Browsing Category

ଓଡିଶା

ରାଉରକେଲା : ଧରତି ଆଵା ବିର୍ସ। ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ।। ବିର୍ସ। ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ…

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସ। ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇ ଯାଇଛି। ସକାଳେ ବିର୍ସ। ଛକରେ ଥିବା ବିର୍ସ। ମୁଣ୍ଡା ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା।
Read More...

ସୁନ୍ଦରଗଡ : କାର ଧକ୍କାରେ ଦୁଇ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ପରେ ଉତ୍ତେଜନା , ରାଜପଥ ଅବରୋଧ।। ବଡ଼ଗାଁ ଥାନା ୧୦ ନମ୍ବର…

ସୁନ୍ଦରଗଡ଼: ୧୫/୧୧ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଜି ଦୁଇଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇ ଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକମାନେ ୧୦ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି। ଉଭୟ ପଟରେ ଶହଶହ ଗାଡି ଅଟକି ରହିଛି।
Read More...

ସୁନ୍ଦରଗଡ଼ : ପୋଟଳ ଚାଷ କରି ବର୍ଷକୁ ଆୟ କରୁଛନ୍ତି ୬୦ ଲକ୍ଷ ଟଙ୍କା।। ଜିଲ୍ଲାର ବୁଡାବାହାଲ ଗ୍ରାମ ଏବେ ପୋଟଳ ଚାଷ ଗାଁ…

ରାଉରକେଲା : ୧୪/୧୧ (ସତ୍ୟାନ୍ୟୁଜ) ଇଚ୍ଛାଶକ୍ତି ଥିଲେ ଏବଂ ସୁଯୋଗ ସୁବିଧା ମିଳିଲେ ଲୋକ ସ୍ୱାବଲମ୍ବୀ ହୋଇ ଭଲ ରୋଜଗାର କରି ପାରିବ। ଏହି କଥାକୁ ସାକାର କରିଛନ୍ତି ସୁନ୍ଦରଗଡ ଜିଲ୍ଲା ବୁଡାବାହାଲ ଗ୍ରାମର ୧୦୨ ପରିବାର। ୬୦ ଏକର ଜମିରେ ପୋଟଳ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏହି
Read More...

ବଣାଇ : ଗୁପଚୁପ ଖାଇ ଛଅ ଜଣ ଝିଅ ଅସୁସ୍ଥ।। ବଣାଇ ଡାକ୍ତରଖାନାରେ ଭର୍ତ୍ତି।

ବଣାଇ : ୧୪/୧୧ (ସତ୍ୟାନ୍ୟୁଜ) ଗୁପଚୁପ୍ ଖାଉଥିଲେ ସାବଧାନ। ଭଲ ଭାବେ ଯାଞ୍ଚ କରି ପରିସ୍କାର ପାରିଚ୍ଛନ୍ନତା ଉପରେ ଧ୍ୟାନ ଦେଇ ଗୁପଚୁପ ଖାଆନ୍ତୁ। ସୂଚନା ଅନୁସାରେ ଗୁପଚୁପ ଖାଇ ଆଜି ବଣାଇ ଡାକ୍ତରଖାନାରେ କେନ୍ଦ୍ରୀକଳା ଗ୍ରାମର ୬ ଜଣ ଝିଅ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତକାଲି
Read More...

ରାଉରକେଲା : ଦ୍ରୁତଗାମୀ କାର ଧକ୍କାରେ ବଣିକ ସଙ୍ଘ କର୍ମଚାରୀଙ୍କ ମୃତ୍ୟୁ।। ହକି ଛକ ନିକଟରେ ସାଇକେଲକୁ ଧକ୍କା ଦେଲା…

ରାଉରକେଲା : ୧୩/୧୧ (ସତ୍ୟାନ୍ୟୁଜ) ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାଉରକେଲା ବଣିକ ସଂଘର ଜଣେ କର୍ମଚାରୀ ମୃତ୍ୟୁ ବରଣ କରିଛନ୍ତି। ଦୁର୍ଘଟଣାର ଶିକାର ସୌରଭ ମହାପାତ୍ର ତାଙ୍କ ସାଇକେଲରେ ବଣିକ ସଙ୍ଘ କାର୍ଯ୍ୟାଳୟ ଆସୁଥିବା ବେଳେ ହକି ଛକ ନିକଟରେ ଏକ ଦ୍ରୁତଗାମୀ କିଆ କାର
Read More...

