Browsing Category

ଓଡିଶା

ରାଉରକେଲା : କୁଁଡୁଖ ଭାଷାକୁ ସମ୍ବିଧାନରେ ସାମିଲ ଦାବି ଜୋର ଧରିଲା।। ରାଉରକେଲାରେ ସଙ୍ଗଠନର ବିଶାଳ ରାଲି।।…

ରାଉରକେଲା : ୯/୨ (ସତ୍ୟାନ୍ୟୁଜ) କୁଁଡୁଖ ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ କରାଯିବା ଦାବୀ ଜୋରଦାର ହେଉଛି। ଆଜି ସର୍ବ ଭାରତୀୟ କୁଁଡୁଖ ଯୁବ ସଙ୍ଗଠନ ପକ୍ଷରୁ ଏହି ଦାବି ନେଇ ରାଉରକେଲାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି। ଏହି ରାଳିରେ ଛତିଶଗଡ଼ , ଝାରଖଣ୍ଡ ଏବଂ ଓଡ଼ିଶାର
Read More...

ରାଇରଙ୍ଗପୁର : ସରକାରୀ ଯୋଜନାର ଲାଭ ନେବା ପାଇଁ ସଚେତନତା କାର୍ଯ୍ୟକ୍ରମ।। ବିଭିନ୍ନ ବିଭାଗର ଅଧିକାରୀଙ୍କ ଯୋଗଦାନ।

ମୟୁରଭଞ୍ଜ : ୮/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଓ ଉନ୍ନୟନମୂଳକ କାର୍ଯ୍ୟର ରୂପାନ୍ତର ଘଟିଛି | ଆଜି ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ସୁଦର୍ଶନପୁର ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ
Read More...

ରାଉରକେଲା : କୋଇଡା ଗୀତାରାଣୀ ମାଇନ୍ସର ଟ୍ରାନ୍ସପୋର୍ଟ ଅଫିସରେ ଡକାୟତି।। ଡକାୟତ ମାନେ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା…

ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକରେ ଥିବା ଗୀତା ରାଣୀ ମାଇନ୍ସ କ୍ୟାମ୍ପସରେ ଥିବା ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇ ଯାଇଛି। ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏହି ଡକାୟତି ହୋଇଛି। ୫ ଜଣ ଦ୍ରୁବୃତ୍ତ ପିସ୍ତଲ ଏବଂ
Read More...

ରାଉରକେଲା : ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗୀତା।। ଉଭୟ ପୁରୁଷ ଏବଂ ମହିଳା ଦଳରେ ସୁନ୍ଦରଗଡ ଚମ୍ପିୟାନ।

ରାଉରକେଲା: ୮/୨ (ସତ୍ୟାନ୍ୟୁଜ) 'ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ' କାର୍ଯ୍ୟକ୍ରମ ଅଧୀନରେ ରାଉରକେଲା ରେ ଅନୁଷ୍ଠିତ ରାଜ୍ଯ ସ୍ତରୀୟ ହକି ପ୍ରତିଯୋଗିତା ରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲ୍ଲା ଦଳ ଚ୍ୟାମ୍ପିୟନ ହୋଇଛି।ବିର୍ସା ମୁଣ୍ଡା ଷ୍ଟାଡିୟମ ରେ ଅନୁଷ୍ଠିତ
Read More...

ମୟୁରଭଞ୍ଜ : ୧୦ ଲକ୍ଷ ଟଙ୍କା ମୁଲ୍ୟର ଚୋରା ଗଞ୍ଜେଇ ଜବତ କଲା ଜସିପୁର ପୋଲିସ।। ଦୁଇ ଗିରଫ।। କାର ଜବତ।

ମୟୁରଭଞ୍ଜ : ୭/୨ (ସତ୍ୟାନ୍ୟୁଜ) ମୟୁରଭଞ୍ଜ ଜିଲ୍ଲା ଯଶିପୁର ପୋଲିସକୁ ମିଳିଛି ବଡ ସଫଳତା। ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ଜଣ ଡ୍ରଗ୍ସ ଚାଲାଣ କାରୀ। ଏହି ଦୁଇଜଣ ସମ୍ବଲପୁରରୁ ଏକ ସ୍ବିଫ୍ଟ ଡିଜାୟାର କାରରେ ଗଞ୍ଜେଇ ନେଇ ପଶ୍ଚିମବଙ୍ଗ
Read More...

