Browsing Category
ଓଡିଶା
ବଣାଇ : ଗାଁ ଗାଁ ବୁଲୁଛନ୍ତି କନ୍ତ ଦେବୀ। ପୂଜାର୍ଚ୍ଚନା କରିବା ସହ ମାନସିକ ଧାରୀ ମାନେ କୁକୁଡ଼ା , ବୋଦା ବଳି…
ରାଉରକେଲା : ୨୨/୧୦ (ସତ୍ୟାନ୍ୟୁଜ) ବଣାଇ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ କନ୍ତ ଦେବୀଙ୍କ ଏବେ ଗାଁ ଗାଁରେ ପୂଜାର୍ଚ୍ଚନା ଚାଲିଛି। କାହିଁ କେଉଁ ରାଜା ରାଜୁଡା ଅମଳରୁ ବଣାଇ ବାସୀ କନ୍ତ ଦେବୀଙ୍କୁ ପ୍ରତ୍ୟକ୍ଷ ଦେବୀ ଭାବେ ମାନି ଆସୁଛନ୍ତି। କେବଳ ବଣାଇ ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ!-->…
Read More...
Read More...
ରାଉରକେଲା : ଏଏସ୍ଆଇ ଆଲିଶ୍ ଲୁଗୁନଙ୍କ ମୃତ୍ୟୁ ରୋଗ ଜନିତ।। ତାଙ୍କୁ ହତ୍ୟା କରଯାଇ ନାହିଁ।। ଏମ୍ସ ଯାଞ୍ଚ ରିପୋର୍ଟ…
ରାଉରକେଲା : ୨୧/୧୦ (ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନାଏ ଏସ୍ ଆଇ ଆଲିଶ୍ ଲୁଗୁନଙ୍କ ମୃତ୍ୟୁ ଏକ ରୋଗର ପରିଣାମ ସ୍ୱରୂପ ହୋଇଛି। ତାଙ୍କୁ ହତ୍ୟା କରା ଯାଇ ନାହିଁ। ଭୁବନେଶ୍ୱର ଏମ୍ସ ରୁ ଏଲିଶ୍ ଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଯାଞ୍ଚ ହୋଇ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଏମ୍ସ!-->…
Read More...
Read More...
ରାଉରକେଲା : ଆଜି ମା ଦୁର୍ଗାଙ୍କ ମହା ସପ୍ତମୀ ପୂଜା।। ବିଭିନ୍ନ ପୀଠ ଏବଂ ପେଣ୍ଡାଲରେ ପୂଜା ଆରମ୍ଭ।। ଶାନ୍ତି ଶୃଙ୍ଖଳା…
ରାଉରକେଲା : ୨୧/୧୦ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରରେ ଆଜିଠାରୁ ଆରମ୍ଭ ହୋଇଛି ମା ଦୁର୍ଗାଙ୍କ ମହା ସପ୍ତମୀ ପୂଜା। ବିଭିନ୍ନ ପୂଜା କମିଟି ପକ୍ଷରୁ ନଦୀ ଘାଟରୁ କଳସରେ ପାଣି ଆଣିବା ପରେ ସ୍ଥାପନା କରାଯାଇ ପୂଜା ଆରମ୍ଭ କରଯାଇଛି। ପେଣ୍ଡାଲ ନିର୍ମାଣ ସହ ଅନ୍ୟାନ୍ୟ ସାଜ୍ଜସଜ୍ଜା!-->…
Read More...
Read More...
ରାଉରକେଲା : ୬୪ ତମ ପୋଲିସ ସହୀଦ ଦିବସ ପାଳିତ।। ସହୀଦ ପୋଲିସ କର୍ମୀଙ୍କୁ ଅମର ଯବାନ ସହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି।
ରାଉରକେଲା : ୨୧/୧୦ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ରିଜର୍ଭ ପଡ଼ିଆରେ ୬୪ ତମ ପୋଲିସ ସହୀଦ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଉରକେଲାଏସ୍ ପି ଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ!-->…
Read More...
Read More...
ରାଉରକେଲା : ରାଉରକେଲା ବସ୍ ଷ୍ଟାଣ୍ଡ ରୁ ଗଡୁ ନାହିଁ ବସ୍।। ଘରୋଇ ବସ୍ ଷ୍ଟ୍ରାଇକ୍ ଯୋଗୁଁ ସମସ୍ତ ବସ ଚଳାଚଳ ବନ୍ଦ।
ରାଉରକେଲା : ୨୦/୧୦ (ସତ୍ୟାନ୍ୟୁଜ) ପୂଜା ସମୟରେ ରାଉରକେଲା ସମେତ ସମଗ୍ର ରାଜ୍ୟରେ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଲକ୍ଷ୍ମୀ ବସ ଚଳାଚଳ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ଅନିର୍ଦ୍ଦିଷ୍ଟ କାଳ!-->…
Read More...
