Browsing Category

ଓଡିଶା

ରାଉରକେଲା : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ରନାଥ ଦ୍ବିବେଦୀଙ୍କ ଜନ୍ମ ବାର୍ଷିକୀ ବସ୍ତିଆ ମେମୋରିଆଲ…

ରାଉରକେଲା : ୧୧/୨ (ସତ୍ୟାନ୍ୟୁଜ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଅରୁଣାଚଳ ପ୍ରଦେଶର ପୂର୍ବତନ ରାଜ୍ୟପାଳ ଡକ୍ଟର ସୁରେନ୍ଦ୍ରନାଥ ଦ୍ବିବେଦୀଙ୍କ ୧୧୨ତମ ଜୟନ୍ତୀ ରାଉରକେଲା ବସ୍ତିଆ ସୃତି ସଦନରେ ପାଳିତ ହୋଇ ଯାଇଛି। ବସ୍ତିଆ ମେମୋରିଆଲ ଟ୍ରଷ୍ଟର ଚେୟାରମ୍ୟାନ ହେମନ୍ତ କୁମାର ମିଶ୍ରଙ୍କ
Read More...

ବମାନଘାଟି : ହେସେଲପଟା ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ମୟୁରଭଞ୍ଜ : ୧୧/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହେସେଲପଟା ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାପାତ୍ରଙ୍କ ମାର୍ଗଦର୍ଶନରେ , ମୟୂରଭଞ୍ଜ ଜୋନ ପୂର୍ବତନ ଇନିସପେକ୍ଟର
Read More...

ରାଉରକେଲା : ବିହାର ତଥା ଉତ୍ତର ଭାରତ ବାସୀଙ୍କ ପାଇଁ ଖୁସି ଖବର।। ଦୁର୍ଗ-ରାଜେନ୍ଦ୍ର ନଗର ଏକ୍ସପ୍ରେସ ଆରା ପର୍ଯ୍ୟନ୍ତ…

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ବିହାର ବାସୀଙ୍କ ପାଇଁ ଖୁସି ଖବର। ଦୁର୍ଗ-ରାଜେନ୍ଦ୍ର ନଗର ଦକ୍ଷିଣ ବିହାର ଏକ୍ସପ୍ରେସକୁ ଆରା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ୧୫ ବର୍ଷ ଧରି ରାଉରକେଲା ବିକାଶ ପରିଚାଳନା କମିଟି (ଆର ଡି ଏସ୍ ସି) ଦ୍ୱାରା କରାଯାଉଥିବା ପ୍ରୟାସ ଚଳିତ ବର୍ଷ ୨୦୨୪
Read More...

ରାଉରକେଲା : ସହରରେ ଆସି ପହଁଚିଲେ ୫ଟି ଦେଶର ମହିଳା ହକି ଦଳ।। ସୋମବାର ଠାରୁ ହକି ପ୍ରୋ ଲିଗ୍।

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ସୋମବାର ଠାରୁ ରାଉରକେଲା ବିରସା ମୁଣ୍ଡା ହକି ଷ୍ଟାଡିଅମରେ ଆରମ୍ଭ ହେବ ହକି ପ୍ରୋ ଲିଗ୍। ଏଥିପାଇଁ ସହରର କ୍ରୀଡ଼ା ପ୍ରେମୀ ମାନେ ବେଶ ଉତ୍ସାହିତ ଥିବା ବେଳେ ଆଜି ୫ଟି ଦେଶର ମହିଳା ହକି ଦଳ ସହରରେ ଆସି ପହଞ୍ଚିଛନ୍ତି। ଭାରତ , ନେଦରଲ୍ୟାଣ୍ଡ , ଅଷ୍ଟ୍ରେଲିଆ
Read More...

ରାଉରକେଲା : ପ୍ରାଣୀଧନ ଡ଼ାକ୍ତରଙ୍କ ଆନ୍ଦୋଳନ ୨୪ ଦିନରେ।। ସଂକଟରେ ପଶୁପକ୍ଷୀଙ୍କ ଜୀବନ।

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ପ୍ରାଣୀ ଧନ ଚିକିତ୍ସକଙ୍କ ଆନ୍ଦୋଳନ ଯୋଗୁ ସଙ୍କଟରେ ପଡିଛି ପଶୁପକ୍ଷୀଙ୍କ ଜୀବନ। ୪ ଦଫା ଦାବି ନେଇ ଭେଟିନାରି ଡାକ୍ତର ମାନେ ଦୀର୍ଘ ୨୪ ଦିନ ହେଲା ଆନ୍ଦୋଳନ କରି ଧାରଣାରେ ବସିଛନ୍ତି। ସମସ୍ତ ଭେଟିନାରି ଡାକ୍ତରଖାନାରେ ଚାବି ପଡିଛି। ରାଜ୍ୟର ସମସ୍ତ
Read More...

