Browsing Category

ଓଡିଶା

ରାଉରକେଲା : ନଭେମ୍ବର ୧ ତାରିଖରୁ ଭୁବନେଶ୍ୱର ଦେଇ ରାଉରକେଲା- କୋଲକାତା ମଧ୍ୟରେ ବିମାନ ଚଳାଚଳ।। କୋଲକାତା ଡାଇରେକ୍ଟ…

ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ଦୀର୍ଘ ଦିନର ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୧ ତାରିଖରୁ ରାଉରକେଲା- କୋଲକତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବାର ସୂଚନା ମିଳିଛି । ପୂର୍ବରୁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ବିମାନ କୁ କୋଲକାତା ସହ ସଂଯୋଗ କରାଯିବ। ବିମାନ
Read More...

ରାଉରକେଲା : ରାଉରକେଲାରେ ପଥ ଉତ୍ସବ ସହ ରଙ୍ଗୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ।। ଯୁବ ପିଢିଙ୍କୁ ନୂତନ ଭୋଟର ତାଲିକାରେ…

ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ଆଗାମୀ ପିଢ଼ିର ଭୋଟର ମାନଙ୍କୁ ସଚେତନ କରାଇବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଶନିବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଭୋଟର ସଚେତନତା ଶୋଭାଯାତ୍ରା ଉଦିତନଗର ଆମ୍ବେଦକର ଛକରୁ ବାହାରି ନେତାଜୀ ଫିଟନେସ ପାର୍କରେ
Read More...

ରାଉରକେଲା : ରାଉରକେଲା ବଜ଼ାରରେ ପିଆଜ ରେଟ୍ ଆଜି କିଲୋ ପ୍ରତି ୬୦।। ପିଆଜ ଦର ବୃଦ୍ଧି ଆଉ ଏକ ମାସ ରହିବା ସମ୍ଭାବନା।

ରାଉରକେଲା : ୨୭/୧୦ (ସତ୍ୟାନ୍ୟୁଜ) ରକେଟ ବେଗରେ ବଢୁଛି ପିଆଜ ଦର। ସପ୍ତାହକ ପୂର୍ବରୁ ରାଉରକେଲା ବଜ଼ାରରେ ପିଆଜ ଦର କିଲୋ ପ୍ରତି ୩୦ ଟଙ୍କା ଥିବା ବେଳେ ଆଜି ଖୋଲା ବଜ଼ାରରେ କିଲୋ ପ୍ରତି ୫୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ନବରାତ୍ର ପରେ ହଠାତ ପିଆଜର ଦର ବୃଦ୍ଧିର ପ୍ରକୃତ କାରଣ ଜଣା ପଡି
Read More...

ରାଉରକେଲା : ବୋନସ୍ ଦାବିରେ କୋଇଲା ଗେଟ୍ ନିକଟରେ ବିକ୍ଷୋଭ।। ଇସ୍ପାତ କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ।

ରାଉରକେଲା : ୨୭/୧୦ ( ସତ୍ୟାନ୍ୟୁଜ) ଇସ୍ପାତ କର୍ମଚାରୀ ଏବଂ ଠିକା ଶ୍ରମିକଙ୍କୁ ୪୦ ହଜାର ୫୦୦ ଟଙ୍କା ବୋନସ୍ ଦେବା ସହ ଅନ୍ୟାନ୍ୟ ଦାବିରେ ଆଜି ଇସ୍ପାତ କର୍ମଚାରୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଟୁ ପକ୍ଷରୁ ରାଉରକେଲା କୋଇଲା ଗେଟ୍ ନିକଟରେ କରା ଯାଇଥିବା ଏହି ବିକ୍ଷୋଭରେ
Read More...

ରାଇରଙ୍ଗପୁର : ଯୁବକଙ୍କୁ ତଣ୍ଟି କାଟି ନିର୍ମମ ହତ୍ୟା।। ପୋଲିସ ତଦନ୍ତ ଜାରି।

ରାଇରଙ୍ଗପୁର : ୨୭/୧୦ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଝଲଡୁଙ୍ଗୁରି ଗ୍ରାମର ଏକ ପୋଲ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦୟ ନାଥ କିସ୍କୁ ନାମକ ଏହି ୪୦ ବର୍ଷୀୟ ବ୍ୟକ୍ତିଙ୍କୁ କେହି ଦୁବୃର୍ତ୍ତ ଧାରୁଆ
Read More...

ରାଉରକେଲା : ଏ ଏସ୍ ଆଇ ଆଲିଶ୍ ଲୁଗୁନଙ୍କୁ ହତ୍ୟା କରାଯାଇଥିବା ଦୋହରାଇଲେ ସ୍ୱାମୀ ଏବଂ ଭାଇ।। ସିବିଆଇ ତଦନ୍ତ ଦାବି।

ରାଉରକେଲା : ୨୬/୧୦ (ସତ୍ୟାନ୍ୟୁଜ) ରାଉରକେଲା ଉଦିତନଗର ଥାନାଏ ଏସ୍ ଆଇ ଆଲିଶ୍ ଲୁଗୁନଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ। ତାଙ୍କୁ ହତ୍ୟା କରାଯାଇଛି। ପୁଣି ଏହି ଅଭିଯୋଗ ଆଣିଛନ୍ତି ଆଲିଶ୍ ଙ୍କ ଭାଇ ଏବଂ ସ୍ୱାମୀ। ଗୁରୁବାର ଦିନ ଏହି ସନ୍ଦର୍ଭରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ
Read More...

