Browsing Category

ଓଡିଶା

ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳିତ।। ବିଭିନ୍ନ ପ୍ରତିଯୋଗିତା ରେ କୃତି ବାଳିକା ମାନଙ୍କୁ…

ସୁନ୍ଦରଗଡ଼ : ୧୨/୧୦ : (ସତ୍ୟାନ୍ୟୁଜ) ସ୍ଥାନୀୟ ସଦଭାବନା ଭବନ ଠାରେ ବୁଧବାର ଦିନ ଜିଲ୍ଲା ସ୍ତରୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରିବନ୍ତ ଜେନା ଏହି ଦିବସ ପାଳନ ର ତାତ୍ପର୍ଯ୍ୟ ଓ ମହତ୍ତ୍ଵ ସମ୍ପର୍କରେ କହିବା ସହିତ କନ୍ୟା
Read More...

ସୁନ୍ଦରଗଡ : ସୁନ୍ଦରଗଡ଼ରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ।। ୭୬୭ ଜଣ ସଦସ୍ୟାଙ୍କୁ ସ୍କୁଟର ପ୍ରଦାନ।

ସୁନ୍ଦରଗଡ଼ : ୧୨/୧୦ : (ସତ୍ୟାନ୍ୟୁଜ) ରାଜ୍ୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ସ୍କୁଟର ଯୋଜନା ର ଶୁଭାରମ୍ଭ କରଛନ୍ତି। ଏହି ପରିପ୍ରେକ୍ଷୀରେ ରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଥିବା ଓସ୍ୱାନ୍ ହଲ ଠାରେ ଆଭାସି ମାଧ୍ୟମରେ ଶ୍ରୀ ସାରଦା ପ୍ରସାଦ ନାୟକ,ମାନ୍ୟବର ମନ୍ତ୍ରୀ ଶ୍ରମ ଓ
Read More...

ରାଉରକେଲା : ଗଛରେ ପିଟି ହୋଇଗଲା ବାଇକ୍। ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ।

ରାଉରକେଲା : ୧୧/୧୦(ସତ୍ୟାନ୍ୟୁଜ) ବୁଧବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ ଠାରେ ଏହି ଦୁର୍ଘଟଣା ଘଟିଛି। ମନୋଜ ମିଞ୍ଜ ନାମକ ଜଣେ ୨୨ ବର୍ଷୀୟ ଯୁବକ ବାଇକ୍ ରେ ଯାଉଥିବା ବେଳେ ଏକ ଗଚ୍ଛରେ ବାଇକ୍
Read More...

ସୁନ୍ଦରଗଡ଼ : ଦେଶ ମାନଉଛି ବିଶ୍ୱ ଶିଶୁକନ୍ୟା ଦିବସ।। ଏହି ସମୟରେ ଓଡ଼ିଶାରେ ଉଦ୍ଧାର କରାଗଲା ଦୁଇ ଅଲୋଡ଼ା ଶିଶୁକନ୍ୟା।

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ଆଜି ଦେଶର ବିଭିନ୍ନ ସ୍ଥାନରେ ମନାଯାଉଛି ବିଶ୍ୱ ଶିଶୁ କନ୍ୟା ଦିବସ। ଏହି ସମୟରେ ସୁନ୍ଦରଗଡ ଏବଂ ରାଇରଙ୍ଗପୁରରେ ଦୁଇଟି ପୃଥକ ପୃଥକ ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି। ପ୍ରଥମ ଘଟଣାରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଚମ୍ପାଝର
Read More...

ରାଉରକେଲା : ମାନସିକ ସ୍ୱାସ୍ଥ୍ୟ ସଚେତନତା ଲାଗି ରାଲି।। ଆରଜିଏଚ ପକ୍ଷରୁ ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ।

ରାଉରକେଲା : ୧୧/୧୦ (ସତ୍ୟାନ୍ୟୁଜ) ବିଶ୍ବ ମାନସିକ ସ୍ବାସ୍ଥ୍ଯ ଦିବସ ଉପଲକ୍ଷେ ଆଜି ରାଉରକେଲା ସରକାରୀ ଚିକିତ୍ସାଳୟ ପକ୍ଷରୁ ଏକ ଜନସଚେତନତା ରାଲି ଆୟୋଜନ କରାଯାଇ ଥିଲା। ଏହା ଚିକିତ୍ସାଳୟ ପରିସରକୁ ଆରମ୍ଭ ହୋଇ ହାଇଟେକ ହସପିଟାଲ ପରିସର ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ରାଉରକେଲା ୮୦ଜଣ
Read More...