ରାଉରକେଲା : ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ନେଇ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ସହ ଆଲୋଚନା କଲା ରାଉରକେଲା…

ରାଉରକେଲା : ୭/୨ (ସତ୍ୟାନ୍ୟୁଜ) ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ନେଇ ରାଉରକେଲା ଜାଗରଣ ମଞ୍ଚ ପକ୍ଷରୁ ଟାଟା ପାୱାର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ସହ ଆଲୋଚନା କରାଯାଇଛି। ଜାଗରଣ ମଞ୍ଚର ଅଧ୍ୟକ୍ଷ ଅମିତାଭ ସାମଲଙ୍କ ନେତୃତ୍ୱରେ ଯାଇ ଥିବା ପ୍ରତିନିଧି ମଣ୍ଡଳ ମୁଖ୍ୟତଃ ବିଦ୍ୟୁତ କାଟ
Read More...

ରାଉରକେଲା : ରାହୁଲ ଗାନ୍ଧୀ ସନ୍ଧ୍ୟାରେ ପହଞ୍ଚିବେ ବିରମିତ୍ରପୁର।। ଆସନ୍ତାକାଲି ରାଉରକେଲାରେ ରୋଡ଼ ଶୋ।। ବରିଷ୍ଠ…

ରାଉରକେଲା : ୬/୨ (ସତ୍ୟାନ୍ୟୁଜ) ଆଜି କଂଗ୍ରସର ଭାରତ ଜୋଡୋ ନ୍ୟାୟ ଯାତ୍ରା ଓଡ଼ିଶାରେ ପ୍ରବେଶ କରୁଛି। ସନ୍ଧ୍ୟାରେ ରାହୁଲ ଗାନ୍ଧୀ ଆସି ବିରମିତ୍ରପୁରରେ ପହଞ୍ଚିବେ। ତାଙ୍କୁ ସେଠାରେ ଦଳ ପକ୍ଷରୁ ସ୍ୱାଗତ କରାଯିବ। ଏଥିଲାଗି କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ଆସି ରାଉରକେଲାରେ ପହଞ୍ଚି
Read More...

ମଧ୍ୟପ୍ରଦେଶ : ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ।। ୫ ମୃତ , ୪୦ ଗୁରୁତର।। ଉଦ୍ଧାର କାର୍ଯ୍ୟ ଜାରି।

ମଧ୍ୟପ୍ରଦେଶ: ୬/୨ (ସତ୍ୟାନ୍ୟୁଜ) ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଅଛନ୍ତି। ଥରେ କି ଦୁଇ ଥର ନୁହେଁ ରହି ରହି ବାରମ୍ବାର ହେଉଛି ବିସ୍ପୋରଣ। ଫଳରେ ପୂରା ଫ୍ୟାକ୍ଟ୍ରିରେ ହୁ ହୁ ହୋଇ ଜଳି ଉଠିଛି। ଫ୍ୟାକ୍ଟ୍ରିରେ
Read More...

ସୁନ୍ଦରଗଡ : ଜଗନ୍ନାଥ ଦର୍ଶନ ଏବଂ ପରିକ୍ରମା ପ୍ରକଳ୍ପ ଦେଖିବାକୁ ବାହାରିଲେ ଶ୍ରଦ୍ଧାଳୁ।। ୧୦ ଟି ବସରେ ୪୦୦…

ସୁନ୍ଦରଗଡ : ୬/୨ (ସତ୍ୟାନ୍ୟୁଜ) ଶ୍ରୀମନ୍ଦିର ପରିକ୍ରମା ପ୍ରକଲ୍ପ ଏବଂ ପ୍ରଭୁ ଜଗନ୍ନାଥ ଦର୍ଶନ ପାଇଁ ସୁନ୍ଦରଗଡ ରୁ ବାହାରିଲେ ୪୦୦ ଶ୍ରଦ୍ଧାଳୁ । ସୁନ୍ଦରଗଡ ପୋୖରାଞ୍ଚଳର ସମସ୍ତ ଓାର୍ଡ ରୁ ୨୦ ଜଣ ଲେଖାଏଁ ସମୁଦାୟ ୪୦୦ ଶ୍ରଦ୍ଧାଳୁ ଆଜି ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳୟ ନିକଟରୁ ୧୦ ଟି
Read More...

ମୟୁରଭଞ୍ଜ : କରଞ୍ଜିଆ ଏମ୍ ଡି ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ।। କିଙ୍ଗ ଫିସର ରିଟର୍ଣ୍ଣ କୁ ହରାଇ ଷ୍ଟାର…

ମୟୁରଭଞ୍ଜ : ୬/୨ (ସତ୍ୟାନ୍ୟୁଜ) କରଞ୍ଜିଆ ମିଳନ ପଡ଼ିଆରେ ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମରେ ଆଯୋଜିତ ଚତୁର୍ଥ ଏମ.ଡି.ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଟ୍‌ରେ କିଙ୍ଗଫିସର ରିଟର୍ଣ୍ଣକୁ ହରାଇ ଷ୍ଟାର୍ କ୍ଲବ ଚଳିତ ବର୍ଷ ଚାମ୍ପିଅନ ହୋଇଛି। ଆଜି ଅନୁଷ୍ଠିତ
Read More...