Browsing Category

ଓଡିଶା

ରାଉରକେଲା : ଆସନ୍ତାକାଲି ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ନ୍ୟାୟ ଯାତ୍ରା ବିରମିତ୍ରପୁର ପହଞ୍ଚିବ।। ମଙ୍ଗଳବାର…

ରାଉରକେଲା : ୫/୨ (ସତ୍ୟାନ୍ୟୁଜ) ଆସନ୍ତାକାଲି ବରିଷ୍ଠ କଂଗ୍ରେସ ନେତା ତଥା ଏଆଇସିସି ର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିରମିତ୍ରପୁରରେ ଆସି ପହଞ୍ଚିବେ। ଏହା ସହ ରାହୁଲଙ୍କ 'ଭାରତ ଜୋଡୋ ନ୍ୟାୟ ଯାତ୍ରା' ଓଡ଼ିଶାରେ ଆରମ୍ଭ ହେବ। ମଙ୍ଗଳବାର ଦିନ ଏହି ଯାତ୍ରା ଝାରଖଣ୍ଡରୁ ଆସି
Read More...

ଭୁବନେଶ୍ୱର : ଓଡ଼ିଆ ଭାଷା ସମ୍ମିଳନୀରେ ବିଶିଷ୍ଟ ନାଟ୍ୟକାର ସଚ୍ଚି ଦାସ ସମ୍ମାନିତ।। କଲା କ୍ଷେତ୍ରରେ ଉଲ୍ଲେଖନୀୟ…

ଭୁବନେଶ୍ୱର : ୫/୨ (ସତ୍ୟାନ୍ୟୁଜ) ପ୍ରଥମ ବିଶ୍ବ #ଓଡ଼ିଆଭାଷାସମ୍ମିଳନୀରେ ଓଡ଼ିଆ ଭାଷା , କଳା , ସଂସ୍କୃତି ପ୍ରତି ବିଶେଷ ଅବଦାନ ଥିବା ଭାଷାବିତ ମାନଙ୍କ ସହ ଅନେକ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରା ଯାଉଛି। ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।
Read More...

ମୟୁରଭଞ୍ଜ : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ସଫେଇ ଅଭିଯାନ।। ବଣଭୋଜି ସ୍ଥଳରେ ସଫେଇ କଲେ କଲେଜ…

ରାଇରଙ୍ଗପୁର : ୪/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ପକ୍ଷରୁ ଖଡକାଇ ଡ୍ଯାମ ରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ଶତପଥୀଙ୍କ ମାର୍ଗଦର୍ଶନରେ ମହିଳା ମହାବିଦ୍ୟାଳୟର କର୍ମଚାରୀମାନେ ପ୍ରଥମେ ବଣଭୋଜି ସ୍ଥାନରେ
Read More...

ମୟୁରଭଞ୍ଜ : ରାଇରଙ୍ଗପୁର କଲେଜ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ।।

ମୟୁରଭଞ୍ଜ : ୪/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ମହାବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମର ଶ୍ରୀ ଜଗନ୍ନାଥ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ତଥା ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆନୁକୂଲ୍ୟରେ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ସଭାପତି ତ୍ରିଲୋଚନ
Read More...

ବିରମିତ୍ରପୁର : ବାଇକ- ସ୍କୁଟି ମୁହାଁମୁହିଁ ଧକ୍କା।। ୪ ଆହତ , ଜଣେ ଗୁରୁତର।। ଗୁରୁତର ରାଉରକେଲା ସ୍ଥାନାନ୍ତର।

ବିରମିତ୍ରପୁର : ୪/୨(ସତ୍ୟାନ୍ୟୁଜ) ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା ରେ ୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଗୁରୁତର ସ୍କୁଟି ଅରୋହୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ବିରମିତ୍ରପୁର ଥାନା ଅନ୍ତର୍ଗତ ଜଲଙ୍ଗବିରା ପଞ୍ଚାୟତର ବାରାବଂଶ
Read More...

