Browsing Category

ଓଡିଶା

ରାଉରକେଲା : ଅଂଶୁଘାତରେ ଗୋଟିଏ ଦିନରେ ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା।। କେବଳ ରାଉରକେଲାରେ ୧୨ଜଣ…

ରାଉରକେଲା : ୩୧/୫ (ସତ୍ୟାନ୍ୟୁଜ) ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୭ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଉରକେଲାରେ ୧୨ ଜଣ , ବନ୍ଧମୁଣ୍ଡାରେ ଜଣେ ଏବଂ ସୁନ୍ଦରଗଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରୁବାର ଦିନ ଅପରାହ୍ନ ୨ଟାରୁ ରାତି
Read More...

ରାଉରକେଲା : ବିହାର ମୁଜାଫରପୁର ଲିଚୁକୁ ଟକ୍କର ଦେଉଛି ସ୍ଥାନୀୟ ଲିଚୁ।। ସହରକୁ ପ୍ରତିଦିନ ଆସୁଛି ୩ ଟ୍ରକ ଲିଚୁ।

ରାଉରକେଲା : ୩୦/୫ (ସତ୍ୟାନ୍ୟୁଜ) ରାଉରକେଲା ଫଳ ବଜାରରେ ଏବେ ରାଜ୍ କରୁଛି ଲିଚୁ। ରାସ୍ତା କଡରେ ଯୁଆଡେ ଚାହିଁବ ଦେଖିବାକୁ ମୁଳୁଛି ଲିଚୁର ପସରା। ପ୍ରତିବର୍ଷ ଏହି ସମୟରେ ବିହାରର ମୁଜ଼ାଫରପୁରରୁ ଆସିଥାଏ ସ୍ୱାଦିଷ୍ଟ ଲିଚୁ। ଏହି ଲିଚୁ ମାଂସାଳ ହେବା ସହ ବେଶ୍ ମିଠା ଲାଗେ। ତେଣୁ ଏହି ଲିଚୁର
Read More...

ସୁନ୍ଦରଗଡ : ନାବାଳିକା ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ।। ସଜ୍ଜା ଶୁଣାଇଲେ ସ୍ବତନ୍ତ ପୋକ୍ସୋ କୋର୍ଟ।

ସୁନ୍ଦରଗଡ : ୩୦/୫ (ସତ୍ୟାନ୍ୟୁଜ) ୨୦୧୭ ମସିହା ଫେବୃଆରୀ ମାସରେ ରେ ସୁନ୍ଦରଗଡ ତଳସରା ଥାନା କଣ୍ଟାବହାଲ ଗାଁ ରେ ୧୧ ବର୍ଷୀୟ ନାବାଳିକା ହତ୍ୟା ଘଟଣାର ଆଜି ରାୟ ପ୍ରକାଶ ପାଇଛି। ନବଳିକାଟି ତାର କିଛି ସାଙ୍ଗ ମାନଙ୍କ ସାଙ୍ଗରେ ଖେଳୁଥିବା ସମୟ ରେ ଅଭିଯୁକ୍ତ ସୁମିତ ମିଞ୍ଜ ତାକୁ ଟେକି ନେଇ
Read More...

ରାଉରକେଲା : ଯାତ୍ରୀବାହୀ ଟ୍ରେନ ଚଳାଚଳରେ ବିଳମ୍ବ ନେଇ ଓକିଲ ସଂଘର ଉଦବେଗ।। ସମସ୍ୟାର ସମାଧାନ ପାଇଁ ଡିଆରଏମ୍ ଙ୍କୁ…

ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ)ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନ ସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ,ଭୂବନେଶ୍ଵର - ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ଗୁଡ଼ିକର ଯାତାୟାତ ରେ ବିଗତ
Read More...

ରାଉରକେଲା : ଓରାମ କଳା ସଂସ୍କୃତିର ପର୍ବ ‘ଜ୍ୟେଷ୍ଠ ଯାତ୍ରା’ ପାଳିତ।। ପୂର୍ବଜଙ୍କ ବୀରତ୍ୱର ସ୍ମରଣ ଏବଂ…

ରାଉରକେଲା : ୨୮/୫ (ସତ୍ୟାନ୍ୟୁଜ) ହାତରେ ତଲୱାର , ଫାର୍ସା ଆଦି ଧରି ନୃତ୍ୟ କରୁଛନ୍ତି ଆଦିବାସୀ ମହିଳା ମାନେ। ପୁଣି ଘୋଡା ଉପରେ ବସି ନିଜର ବିରତ୍ୱ ପ୍ରଦର୍ଶନ କରୁଛନ୍ତି। ଏପରି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ରାଉରକେଲା ଉଦିତନଗର ସ୍ଥିତ ସରନା ପୂଜା ସ୍ଥଳରେ। ରାଜୀ ପଡାହା ସରନା
Read More...

ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଠାଵ ହେଲା ମହାବଳ ବାଘ ସହ କଳା ବାଘ।। ହାତୀ ଗଣନା ବେଳେ ଜଣା ପଡ଼ିଲା।

ମୟୁରଭଞ୍ଜ : ୨୬/୫ (ସତ୍ୟାନ୍ୟୁଜ)(ଶ୍ୟାମଲେନ୍ଦୁ ପରିଡ଼ା) ଶିମିଳିପାଳ ଅଭୟାରଣ୍ୟରେ ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ବାଘ ଏବଂ କଳା ବାଘ। ଏହା ନିଶ୍ଚିତ ଭାବେ ଏକ ଖୁସି ଏବଂ ଉତ୍ସାହଜନକ ଖବର। ହାତୀ ଗଣନା ବେଳେ ଏହି ମହାବଳ ବାଘର ଉପସ୍ଥିତି ଜଣାପଡିଛି।ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ
Read More...

ସୁନ୍ଦରଗଡ଼ : ଟ୍ରକ ଧକ୍କା ଦେଲା ସ୍କୁଟିକୁ।। ୬ ମାସର ଶିଶୁ କନ୍ୟା ମୃତ।। ଗୁରୁତର ମା ବୁର୍ଲା ସ୍ଥାନାନ୍ତର।

ସୁନ୍ଦରଗଡ଼ : ୨୪/୫(ସତ୍ୟାନ୍ୟୁଜ) ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ କରମଡିହିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଜଣେ ୬ ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଆହତ ହୋଇଛି । ଦ୍ରୁତ ଗତିରେ ଏକ ଟ୍ରକ ମାଡ଼ି ଆସି ରାସ୍ତାରେ ଯାଉଥିବା ସ୍କୁଟିକୁ ଧକ୍କା
Read More...

ରାଉରକେଲା : ମାଲଗାଡି ଲାଇନଚ୍ୟୁତ। ମରାମତି କାମ ଚାଲିଥିବାରୁ ଟେନସା- ବରସୁଆଁ ମାର୍ଗରେ ଯାନ ବାହାନ ଚଳାଚଳ ବନ୍ଦ।

ରାଉରକେଲା : ୨୪/୫ (ସତ୍ୟାନ୍ୟୁଜ) ଟେନସା - ବରସୁଆଁ ମୁଖ୍ୟ ରାସ୍ତାରେ ଗୁରୁବାର ଦିନ ତମାମ ଯାନ ବାହାନ ଚଳାଚଳ ବନ୍ଦ ରହିଥିଲା। ଏପରିକି ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିଲା। ରେଳ ଫାଟକ ବନ୍ଦ କରି ମରାମତି କାମ ଚାଲିଥିବାରୁ ଏହି ମାର୍ଗରେ ସଡକ ଯୋଗାଯୋଗ ବିଛିନ୍ନ ରହିଥିଲା। ବିଳମ୍ବିତ
Read More...

ରାଉରକେଲା : ଶ୍ରମମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସାରଦା ଦେଲେ ଥାନାରେ ଏତେଲା।। ଯୁବନେତା ପ୍ରକାଶ ପାଶ୍ୱନଙ୍କ ନାମରେ…

ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ଶ୍ରମ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୁବ ନେତାଙ୍କ ନାମରେ ଥାନାରେ ଦେଲେ ଏତେଲା। ଯୁବନେତା ପ୍ରକାଶ ପାଶ୍ୱନଙ୍କ ନାମରେ ଦେଲେ ଏଫ ଆଇ ଆର। ଜୀବନରେ ମାରି ଦେବାକୁ ଧମକ ତଥା ଅଭଦ୍ର , ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ଭଳି ସଙ୍ଗୀନ
Read More...

ବିରମିତ୍ରପୁର : ମଦ ବ୍ୟବସାୟୀଙ୍କୁ ଅବକାରୀ ବିଭାଗ କର୍ମଚାରୀଙ୍କ ମାଡ଼ ଅଭିଯୋଗ।। ଅଦାଲତଙ୍କ ନିର୍ଦ୍ଦେଶରେ ସାନି…

ରାଉରକେଲା : ୨୨/୫ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁରରେ ଅବକାରୀ ବିଭାଗ ନାଁରେ ଆସିଛି ଗୁରୁତର ଅଭିଯୋଗ। ଜଣେ ମଦ ବ୍ୟବସାୟୀଙ୍କୁ ପ୍ରବଳ ମାଡ ମରା ଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ବ୍ୟବସାୟୀ ଏ ବାବଦରେ କୋର୍ଟରେ ଅଭିଯୋଗ କଲାପରେ ଅଦାଲତଙ୍କ ନିର୍ଦ୍ଦେଶରେ ତାଙ୍କର ମେଡ଼ିକାଲ
Read More...