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ୬ ବ୍ଲକରେ ପରିବା ଚାଷ କରି ଉପକୃତ ହେଉଛନ୍ତି ଚାଷୀ।। ଜିଲ୍ଲା ଖଣିଜ ପ୍ରତିଷ୍ଠାନ…

ସୁନ୍ଦରଗଡ଼ : ୧୧/୧୦ (ସତ୍ୟାନ୍ୟୁଜ) ପରିବା ଚାଷରୁ ଆର୍ଥିକ ସମୃଦ୍ଧି,ପରିବା ଚାଷ ଲୋକଙ୍କ ଭାଗ୍ୟ ବଦଳାଇ ଦେଇପାରେ । ଏଭଳି ଉଦାହରଣ ଆମେ ରାଜ୍ୟ ବାହାରୁ ଅନେକ ଦେଖିଛନ୍ତି । ତେବେ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ କିଛି କମ୍ ନୁହେଁ । ଟାଙ୍ଗର ଭୂମିରେ ପରିବା ଫଳାଇ ଅନେକ ଚାଷୀ ଯେ କେବଳ
Read More...

ରାଇରଙ୍ଗପୁର : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା।। ଗାଁ ପାଖ ଜଙ୍ଗଲରୁ ଶିଶୁକନ୍ୟା ଉଦ୍ଧାର।।

ରାଇରଙ୍ଗପୁର : ୧୧/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ପୁଣି ଅଲୋଡା ହେଲା ଏକ ମାସର ଶିଶୁକନ୍ୟା। ମଝି ଜଙ୍ଗଲରେ ଫିଙ୍ଗିଦେଇ ଚାଲିଗଲା ଜନ୍ମକୋଲା ମା । ଏପରି ଏକ ଅଭାବନୀୟ ଏବଂ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ
Read More...

ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜରାସ୍ତାରୁ ଉଦ୍ଧାର ଦୁଇ ମହିଳା ମା,ଝିଅଙ୍କୁ ପରିବାର ବର୍ଗଙ୍କୁ ହସ୍ତାନ୍ତର।।ପୋଲିସ…

ସୁନ୍ଦରଗଡ : ୧୦/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ରାଜରାସ୍ତାରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା ଦୁଇ ମହିଳା ମା , ଝିଅଙ୍କୁ ତାଙ୍କ ପାରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ସେମାନଙ୍କୁ ନେଇଯିବା ପାଇଁ ଇଚ୍ଛା ପ୍ରକାଶ କଲା ପରେ ସୁନ୍ଦରଗଡ଼ ପୋଲିସ ଓ ସାମାଜିକ ସୁରକ୍ଷା
Read More...

ରାଉରକେଲା : ସିଭିକ ସେଣ୍ଟରରେ ‘ନୁଆଁଖାଇ ଭେଟଘାଟ’ ପର୍ବ ଅନୁଷ୍ଠିତ।। ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ…

ରାଉରକେଲା : ୯/୧୦ (ସତ୍ୟାନ୍ୟୁଜ) ବିଗତବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ପଶ୍ଚିମ ଓଡିଶା ସଂକୃତିକ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଗଣପର୍ବ "ନୁଆଁଖାଇ ଭେଟଘାଟ " ମହାଶମରୋହରେ ପାଳିତ ହୋଇଯାଇଛି | ସକାଳ ୧0ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସମ୍ବଲପୁରୀ ନାଚ ଗୀତ ସହିତ
Read More...

ରାଉରକେଲା : ଏବେ ଟ୍ୟାପ୍ ରେ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ସୁବିଧା।। ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’…

ରାଉରକେଲା : ୯/୧୦ (ସତ୍ୟାନ୍ୟୁଜ) ଏବେ ଟ୍ୟାପ୍ ରୁ ୨୪ ଘଣ୍ଟା ପାଣି ଆସିବ। ତା ପୁଣି ବିଶୁଦ୍ଧ ପାଣି। ୨୪ ଘଣ୍ଟିଆ ଏହି ଜଳ ଯୋଗାଣ ସୁବିଧା 'ଡ୍ରିଙ୍କ ଫ୍ରମ୍ ଟ୍ୟାପ୍' କୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସର୍ଗ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର
Read More...