Browsing Category

ଓଡିଶା

ବାରିପଦା : ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା।। ଘଟଣା ସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ।

ବାରିପଦା : ୨୯/୨ (ସତ୍ୟାନ୍ୟୁଜ) ( ଶ୍ୟାମଳେନ୍ଦୁ ପରିଡ଼ା) ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଏପରି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ପୋଲିସ
Read More...

ରାଉରକେଲା : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରପଡି ଗିରଫ ହେଲେ ଇ ଏସ୍ ଆଇ ସି ସିନିଅର…

ରାଉରକେଲା : ୨୯/୨ (ସତ୍ୟାନ୍ୟୁଜ) ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ି ଗିରଫ ହେଲେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ । ଜଣେ ଦୁର୍ଘଟଣା ଗ୍ରସ୍ତ ହିତାଧିକାରୀଙ୍କ ଠାରୁ ଆଜି ସକାଳୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲେ
Read More...

ରାଇରଙ୍ଗପୁର : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମା’ କୀଚକେଶ୍ୱରୀ ଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ।।…

ରାଇରଙ୍ଗପୁର : ୩୯/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଦୂତୀୟ ଦିନ। ରାଷ୍ଟ୍ରପତି ଆଜି କେନ୍ଦୁଝର ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୪ ଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ତୃତୀୟ ଥର ପାଇଁ ନିଜ
Read More...

ରାଉରକେଲା : ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ।। ୮ ମାର୍ଚ୍ଚରୁ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ମେଳା।

ରାଉରକେଲା ୨୮/୨/(ସତ୍ୟାନ୍ୟୁଜ) ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଚଳିତ ବର୍ଷ ମାର୍ଚ୍ଚ ୮ ରେ ମହାଶିବରାତ୍ରୀ ବଡ଼ ଆଡ଼ମ୍ବର ସହକାରରେ ପାଳନ କରାଯିବ। ଏ ନେଇ ବେଦବ୍ୟାସ ଟ୍ରଷ୍ଟ ବୋର୍ଡ, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
Read More...

ସୁନ୍ଦରଗଡ : ରାଜ୍ୟରେ ୪୧ଟି ଓସିଏ ସହ ସୁନ୍ଦରଗଡ କ୍ରିକେଟ ଏକାଡେମୀ ଉଦଘାଟିତ।। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ସୁନ୍ଦରଗଡ଼ : ୨୭/୨ (ସତ୍ୟାନ୍ୟୁଜ) କଟକ ବାରବାଟୀ ଷ୍ଟାଡିୟମର ରୂପାନ୍ତରଣ ସହିତ ବିଭିନ୍ନ ଜିଲ୍ଲାରେ ୪୧ କ୍ରିକେଟ ଏକାଡେମୀ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏହାକୁ ଉଦଘାଟନ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା
Read More...

ବଣାଇ : ବରସୁଆଁ ତଳ ବଜ଼ାର ନିକଟରେ ଟ୍ରକ ଧକ୍କାରେ ବାପା , ମାଙ୍କ ସମ୍ମୁଖରେ ୪ ବର୍ଷ ବାଳକର ମୃତ୍ୟୁ।। ଘଟଣା ସ୍ଥଳରେ…

ବଣାଇ : ୨୭/୨ (ସତ୍ୟାନ୍ୟୁଜ) ଏକ ଦୁଃଖଦ ଘଟଣାରେ ବାପା ମା ଙ୍କ ସମ୍ମୁଖରେ ଟ୍ରକ ମାଡି ଯିବାରୁ ୪ ବର୍ଷ ବାଳକର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସୁନ୍ଦର ଗଡ଼ ଜିଲ୍ଲା ଲହୁଣୀ ପଡା ଥାନାର ବରସୁଆଁ ତଳ ବଜାର ନିକଟରେ ବାପା, ମା ସହିତ ଚାରି ବର୍ଷର ବାଳକ
Read More...

ସୁନ୍ଦରଗଡ : ଟ୍ରକ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ।। କ୍ଷତିପୂରଣ ଏବଂ କୋଇଲା ବୋଝେଇ ଟ୍ରକ ଚଳାଚଳ ବନ୍ଦ ଦାବିରେ…

ସୁନ୍ଦରଗଡ : ୨୭/୨ (ସତ୍ୟାନ୍ୟୁଜ) ଲେଫ୍ରିପଡ଼ା ଥାନା ଢେଲସରା ଗାଁ ର ଯୁବକ ଅର୍ମାନ ରାୟ। ଏବେ ଦେଉଥିଲା ମାଟ୍ରିକ ପରୀକ୍ଷା। ଗରିବ ଘରର ପିଲା। ନିଜେ କିଛି କିଛି ରୋଜଗାର କରି ପାଠ ପଢୁ ଥିଲା। କାଲି ସକାଳ ପୁଣି ଯାଇଥାନ୍ତା ମ୍ୟାଟ୍ରିକ ପରୀକ୍ଷା ଦେବା ପାଇଁ ।ପାଠ ପଡ଼ିବା ସହିତ ଛୋଟ ମୋଟ
Read More...

ରାଇରଙ୍ଗପୁର : ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଇରଙ୍ଗପୁର ସାମିଲ।। ଯାତ୍ରୀ ମାନଙ୍କୁ ଉନ୍ନତମାନର ସେବା ଯୋଗାଇ ଦିଆଯିବ।

ରାଇରଙ୍ଗପୁର : ୨୬/୨ (ସତ୍ୟାନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭିଡିଓ କନଫେରେନସିଂ ମାଧ୍ୟମରେ ଆଜି ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୫୧ଟି ରେଳଷ୍ଟେସନର ଶିଳାନ୍ୟାସ କରିଛନ୍ତି। ଏହା ସହ ୧୫୦୦ ଓଭର ବ୍ରିଜ୍ ଏବଂ ଅଣ୍ଡର ବ୍ରିଜ୍ ର ଶିଳାନ୍ୟାସ
Read More...

ମୟୁରଭଞ୍ଜ : ବିଦୁ ଚାନ୍ଦନ ସ୍ପୋର୍ଟିଂ କ୍ଲବର ୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ପ୍ରତିଯୋଗୀତା ଉଦଯାପିତ।।

ମୟୁରଭଞ୍ଜ : ୨୬/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ବ୍ରାହ୍ମଣବୋଷ ଠାରେ ବିଦୁଚାନ୍ଦନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୭୨ତମ ବାର୍ଷିକ କ୍ରୀଡା ଓ ଲୋକନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଦ୍ବିଦିବସୀୟ ପ୍ରତିଯୋଗୀତା ଫେବୃୟାରୀ ୨୪ ଓ ୨୫
Read More...

ରାଉରକେଲା : ବ୍ଲକ ସ୍ତରୀୟ ସାଂସ୍କୃତିକ ତଥା ବାଦ୍ୟଯନ୍ତ୍ର , କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅୟୋଜିତ।।…

ରାଉରକେଲା : ୨୬/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ବ୍ଲକ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଜନଜାତି ସାଂସ୍କୃତିକ ନୃତ୍ୟ ଆଭୂଷଣ , ବାଦ୍ୟଯନ୍ତ୍ର , କ୍ରୀଡା ସାମଗ୍ରୀ ବଣ୍ଟନ ସମାରୋହ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସାରଦା
Read More...