ରାଉରକେଲା : ୟୁଜିଆଇ ର ପୁରାତନ ଛାତ୍ରସଙ୍ଘ ସମାବେଶ ଅନୁଷ୍ଠିତ।। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପୁରାତନ ଛାତ୍ରଛାତ୍ରୀ…

ରାଉରକେଲା : ୪/୨ (ସତ୍ୟାନ୍ୟୁଜ) ରାଉରକେଲା ଉତ୍କଳମଣି ଗୋପବନ୍ଧୁ ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିଅରିଂ ର ପୁରାତନ ଛାତ୍ର ସଙ୍ଘର ଏକ ସମାବେଶ ଅନୁଷ୍ଠାନ କ୍ୟାମ୍ପସରେ ଉଦଘାଟିତ ହୋଇଯାଇଛି। ସଂଘର ସଭାପତି ଆଦିତ୍ୟ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
Read More...

ମୟୁରଭଞ୍ଜ : ରାଜପଥରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ବସ।। ବାହାଘର ପାର୍ଟିର ୧୦ ଜଣ ଆହତ।

କରଞ୍ଜିଆ : ୩/୨ (ସତ୍ୟାନ୍ୟୁଜ)ଛିଡା ହୋଇଥିବା ଟ୍ରକକୁ ପିଟିଲା ଟୁରିଷ୍ଟ ବସ। ଏହି ଦୁର୍ଘଟଣାରେ ୧୦ ଜଣରୁ ଅଧିକ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟାରେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାମସେଦପୁରରୁ ଏକ ବାହାଘର
Read More...

ରାଉରକେଲା : ସାତ ତାରିଖରେ ରାଉରକେଲାରେ ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ନ୍ୟାୟ ଯାତ୍ରା।। କଂଗ୍ରେସ ପକ୍ଷରୁ ବ୍ୟାପକ…

ରାଉରକେଲା : ୩/୨(ସତ୍ୟାନ୍ୟୁଜ) କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଜୋଡୋ ନ୍ୟାୟ ଯାତ୍ରା ୬ ତାରିଖ ଦିନ ସୁନ୍ଦରଗଡରେ ପ୍ରବେଶ କରିବ। ରାଉରକେଲାରେ ୭ ତାରିଖ ସକାଳେ ଏକ ବିଶାଳ ଶୋଭାଯାତ୍ରା ବାହାରିବ ବୋଲି କଂଗ୍ରେସ ସୂତ୍ରରୁ ଜଣା ପଡ଼ିଛି। ୬ ତାରିଖ ସନ୍ଧ୍ୟାରେ ଝାରଖଣ୍ଡରୁ
Read More...

ବିରମିତ୍ରପୁର : ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା।। ଅଭିଯୁକ୍ତ ଦୁଇ ଭାଇ ଗିରଫ।। କାର ଜବତ।

ବିରମିତ୍ରପୁର : ଚୋରି ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା।। ଅଭିଯୁକ୍ତ ଦୁଇ ଭାଇ ଗିରଫ।। କାର ଜବତ।ବିରମିତ୍ରପୁର : ୩/୨(ସତ୍ୟାନ୍ୟୁଜ) ଚୋରି କରିଥିବା ସନ୍ଦେହରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରିବା ଅଭିଯୋଗରେ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି। ଦୁଇଭାଇ ସନ୍ତୋଷ ପଣ୍ଡା ଏବଂ ସୁରେଶ
Read More...

ରାଉରକେଲା : ୨ ହଜାର ୪୫ କୋଟି ଟଙ୍କାର ୩ଟି ଜାତୀୟ ରାଜପଥ ଫୋର ଲେନ୍ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ।। ଓଡିଶାକୁ ଭେଟି…

ରାଉରକେଲା : ୩/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମ୍ବଲପୁର ଗସ୍ତରେ ଆସି ଓଡିଶା ବାସୀଙ୍କୁ ୬୮ ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି ଦେଇଛନ୍ତି। ଏହା ସହ ସମ୍ବଲପୁରରେ ଆଇଆଇଏମ୍ ର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିଛନ୍ତି। ପୁରୀ- ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର
Read More...