୀ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ରେଲୱେ ଷ୍ଟେସନ ରେ ଦୁଇଟି ଯାତ୍ରୀବାହୀ ଟ୍ରେନ ରହଣି ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଟାଟା - ଇତାୱାରି ଓ ଟାଟା!-->…
Read More...
Read More...
ସୁନ୍ଦରଗଡ : କାନ୍ଥ ଭୁଶୁଡି ପଡିବାରୁ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ।। ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି…
ସୁନ୍ଦରଗଡ଼: ୩/୧୦ (ସତ୍ୟାନ୍ୟୁଜ) ଘରେ ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡି ପଡିବାରୁ କାନ୍ଥ ତଳେ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା। ଲଗାଣ ବର୍ଷା ଯୋଗୁଁ କାନ୍ଥ ଦୁର୍ବଳ ହୋଇ ଭୁଷୁଡି ପଡିଥିବା ଆଶଙ୍କା କରାଯାଉଛି।!-->…
Read More...
Read More...
ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ସଦର ମହକୁମାରେ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ।
ସୁନ୍ଦରଗଡ଼ : ୨/୧୦ (ସତ୍ୟାନ୍ୟୁଜ) ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ଦ୍ବାରା ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଜୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଏହି ଅବସରରେ ଆଜି!-->!-->!-->…
Read More...
Read More...
ରାଉରକେଲା : ରାଉରକେଲାରେ ଆଜିଠାରୁ ଗଡିଲା ସାଇବର ସୁରକ୍ଷା ସଚେତନତା ରଥ।। ଏସପି ପତାକା ହଲାଇ ଶୁଭାରମ୍ଭ କଲେ ।
ରାଉରକେଲା : ୨/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ ଆଜିଠାରୁ ଗଡିଲା ସାଇବର ସୁରକ୍ଷା ସଚେତନତା ରଥ । ଗତ ସେପ୍ଟେମ୍ୱର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟ ରେ ବଢୁଥିବା ସାଇବର ଅପରାଧ ରୁ ଲୋକଙ୍କୁ ସୁରକ୍ଷିତ ରହିବା ଉଦ୍ଦେଶ୍ୟ ରେ ସାଇବର ସୁରକ୍ଷା ଅଭିଯାନ ୨୦୨୩ ର ଶୁଭାରମ୍ଭ କରିଥିଲେ। ଆଜି ଏହି!-->…
Read More...
Read More...
ରାଉରକେଲା : ମହିଳା ପୋଲିସ ଏଏସଆଇ ଙ୍କ ଅକସ୍ମାତ ମୃତ୍ୟୁ ମାମଲା।। ଥାନାରେ ୩୦୨ ଦଫାରେ ରଜ୍ଜୁ ହେଲା ହତ୍ୟା ମାମଲା।
ରାଉରକେଲା : ୨/୧୦ (ସତ୍ୟାନ୍ୟୁଜ) ଉଦିତନଗର ଥାନାର ମହିଳା ପୋଲିସ ଅଧିକାରୀ ଅଲିଶ୍ ନର୍ମି ଲୁଗୁନ ଙ୍କ ଅକସ୍ମାତ ମୃତ୍ୟୁ ମାମଲା ଭିନ୍ନ ମୋଡ ନେଇଛି। ଏ ବାବଦରେ ଥାନାରେ ଏକ ହତ୍ୟା ମାମଲା ରଜ୍ଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ମୃତ ମହିଳାଏ ଏସ୍ ଆଇ ଙ୍କ ସ୍ୱାମୀ ସଞ୍ଜୟ କୁମାର ଲାକ୍ରା ଙ୍କ!-->…
Read More...
Read More...