Read More...
ରାଉରକେଲା : ଆରଏସପି ନିର୍ମିତ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲୋ ହସ୍ପିଟାଲ ଚଳାଇବ।। ଆରଏସପି ଏବଂ ଆପୋଲୋ…
ରାଉରକେଲା : ୧୯/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ ନବନିର୍ମିତ ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଓ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଆପୋଲୋ ହସ୍ପିଟାଲ ଏଣ୍ଟରପ୍ରାଇଜ ଲିମିଟେଡ଼ ପରିଚାଳନା କରିବ। ଏହି ସହଭାଗୀତା ନେଇ ବୁଧବାର ଦିନ ରାଉରକେଲା ଇସ୍ପାତ ଟ୍ରଷ୍ଟ ଏବଂ ଆପୋଲୋ ହସ୍ପିଟାଲ!-->…
Read More...
Read More...
ସୁନ୍ଦରଗଡ : ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ।। ଦଣ୍ଡାଦେଶ ଶୁଣାଇଲେ…
ସୁନ୍ଦରଗଡ : ୧୯/୧୦ ( ସତ୍ୟାନ୍ୟୁଜ) ଏକ ସମ୍ବେଦନଶୀଳ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାର କରି ସୁନ୍ଦରଗଡ଼ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୬ ମସିହା ଅକ୍ଟୋବର ମାସରେ ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ୪ ବର୍ଷୀୟ ଶିଶୁ କନ୍ୟାକୁ ଅପହରଣ, ଦୁଷ୍କର୍ମ ଓ!-->…
Read More...
Read More...
ସୁନ୍ଦରଗଡ଼ : ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ଗ୍ରାମ ବାସୀ ମୃତ।। ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଫୁଲବାରୀ ଲାଖପଡାର…
ସୁନ୍ଦରଗଡ଼ : ୧୯/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ। ବର୍ଷ ସାରା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବରେ ବହୁ ଧନ ଜୀବନ ନଷ୍ଟ ହେବାରେ ଲାଗିଛି। ବୁଧବାର ରାତିରେ ଜିଲ୍ଲାର ବଡ଼ଗାଁ ଫରେଷ୍ଟ ରେଞ୍ଜ ର ଫୁଲବାରୀ ଲାଖପଡ଼ା ରେ ହାତୀ ଆକ୍ରମଣରେ!-->…
Read More...
Read More...
ରାଉରକେଲା : ସରକାରୀ ଯୋଜନାରୁ ବଞ୍ଚିତ ରଘୁନାଥପାଲି ନିର୍ବାଚନ ମଣ୍ଡଳୀ ଲୋକ ଭେଟିଲେ ମହାନଗର ନିଗମ ଡେପୁଟି…
ରାଉରକେଲା : ୧୮/୧୦ (ସତ୍ୟାନ୍ୟୁଜ) ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରରେ ବସବାସ କରୁଥିବା ସାଧାରଣ ଜନତା ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବିଶେଷ ସୁଫଳ ପାଉ ନଥିବା ଅଭିଯୋଗ ହେଉଛି l ରାଉରକେଲା ମହାନଗର ନିଗମ ଦ୍ୱାରା ବିଭିନ୍ନ ବସ୍ତି ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସେମାନଙ୍କ!-->…
Read More...
Read More...
ରାଉରକେଲା : କେ ବଳଙ୍ଗ ଥାନା ପଟାସାହି ରେଲୱେ ସାଇଡିଂରେ ବ୍ୟବସାୟୀଙ୍କ ଗାଡି ଉପରକୁ ଗୁଳି ମାଡ଼।। ୩ ଅଟକ, ୩ ଫେରାର।…
ରାଉରକେଲା : ୧୮/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ପଟାସାହି ରେଲୱେ ସାଇଡିଂ ରେ ବୁଧବାର ଦିନ ଏକ ଗୁଳିକାଣ୍ଡ ଘଟଣା ଉକ୍ତ ଅଞ୍ଚଳରେ ଅଲୋଡନ ସୃଷ୍ଟି କରିଛି। ଜଣେ ବ୍ୟବସାୟୀଙ୍କ ଉପରକୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଗୁଳି ମାଡ କରାଯାଇଥିବା ସୂଚନା!-->…
Read More...
Read More...