ରାଉରକେଲା : ଦେଓ ନଦୀ ଉପରେ ବ୍ରିଜ କାମ ଶିଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ମୁକ୍ତିକାନ୍ତଙ୍କ ଆମରଣ ଅନଶନ।। ଗାନ୍ଧୀ…

ରାଉରକେଲା : ୨୬/୧୦ (ସତ୍ୟାନ୍ୟୁଜ) ଦେଖନ୍ତୁ .…. କିପରି ବିପଦ ସଂକୁଳ ଅବସ୍ଥାରେ ଲୋକ ମାନେ ବ୍ରିଜ ତଳକୁ ଓହ୍ଲାଉଛନ୍ତି। ଛୋଟ ପିଲାଙ୍କୁ ହାତରେ ଧରି ଅସ୍ଥାୟୀ ବାଉଁଶ ସିଢୀରେ ତଳକୁ ଓଲ୍ଲାଉଛନ୍ତି। ଏ ଦୃଶ୍ୟ ହେଉଛି ରାଉରକେଲା ନିକଟ ବିଶ୍ରା ବ୍ଲକର ମିଟ୍ କୁନ୍ଦୁରି ଦେଓ ନଦୀ ଉପରେ
Read More...

ରାଜଗାଙ୍ଗପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଦେଖୁଛନ୍ତି ବିଧାୟକ।। ଡାକ୍ତର ଯାଇଛନ୍ତି ପୂଜା ଛୁଟିରେ।

ରାଜଗାଙ୍ଗପୁର : ୨୬/୧୦ (ସତ୍ୟାନ୍ୟୁଜ) ବିଧାୟକ ଦେଖୁଛନ୍ତି ରୋଗୀ। ଲାଗିଛି ଲମ୍ବା ଲାଇନ। ପୂଜା ପାଇଁ ଛୁଟିରେ ଯାଇଛନ୍ତି ଡାକ୍ତର। ରୋଗୀ ସଂଖ୍ୟା ଅନୁସାରେ ଡାକ୍ତରଖାନାରେ ନାହାନ୍ତି ଆବଶ୍ୟକୀୟ ଡାକ୍ତର। ଫଳରେ ହଇରାଣ ହେଉଛନ୍ତି ରୋଗୀ। ଏହା ଦେଖି ନିଜେ ରୋଗୀ ଦେଖୁଛନ୍ତି ସ୍ଥାନୀୟ ବିଧାୟକ।
Read More...

ରାଉରକେଲା : ରାଉରକେଲାରେ ଚାଲିଛି ମା ଦୁର୍ଗାଙ୍କ ଭଷାଣି ଉତ୍ସବ।। ବାଲୁଘାଟ କୁତ୍ରିମ ପୋଖରୀରେ କରାଯାଉଛି ବିସର୍ଜନ।

ରାଉରକେଲା : ୨୫/୧୦ (ସତ୍ୟାନ୍ୟୁଜ) ରାଉରକେଲାରେ ଆଜି ଚାଲିଛି ମା ଦୁର୍ଗାଙ୍କ ଭଷାଣି ଉତ୍ସବ। ସହରରେ ଅନୁଷ୍ଠିତ ହୋଇଥିବା ୧୦୮ଟି ମେଢ ମଧ୍ୟରୁ ଆଜି ପ୍ରାୟ ୧୦୦ ଟି ମେଢ ବିସର୍ଜନ କରା ଯାଉଛି। ବ୍ରାହ୍ମଣୀ ନଦୀ କୂଳରେ ଥିବା ବାଲୁଘାଟ କୁତ୍ରିମ ପୋଖରୀରେ ବିସର୍ଜନ ପର୍ବ ସମ୍ପନ୍ନ କରାଯାଉଛି।
Read More...

ରାଉରକେଲା : ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା।। ବିଭିନ୍ନ ପେଣ୍ଡାଲରେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଲାଗି…

ରାଉରକେଲା : ୨୨/୧୦ (ସତ୍ୟାନ୍ୟୁଜ) ଆଜି ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ବିଭିନ୍ନ ପେଣ୍ଡାଲରେ ହେଉଥିବା ବେଳେ ପୀଠରେ ମାଙ୍କ ନବମୀ ପୂଜା କରାଯାଉଛି। ରାଉରକେଲା ହନୁମାନ ବାଟିକାରେ ଥିବା ଦେବୀଙ୍କ ମନ୍ଦିର , ସିଂହାସନୀ ମନ୍ଦିର , ବୈଷ୍ଣଦେବୀ ମନ୍ଦିର , ତାରିଣୀ ମନ୍ଦିର ଆଦିରେ ମା
Read More...