ରାଉରକେଲା : ଦୁଇ ଦିନ ପରେ ରାଉରକେଲାରେ ଆରମ୍ଭ ହେବ ହକି ପ୍ରୋ ଲିଗ୍।। ସମସ୍ତ ପ୍ରସ୍ତୁତି ଶେଷ।।

ଆଉ ମାତ୍ର ଦୁଇଦିନ ପରେ ସହରର ବିରସା ମୁଣ୍ଡା ହକି ଷ୍ଟାଡିଅମରେ ଆରମ୍ଭ ହେବ ପ୍ରୋ ଲିଗ୍ ହକି। ଏଥି ପାଇଁ ପ୍ରସ୍ତୁତ ହେଉଛି ରାଉରକେଲା। ଚାଲିଛି ସହରର ସୌନ୍ଦର୍ଯ୍ୟକରଣ। ରାଉରକେଲା ମହାନଗର ନିଗମ ତରଫରୁ ରାସ୍ତା କଡରେ ଥିବା ବିଭିନ୍ନ କାନ୍ଥ ଗୁଡ଼ିକୁ ଚିତ୍ରିତ କରାଯାଉଛି। ଡିଏଭି ଛକ ଠାରୁ
Read More...

ରାଉରକେଲା : କୁଁଡୁଖ ଭାଷାକୁ ସମ୍ବିଧାନରେ ସାମିଲ ଦାବି ଜୋର ଧରିଲା।। ରାଉରକେଲାରେ ସଙ୍ଗଠନର ବିଶାଳ ରାଲି।।…

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) କୁଁଡୁଖ ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ କରାଯିବା ଦାବୀ ଜୋରଦାର ହେଉଛି। ଆଜି ସର୍ବ ଭାରତୀୟ କୁଁଡୁଖ ଯୁବ ସଙ୍ଗଠନ ପକ୍ଷରୁ ଏହି ଦାବି ନେଇ ରାଉରକେଲାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏହି ରାଳିରେ ଛତିଶଗଡ଼ , ଝାରଖଣ୍ଡ ଏବଂ ଓଡ଼ିଶାର
Read More...

ରାଇରଙ୍ଗପୁର : ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ।। ବିଭିନ୍ନ ବିଭାଗର ଅଧିକାରୀଙ୍କ ଯୋଗଦାନ।

ମୟୁରଭଞ୍ଜ : ୮/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଓ ଉନ୍ନୟନମୂଳକ କାର୍ଯ୍ୟର ରୂପାନ୍ତର ଘଟିଛି | ଆଜି ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ସୁଦର୍ଶନପୁର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ
Read More...

ରାଉରକେଲା : କୋଇଡା ଗୀତାରାଣୀ ମାଇନ୍ସର ଟ୍ରାନ୍ସପୋର୍ଟ ଅଫିସରେ ଡକାୟତି।। ଡକାୟତ ମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା…

ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରେ ଥିବା ଗୀତା ରାଣୀ ମାଇନ୍ସ କ୍ୟାମ୍ପସରେ ଥିବା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇ ଯାଇଛି। ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏହି ଡକାୟତି ହୋଇଛି। ୫ ଜଣ ଦ୍ରୁବୃତ୍ତ ପିସ୍ତଲ ଏବଂ
Read More...

ରାଉରକେଲା : ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗୀତା।। ଉଭୟ ପୁରୁଷ ଏବଂ ମହିଳା ଦଳରେ ସୁନ୍ଦରଗଡ ଚମ୍ପିୟାନ।

ରାଉରକେଲା: ୮/୨ (ସତ୍ୟାନ୍ୟୁଜ) 'ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ' କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ରେ ଅନୁଷ୍ଠିତ ରାଜ୍ଯ ସ୍ତରୀୟ ହକି ପ୍ରତିଯୋଗିତା ରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ଦଳ ଚ୍ୟାମ୍ପିୟନ ହୋଇଛି।ବିର୍ସା ମୁଣ୍ଡା ଷ୍ଟାଡିୟମ ରେ ଅନୁଷ୍ଠିତ
Read More...