Browsing Category
ଓଡିଶା
ରାଉରକେଲା : ଡେଲିମାର୍କେଟରେ ହରିୟାଣା ଦିବସ ପାଳିତ।। ଏହି ଉପଲକ୍ଷେ ଭଣ୍ଡାରା ର ଅୟୋଜନ।
ରାଉରକେଲା : ୧/୧୧ (ସତ୍ୟାନ୍ୟୁଜ) ହରିୟାଣା ନାଗରିକ ସଙ୍ଘ ପକ୍ଷରୁ ବୁଧବାର ଦିନ ରାଉରକେଲା ଡେଲିମାର୍କେଟ ଠାରେ ହରିୟାଣା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡେଲିମାର୍କେଟ ହରିୟାଣା ଭବନ ସମ୍ମୁଖରେ ଏକ ଭଣ୍ଡାରା ର ଅୟୋଜନ କରାଯାଇଥିଲା। କମିଟି ର ସଦସ୍ୟ ମାନେ ଲୋକ ମାନଙ୍କ ମଧ୍ୟରେ ପୁରୀ!-->…
Read More...
Read More...
ମୟୁରଭଞ୍ଜ : ୭୧ଟି ଦେଶୀ ବନ୍ଧୁକ ଜବତ।। ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ପୋଲିସକୁ ବଡ ସଫଳତା।
ମୟୁରଭଞ୍ଜ : ୩୧/୧୦ (ସତ୍ୟନ୍ୟୁଜ) ଏକ ମିଳିତ ଚଢ଼ାଉରେ ମୟୁରଭଞ୍ଜ ପୋଲିସ ୭୧ ଟି ଦେଶୀ ବନ୍ଧୁକ ଜବତ କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷା ଅଭିଯାନରେ ଏହି ସଫଳତା ପୋଲିସକୁ ମିଳିଛି। ପୂର୍ବରୁ ଅଗଷ୍ଟ ମାସରେ ପୋଲିସ ଚଢ଼ାଉ କରି ୧୫୬ଟି ଦେଶୀ ବନ୍ଧୁକ ଜବତ କରିବା ସହ ୨୬ ଜଣ ଶିକାରୀଙ୍କୁ!-->…
Read More...
Read More...
ରାଉରକେଲା : ବିଜେପି ଯୁବା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସମ୍ମିଳନୀ ୨ ଏବଂ ୩ ନଭେମ୍ବରରେ।। ଯୋଗ ଦେବେ ରାଜ୍ୟ…
ରାଉରକେଲା : ୩୧/୧୦ (ସତ୍ୟନ୍ୟୁଜ) ଆସନ୍ତା ନଭେମ୍ବର ୨ ଏବଂ ୩ ତାରିଖରେ ରାଉରକେଲାରେ ବିଜେପି ଯୁବା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକର ଶେଷ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯୋଗ ଦେବାର କାର୍ଯ୍ୟକ୍ରମ!-->…
Read More...
Read More...
ରାଉରକେଲା : ରେଳ ବିଭାଗ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ବିଶ୍ରାରେ ରେଳ ରୋକ ଆନ୍ଦୋଳନ ପ୍ରତ୍ୟାହୃତ।। ୬ ସପ୍ତାହ…
ରାଉରକେଲା : ୩୦/୧୦ (ସତ୍ୟାନ୍ୟୁଜ) ୧୦ ଘଣ୍ଟା ଧରି ହାଉଡା - ମୁମ୍ବାଇ ରେଳ ମାର୍ଗ ବନ୍ଦ ରହିଲା ପରେ ସୋମବାର ଅପରାହ୍ନ ୪ଟାରେ ସ୍ଥିତି ସ୍ୱାଭାବିକ ହୋଇଛି। ରାଉରକେଲା ନିକଟ ବିଶ୍ରା ଷ୍ଟେସନରେ ରେଳ ରୋକ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ପରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ରେଳବାଇ!-->…
Read More...
Read More...
ମୟୁରଭଞ୍ଜ : ଅଧିଷ୍ଠାତ୍ରୀ ଦେବୀ କୀଚକେଶ୍ୱରୀ ମନ୍ଦିରରେ ଆକର୍ଷଣୀୟ ଅଲୋକୀକରଣ।। ଏବେ ପ୍ରତିଦିନ ମିଳିବ ଅନ୍ନ ପ୍ରସାଦ।
ମୟୁରଭଞ୍ଜ : ୩୦/୧୦ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ । ଏହି ମନ୍ଦିରଟି ବିଶ୍ଵ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇଛି। ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିର କୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ!-->…
Read More...
Read More...
