Browsing Category

ଓଡିଶା

ରାଉରକେଲା : ସୀମାନ୍ତ ଗୋଏଲକେରା ରେ ଆଇ ଡି ବିସ୍ପୋରଣରେ ସିଆରପିଏଫ ଯବାନ ସହୀଦ।। ଅନ୍ୟ ଦୁଇ ଯବାନ ଆହତ।। ଆହତଙ୍କୁ…

ରାଉରକେଲା : ୧୭/୧୧ (ସତ୍ୟାନ୍ୟୁଜ) ପଶ୍ଚିମ ସିଂହଭୂମ ଜିଲ୍ଲାରେ ନକ୍ସଲ ଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନରେ ଆଜି ଆଇ ଡି ବିସ୍ପୋରଣରେ ଜଣେ ସି ଆର ପି ଏଫ୍ ଯବାନ ସହୀଦ ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଅହତଙ୍କୁ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଇ
Read More...

ସୁନ୍ଦରଗଡ଼ : ଥାନା ସମ୍ମୁଖରେ ଲୋକଙ୍କ ସହ ଧାରଣାରେ ବସିଲେ ସଂସଦ ଜୁଏଲ ଓରାମ।। କରମା ପୂଜା ସ୍ଥଳୀରେ ଭଙ୍ଗାରୁଜା…

ସୁନ୍ଦରଗଡ଼ : ୧୬/୧୧ (ସତ୍ୟାନ୍ୟୁଜ) ଥାନା ସମ୍ମୁଖ ରେ ଧାରଣା ରେ ବସିଲେ ସାଂସଦ ଜୁଏଲ୍ ଓରାମ। ସୁନ୍ଦରଗଡ ସଦର ଥାନା ସମ୍ମୁଖରେ ଲୋକଙ୍କ ସହ ବସିଲେ ଜୁଏଲ। କରମା ପୂଜା ସ୍ଥଳୀରେ ଭଙ୍ଗାରୁଜା କରିଥିବା ଲୋକଙ୍କୁ ଗିରଫ ଦାବିରେ ଲୋକଙ୍କ ସହ ଧାରଣାରେ ବସିଲେ।ଗତ ମାସ ୨୪ ତାରିଖରେ ସୁନ୍ଦରଗଡ
Read More...

ରାଉରକେଲା : ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହେବ ନାହିଁ।। ବିଜେପି ଏକାଠି ଲଢ଼ି ରାଜ୍ୟରେ ସରକାର ଗଢ଼ିବ।

ରାଉରକେଲା : ୧୭/୧୧ (ସତ୍ୟନ୍ୟୁଜ) 'ଆସନ୍ତା ନିର୍ବାଚନରେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହେବ ନାହିଁ, ଏବଂ ବିଜେପି ଏକଲା ନିର୍ବାଚନ ଲଢ଼ି ରାଜ୍ୟରେ ସରକାର ଗଢ଼ିବ'। ଏହା କହିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ। ସାମାଜିକ ଗଣମାଧ୍ୟମ ପ୍ରତିନିଧିନମାନଙ୍କ ସହ
Read More...

ରାଉରକେଲା : କୋଏଲ ନଗର ଠାରେ ୩୬ ଏକର ଜାଗାରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ‘ବିଗ୍ ରିକ୍ରେସନ୍…

ରାଉରକେଲା : ୧୬/୧୧ (ସତ୍ୟାନ୍ୟୁଜ) ରାଉରକେଲା ବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସହରରେ ଅନେକ ପ୍ରକଳ୍ପର ଉନ୍ନତି କରଣ କରାଯାଇଛି। ଏବେ ସହରର ସବୁଠାରୁ ବଡ଼ ଆମୋଦ ପ୍ରମୋଦ ପାର୍କ ନିର୍ମାଣ କରାଯାଉଛି କୋଏଲ ନଗର ଠାରେ।' 'ବିଗ୍ ରିକ୍ରେସନ୍ ପାର୍କ'
Read More...

ବିରମିତ୍ରପୁର : ଛଟ୍ ପର୍ବ ଲାଗି ବିରାମିତ୍ରପୁର ରାମୁ ତଲାବରେ ସଫେଇ କାର୍ଯ୍ୟକ୍ରମ।। ହିନ୍ଦୁ ସେନା ପକ୍ଷରୁ କରାଯାଉଛି…

ବିରମିତ୍ରପୁର : ୧୬/୧୧ (ସତ୍ୟାନ୍ୟୁଜ) ଆଉ ମାତ୍ର ଦୁଇ ଦିନ ରହିଲା ଛଟ୍ ପୂଜା। ଏଥି ପାଇଁବିଭିନ୍ନ ଅନୁଷ୍ଠାନ , ସଙ୍ଗଠନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଛଟ୍ ପର୍ଵ ଲାଗି ରାଉରକେଲାରେ ପ୍ରସ୍ତୁତି ଚାଲିଥିବା ବେଳେ ବିରମିତ୍ରପୁରରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜଳାଶୟ ସଫା
Read More...

