Browsing Category
ଓଡିଶା
ସୁନ୍ଦରଗଡ଼ : ଦୁଇଦିନରେ ଦୁଇଟି ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ସଶସ୍ତ୍ର ଡକାୟତି।। ଜଣେ ଗିରଫ , ଦୁଇ ବାଇକ ଜବତ।। ୩…
ସୁନ୍ଦରଗଡ଼ : ୩/୧୧ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାରେ ଏବେ ସଶସ୍ତ୍ର ଲୁଟେରା ମାନଙ୍କ ଗତିବିଧି ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇଟି ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ମୁନରେ ଲୁଟ୍ ଘଟଣା ପୋଲିସର ନିଦ ହଜାଇ ଦେଇଛି। ବୁଧବାର ଦିନ କୁତ୍ରା ଥାନା ଅନ୍ତର୍ଗତ ପୁରକାପାଲି ଷ୍ଟେଟ!-->…
Read More...
Read More...
ବିରମିତ୍ରପୁର : ସହର ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ।। କେଉଁଠି ଡ୍ରେନ ମୁକୁଳା ତା ଆଉ…
ରାଉରକେଲା : ୨/୧୧ (ସତ୍ୟାନ୍ୟୁଜ) ବିରମିତ୍ରପୁର ସହର ଦେଇ ଯାଇଛି ୧୪୩ ନମ୍ବର ଜାତୀୟ ରାଜପଥ। ଏହି ରାଜପଥ ରାଞ୍ଚି କୁ ସଂଯୋଗ କରୁ ଥିବାରୁ ଏହାର ଗୁରୁତ୍ୱ ରହିଛି। କିନ୍ତୁ ବିଭାଗୀୟ ଅବହେଳା ଏବଂ ଠିକାଦାରଙ୍କ ଦାୟିତ୍ୱହୀନତା ଯୋଗୁଁ ସହର ମଧ୍ୟ ଦେଇ ଯାଇଥିବା ରାଜପଥର ଅବସ୍ଥା ଶୋଚନୀୟ ହୋଇ!-->…
Read More...
Read More...
ରାଉରକେଲା : ପିଆଜ କିଣିବା ଲାଗି ଠେଲାପେଲା।। ମହିଳା କଂଗ୍ରେସ କେଜି ପ୍ରତି ୩୦ ଟଙ୍କାରେ ବିକିଲେ ପିଆଜ।
ରାଉରକେଲା : ୨/୧୧ (ସତ୍ୟାନ୍ୟୁଜ) ପିଆଜ କିଣିବା ଲାଗି ଭିଡ଼ ଏବଂ ଠେଲା ପେଲା। ସାରା ରାଜ୍ୟରେ ପିଆଜ କେଜି ପ୍ରତି ୫୦ରୁ ୬୦ ଟଙ୍କାରେ ମିଳୁ ଥିବା ବେଳେ ରାଉରକେଲାରେ ପିଆଜ କିଣିବା ଲାଗି ଭିଡର କାରଣ ଜଣା ପଡୁ ନଥିଲା। ତେବେ ଜଣା ପଡ଼ିଲାଯେ ପିଆଜ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ ମିଳୁଛି।!-->…
Read More...
Read More...
ରାଉରକେଲା : ଟିମ୍ବର କଲୋନୀର ଯୁବକ ରାଜା ଘଡାଇଙ୍କୁ କୋରାପୁଟରେ ହତ୍ୟା ଅଭିଯୋଗ।। ତଦନ୍ତ ପାଇଁ ରାଉରକେଲାରେ ପହଞ୍ଚିଲେ…
ରାଉରକେଲା : ୨/୧୧ ( ସତ୍ୟାନ୍ୟୁଜ) ରାଉରକେଲା ଟିମ୍ବର କଲୋନୀରୁ ନିଖୋଜ ହୋଇଥିବା ୨୭ ବର୍ଷୀୟ ଯୁବକ ରାଜା ଘଡାଇ ର ମୃତ ଦେହ କୋରାପୁଟର ପଟାଙ୍ଗୀ ଥାନା ଅଞ୍ଚଳରୁ ମିଳିଛି। ପରିବାର ଲୋକେ ରାଜାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏବାବଦରେ ପଟାଙ୍ଗୀ ଥାନା ପୋଲିସ ଏକ ହତ୍ୟା ମାମଲା!-->…
Read More...
Read More...
ରାଉରକେଲା : ରାଉରକେଲାରେ ଦୁଇଦିନିଆ ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ଆରମ୍ଭ।। ଯୋଗଦେଲେ ରାଜ୍ୟ ସଭାପତି…
ରାଉରକେଲା : ୨/୧୧ (ସତ୍ୟାନ୍ୟୁଜ) ରାଉରକେଲାରେ ବିଜେପି ଯୁବ ମୋର୍ଚ୍ଚାର ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗୁରବର ଦିନ ଉଦଘାଟିତ ହୋଇଯାଇଛି। ହୋଟେଲ ରାଧିକା ରିଜେନ୍ସିରେ ଅୟୋଜିତ ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଠକ ଆରମ୍ଭ!-->…
Read More...