ରାଉରକେଲା : ପେଟ୍ରୋଲ ପମ୍ପରେ ଚଳନ୍ତା କାରରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଲେ ଗାଡି ଚାଳକ ଏବଂ ଅରୋହି।

ରାଉରକେଲା : ୧୩/୧୧ (ସତ୍ୟାନ୍ୟୁଜ) ରାଉରକେଲା ଦେଓଗାଁ ସ୍ଥିତ ଫେଟକଲ ପଟ୍ରୋଲ ପମ୍ପ କ୍ୟାମ୍ପସରେ ଆଜି ସନ୍ଧ୍ୟାରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯିବାରୁ ଭୟର ବାତାବରଣ ଖେଳି ଯାଇଥିଲା। ଗାଡି ଚାଳକ ଏବଂ ଅନ୍ୟ ଜଣେ ଅରୋହି ଗାଡିରୁ ଡେଇଁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ
Read More...

ରାଉରକେଲା : ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ।। କୋଏଲ ନଗରର ଏକ ଘରେ ନିଆଁ ଲାଗିଛି।। ନିଆଁ…

ରାଉରକେଲା : ୧୩/୧୧ (ସତ୍ୟାନ୍ୟୁଜ) ରାଉରକେଲା କୋଏଲ ନଗର ଏ ବ୍ଲକରେ ଥିବା ଏକ ଘରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି। ନିଆଁ ଲିଭାଇବାରେ ଦୁଇଟି ଫାୟାର ବ୍ରିଗେଡ଼ ନିୟୋଜିତ କରାଯାଇଛି। ସୂଚନା ଅନୁଯାୟୀ କୋଏଲ ନଗର ଏ ବ୍ଲକର ୩୧୫ ଘର
Read More...

ବିରମିତ୍ରପୁର : ଟ୍ରେଲର ଧକ୍କାରେ ପଥାଚାରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ୧୪୩ ନମ୍ବର ଜାତୀୟ…

ବିରମିତ୍ରପୁର : ୧୨/୧୧ (ସତ୍ୟାନ୍ୟୁଜ) ରବିବାର ସନ୍ଧ୍ୟାରେ ସମସ୍ତେ ଦୀପାବଳି ଉତ୍ସବ ମନାଉଥିବା ବେଳେ ବିରମିତ୍ରପୁରରେ ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଘଟିଛି ୧୪୩ ନମ୍ବର ଜାତୀୟ ରାଜପଥ ଡେଲି ମାର୍କେଟ ଅଞ୍ଚଳରେ। ଏକ ଟ୍ରେଲର ଜଣେ ବ୍ୟକ୍ତିଙ୍କ ଉପରେ ମାଡି ଯିବାରୁ
Read More...

ରାଉରକେଲା : ନୂତନ ଜାତୀୟ ଶିକ୍ଷା ନୀତି ଉପରେ କର୍ମଶାଳା ଅନୁଷ୍ଠିତ।। ଓରିଏଣ୍ଟ ବ୍ଲାକ ଶ୍ୱାନ୍ ପ୍ରକାଶନ ସଂସ୍ଥା…

ରାଉରକେଲା : ୧୧/୧୧ (ସତ୍ୟାନ୍ୟୁଜ) ଏବେ ଦେଶରେ ଶିକ୍ଷା ବ୍ୟବସ୍ଥାରେ ବହୁ ପରିବର୍ତ୍ତନ କରାଯାଉଛି। ଶିକ୍ଷା କେବଳ ପୁସ୍ତକ ଜନିତ ନହୋଇ କିପରି ଵୃତ୍ତିଗତ ଜୀବନରେ ସହାୟକ ହେବ ତାର ତର୍ଜମା ଚାଲିଛି। ଏଥି ଲାଗି କେନ୍ଦ୍ର ସରକାର ନୂତନ ଜାତୀୟ ଶିକ୍ଷା ପଲିସି ଆରମ୍ଭ କରିବାକୁ ଯାଉଛନ୍ତି। ଏହି
Read More...

ରାଉରକେଲା : ଖୁବ ଶୀଘ୍ର ଉଦଘାଟିତ ହେବାକୁ ଯାଉଛି ସହରର ସାଇନ୍ସ ପାର୍କ।। ଏହି ପାର୍କ ପର୍ଯ୍ୟଟକଙ୍କ ଆକର୍ଷଣର…

ରାଉରକେଲା : ୧୧/୧୧ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଯାଉଛି ସାଇନ୍ସ ପାର୍କ ଏବଂ ପ୍ଳାନେଟରିଅମ। ସାଇନ୍ସ ପାର୍କର କାମ ପ୍ରାୟ ସରି ଆସି ଥିବା ବେଳେ ପ୍ଳାନେଟରିଅମ କାମ ସରିବାକୁ ଆଉ ୩ ରୁ ୪ ମାସ ଲାଗିବ ବୋଲି ସୂଚନା ମିଳିଛି। ୧୬ କୋଟିରୁ
Read More...