ରାଉରକେଲା : ବିଶ୍ରା ରେ ରେଳ ରୋକ ଆନ୍ଦୋଳନ ଆରମ୍ଭ।। ବିଭିନ୍ନ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ…
ରାଉରକେଲା : ୩୦/୧୦ (ସତ୍ୟାନ୍ୟୁଜ) ବିଶ୍ରା ରେଳ ଷ୍ଟେସନରେ ଆଜି ସକାଳ ୬ଟାରୁ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ରେଳ ରୋକୋ ଆନ୍ଦୋଳନ ଆରମ୍ଭ ହୋଇ ଯାଇଛି। ବିଭିନ୍ନ ଟ୍ରେନର ରହଣି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଛି। କରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ!-->…
Read More...
Read More...
ମୟୁରଭଞ୍ଜ : ଅଭିଯୁକ୍ତଙ୍କ ବ୍ଲେଡ଼ ଆକ୍ରମଣରେ ବିଶୋଇ ଥାନା ମହିଳା ଅଧିକାରୀ ଆହତ।। ଥାନା ଭିତରେ ଘଟିଛି ଏହି ଘଟଣା।
ମୟୁରଭଞ୍ଜ : ୨୯/୧୦ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଥାନାକୁ ଅଭିଯୁକ୍ତକୁ ପଚରା ଉଚୁରା କରବାକୁ ଆଣିଥିବା ବେଳେ ପୋଲିସ ଅଧିକାରୀ ମାନେ ଅଧିକ ସାବଧାନ ହେବା ଉଚିତ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଘଟିଥିବା ଏକ ଘଟଣାରୁ ଏହା ପ୍ରମାଣିତ ହୋଇଛି। ବିଶୋଇ ଥାନା ମହିଳା ପୋଲିସ ଅଧିକାରୀ!-->…
Read More...
Read More...
ବଣାଇ : କୁମାର ପୂର୍ଣ୍ଣିମାରେ କୁଆଁରୀ ଦେବୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା।। ମାନସିକଧାରୀ ମାନଙ୍କ ପ୍ରବଳ ଭିଡ।
ବଣାଇ : ୨୮/୧୦ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବଣାଇରେ ଥିବା କୁଆଁରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଆଜି ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଜିଲ୍ଲା ଏବଂ ବାହାର ରାଜ୍ୟରୁ ମାନସିକ ଧାରୀ ଭକ୍ତ ମାନେ ଏଠାରେ ଥିବା କୁଆଁରୀ ମନ୍ଦିର କୁ ଛୁଟି ଆସିଥିଲେ। କୁଆଁରୀ ଦେବୀଙ୍କ ପୂଜା!-->…
Read More...
Read More...
ରାଉରକେଲା : ମୁକ୍ତିକାନ୍ତଙ୍କ ଅନଶନ ପଞ୍ଚମ ଦିନରେ। ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ଦେଓ ନଦୀ ବ୍ରିଜ ସ୍ଥଳ…
ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ସମାଜସେବୀ ମୁକ୍ତିକାନ୍ତଙ୍କ ଅନଶନ ଆଜି ପଞ୍ଚମ ଦିନରେ ପହଁଚିଛି। ରାଉରକେଲା ନିକଟ ମିଟକୁନ୍ଦୁରିରେ ଥିବା ଦେଓ ନଦୀ ଉପରେ ନିର୍ମାଣଧୀନ ବ୍ରିଜକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ମୁକ୍ତିକାନ୍ତ ଆରମ୍ଭ କରିଛନ୍ତି ଆମରଣ ଅନଶନ। ଏବେ ଏହି ଦାବି ପ୍ରତି!-->…
Read More...
Read More...
ରାଉରକେଲା : ଆସନ୍ତା ୩୦ ତାରିଖରେ ବିଶ୍ରାରେ ରେଳରୋକୋ ଡାକରା।। ବିଭିନ୍ନ ଟ୍ରେନ ରହଣି ଦାବିରେ ଦିଆଯାଇଛି ଏହି ବନ୍ଦ…
ରାଉରକେଲା : ୨୮/୧୦ (ସତ୍ୟାନ୍ୟୁଜ) ଆସନ୍ତା ୩୦ ତାରିଖରେ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ରେଳ ରୋକୋ ଡାକରା ଦିଆଯାଇଛି। କରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ ଷ୍ଟେସନ୍ ରେ ଉତ୍କଳ ଏକ୍ସପ୍ରେସ,ସମଲେଶ୍ଵରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ବୋକାରୋ- ଆଲିପି ଏକ୍ସପ୍ରେସ ଆଦି!-->…
Read More...
Read More...