Read More...
ମୟୁରଭଞ୍ଜ : ରାଜ୍ୟ ବାହାରକୁ ଗୋ ଚାଲାଣ ବେଲଗାମ।। ଗୋରୁ ବୋଝେଇ କଣ୍ଟେନର ଓଲଟି ୪୫ ଗୋରୁ ମୃତ।। ଗୋଚାଲାଣ ବନ୍ଦ ଦାବି…
ମୟୁରଭଞ୍ଜ : ୧/୧୧ (ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଦୁଆରଶୁଣୀ ଘାଟିରେ ମଙ୍ଗଳବାର ଭୋର୍ ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର (ଡବ୍ଲ୍ୟୁବି-୧୧-ଡି-୩୭୨୪) ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୪୫ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ!-->…
Read More...
Read More...
ରାଉରକେଲା : ଭେଣ୍ଡିଂ ଯୋନରେ ଦୋକାନ ଘର ଆବଣ୍ଟନରେ ଅନିୟମିତତା ଅଭିଯୋଗ।। ଆରଏମସି କମିଶନରଙ୍କୁ ଭେଟିଲେ ଯୁବ କଂଗ୍ରେସ…
ରାଉରକେଲା : ୧/୧୧ ( ସତ୍ୟାନ୍ୟୁଜ) ରାଉରକେଲା ଜେଲ ରୋଡ଼ ଗାର୍ଡେନ ବାର ନିକଟରେ ନୂତନ ଭାବେ ନିର୍ମିତ ଭେଣ୍ଡିଂ ଯୋନର ଦୋକାନ ଆଲଟମେଣ୍ଟରେ ବ୍ୟାପକ ପ୍ରିୟା ପ୍ରୀତି ପୋଷଣ କରା ଯାଇଥିବା ଅଭିଯୋଗ ହୋଇଛି। ବିସ୍ଥାପିତ ହୋଇଥିବା ପ୍ରକୃତ ହିତାଧିକାରୀଙ୍କୁ ଦୋକାନ ଘର ଦିଆ ନଯାଇ ଦଳୀୟ ଭିତ୍ତିରେ!-->…
Read More...
Read More...
ରାଉରକେଲା : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବୁରୁଡ଼ିରେ ରାସ୍ତା ଅବସ୍ଥା ଶୋଚନୀୟ।। ରାସ୍ତା ନିର୍ମାଣ ଦାବିରେ ଗାଁ…
ରାଉରକେଲା : ୧/୧୧ (ସତ୍ୟାନ୍ୟୁଜ) ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବୁରୁଡ଼ି ଗ୍ରାମ ଏବଂ ଆଖ ପାଖ ବସ୍ତିର ରାସ୍ତା ଜର୍ଜର ଅବସ୍ଥାରେ ରହିଛି। ଟାଙ୍ଗରପାଲି ଛକରୁ ନେଇ ବୁରୁଡ଼ି ପୋଖରୀ ପର୍ଯ୍ୟନ୍ତ ରାସ୍ତାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଏହି ରାସ୍ତାରେ କୌଣସି ଗାଡି ମଟର ଯିବା ଦୂର!-->…
Read More...
Read More...
ମୟୁରଭଞ୍ଜ : କରଞ୍ଜିଆରେ ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢ଼ାଉ।। ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବାଣ ଜବତ।
ମୟୁରଭଞ୍ଜ : ୧/୧୧ (ସତ୍ୟାନ୍ୟୁଜ) ଆଗକୁ ଆସୁଛି ଦୀପାବଳି। ଦୀପାବଳି ଲାଗି ବିଭିନ୍ନ ସ୍ଥାନରେ ବାଣ ଗଛିତ କରାଗଲାଣି। କିନ୍ତୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଣ ଗଚ୍ଛିତ ରଖାଯିବାର ସୂଚନା ମିଳୁଛି। ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ପରିଷଦର ୯ ନମ୍ବର ୱାର୍ଡରେ!-->…
Read More...
Read More...
ରାଉରକେଲା : ଡେଲିମାର୍କେଟରେ ହରିୟାଣା ଦିବସ ପାଳିତ।। ଏହି ଉପଲକ୍ଷେ ଭଣ୍ଡାରା ର ଅୟୋଜନ।
ରାଉରକେଲା : ୧/୧୧ (ସତ୍ୟାନ୍ୟୁଜ) ହରିୟାଣା ନାଗରିକ ସଙ୍ଘ ପକ୍ଷରୁ ବୁଧବାର ଦିନ ରାଉରକେଲା ଡେଲିମାର୍କେଟ ଠାରେ ହରିୟାଣା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡେଲିମାର୍କେଟ ହରିୟାଣା ଭବନ ସମ୍ମୁଖରେ ଏକ ଭଣ୍ଡାରା ର ଅୟୋଜନ କରାଯାଇଥିଲା। କମିଟି ର ସଦସ୍ୟ ମାନେ ଲୋକ ମାନଙ୍କ ମଧ୍ୟରେ ପୁରୀ!-->…
Read More...
Read More...