ରାଉରକେଲା : ୬୪ ତମ ପୋଲିସ ସହୀଦ ଦିବସ ପାଳିତ।। ସହୀଦ ପୋଲିସ କର୍ମୀଙ୍କୁ ଅମର ଯବାନ ସହୀଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି।

0 340

ରାଉରକେଲା : ୨୧/୧୦ (ସତ୍ୟାନ୍ୟୁଜ) ରାଉରକେଲା ପୋଲିସ ରିଜର୍ଭ ପଡ଼ିଆରେ ୬୪ ତମ ପୋଲିସ ସହୀଦ ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଉରକେଲା
ଏସ୍ ପି ଙ୍କ ସମେତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଏବଂ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମାନେ କର୍ତ୍ତବ୍ୟ ପାଳନ ବେଳେ ଦେଶରେ ସହୀଦ ହୋଇଥିବା ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡରେ ମୁଖ୍ୟ ଅତିଥି ଡିଆଇଜି ନୀତି ଶେଖର ଅଭିବାଦନ ଗ୍ରହଣ କରିଥିଲେ।

Leave A Reply

Your email address will not be published.