ରାଉରକେଲା : କଲୁଙ୍ଗା ଆଇଡିସି ରେ ଏକ କାରଖାନାରେ ପୋଡ଼ି ହୋଇ ଜଣେ ମୃତ ଦୁଇ ଗୁରୁତର।। ଗୁରୁତର ଆହତ ଜେପି ହସ୍ପିଟାଲରେ…

ରାଉରକେଲା : ୧୬/୧୧ (ସତ୍ୟାନ୍ୟୁଜ) ରାଉରକେଲା କଲୁଙ୍ଗା ଆଇଡିସି ସ୍ଥିତ ଶୁଭ ଇସ୍ପାତ ପ୍ରାଇଭେଟ ଲିମିଟେଡ଼ ରେ ଉତପ୍ତ ତରଳ ଲୌହ ସଂସ୍ପର୍ଶରେ ଆସି ଜଣେ କର୍ମଚାରୀ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦୁଇ ଜଣଙ୍କୁ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି
Read More...

ରାଉରକେଲା : ଲାଠିକଟା ବ୍ଲକର ୭ ଟି ପଞ୍ଚାୟତରେ ଉନ୍ନୟନମୂଳକ କାମ ନିମ୍ନମୂଖୀ।। ଅଞ୍ଚଳରେ ବିକାଶ ପାଇଁ ବିଡ଼ିଓଙ୍କ ସହ…

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ଲାଠିକଟା ବ୍ଲକ ଅଧିନସ୍ଥ ସାତ ଗୋଟି ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚାରୁଲତା ସିଂଙ୍କ ସହ ଆଲୋଚନା କରିବା ସହ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ନୂତନ ବିଡ଼ିଓ ସିଂଙ୍କୁ
Read More...

ରାଉରକେଲା : ୨୨ ନମ୍ବର ସେକ୍ଟର ସାରନଗରୀରେ ଅୟୋଜିତ ହେଲା ଗୋ ସମ୍ବର୍ଦ୍ଧନା ଉତ୍ସବ।। ୨୦୦ ରୁ ଉର୍ଦ୍ଧ୍ବ ଗୋମାତାଙ୍କୁ…

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ଗୋ- ପାଳନକୁ ଉତ୍ସାହିତ କରିବା ଲାଗି ଏବଂ ଏଦିଗରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମନା ନେଇଥାଏ ଗୋ ସମ୍ବର୍ଦ୍ଧନା ଉତ୍ସବ। ଚଳିତ ବର୍ଷ ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ରାଉରକେଲାର ୨୨ ନମ୍ବର ସେକ୍ଟର ସାରନଗରୀର କମ୍ୟୁନିଟି
Read More...

ରାଉରକେଲା : ସିଭିଲ ଟାଉନଶିପ ସାଂସ୍କୃତିକ ପରିଷଦ ପକ୍ଷରୁ ୨୬ ନଭେମ୍ବରରେ ବୋଇତ ବନ୍ଦାଣ ଉତ୍ସବ।

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ଆସନ୍ତା ନଭେମ୍ବର ୨୬ ଏବଂ ୨୭ ତାରିଖରେ ରାଉରକେଲା ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସିଭିଲ ଟାଉନଶିପ ସାଂସ୍କୃତିକ ପରିଷଦ ପକ୍ଷରୁ ୨୬ ତାରିଖ ସନ୍ଧ୍ୟାରେ ଏକ ମେଗା ସାଂସ୍କୃତିକ
Read More...

ରାଉରକେଲା : ଧରତି ଆଵା ବିର୍ସ। ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ପାଳିତ।। ବିର୍ସ। ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ…

ରାଉରକେଲା : ୧୫/୧୧ (ସତ୍ୟାନ୍ୟୁଜ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସ। ମୁଣ୍ଡାଙ୍କ ୧୪୮ ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇ ଯାଇଛି। ସକାଳେ ବିର୍ସ। ଛକରେ ଥିବା ବିର୍ସ। ମୁଣ୍ଡା ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା।
Read More...