Browsing Category
ଓଡିଶା
ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ମୋର୍ଯ୍ୟ ଏକ୍ସପ୍ରେସ ପହଞ୍ଚିବା ପରେ ବିପୁଳ ସ୍ୱାଗତ।। ପତାକା ହଲାଇ ଶୁଭାରମ୍ଭ…
ରାଉରକେଲା : ୧୦/୩ (ସତ୍ୟାନ୍ୟୁଜ) ବହୁ ପ୍ରତୀକ୍ଷିତ ହାଟିଆ-ଗୋରଖପୁର ମୋର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁରକୁ ସମ୍ପ୍ରସାରିତ ହେବା ପରେ ଉତ୍ତର ଭାରତ ଲୋକଙ୍କ ମନରେ ବେଶ ଆନନ୍ଦ ଦେଖା ଦେଇଛି। ଆଜି ରାଉରକେଲା ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ବିପୁଳ ସ୍ୱାଗତ କରାଯାଇ ଥିଲା। ଷ୍ଟେସନରେ!-->…
Read More...
Read More...
ସୁନ୍ଦରଗଡ : ଇଵ୍ ନଦୀରେ ବୁଡି ଗୋଟିଏ ପରିବାରର ୩ ଜଣ ନିଖୋଜ ଘଟଣା।। ୩ ଜଣଙ୍କ ମୃତ ଦେହ ନଦୀରୁ ଉଦ୍ଧାର।
ସୁନ୍ଦରଗଡ଼ : ୧୦/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଇଵ୍ ନଦୀ ରେ ଗୋଟାଏ ପରିବାର ର ତିନି ଜଣ ସଦସ୍ୟ ବୁଡି ନିଖୋଜ ଘଟଣାରେ ଆଜି ସକାଳେ ଅଗ୍ନିଶମ ବାହିନୀ ଦୁଇ ପୁତୁରାଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ପରେ କାକା ମହମ୍ମଦ ସାହୀଦଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି।ଗତକାଲି ସୁନ୍ଦରଗଡ଼ ସେମିନା ନିକଟ!-->…
Read More...
Read More...
ରାଉରକେଲା : ମଙ୍ଗଳ ଓରାମଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ।। ନିଖୋଜ ଚାଷୀ ମଙ୍ଗଳଙ୍କ ମୃତ…
ରାଉରକେଲା : ୯/୩ (ସତ୍ୟାନ୍ୟୁଜ) ରାଉରକେଲାରୁ ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କ ମୃତ ଦେହ ଝରଖଣ୍ଡର ଜଳଡେଗାରୁ ମିଳିବା ପରେ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି। ପରିବାର ଲୋକେ ମଙ୍ଗଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେକେ ଝିରିପାଣି ପୋଲିସ ଏକ ହତ୍ୟା ଏବଂ ଅପହରଣ ମାମଲା ଦାୟର କରି!-->…
Read More...
Read More...
ସୁନ୍ଦରଗଡ : ନଦୀରେ ଗାଧୋଉଥିବା ବେଳେ ୩ ଜଣ ପାଣିରେ ବୁଡି ନିଖୋଜ।। ଫାୟାର ଟିମ୍ ଏବଂ ପୋଲିସର ସର୍ଚ୍ଚ ଅପରେସନ ଜାରି।
ସୁନ୍ଦରଗଡ : ୯/୩ (ସତ୍ୟାନ୍ୟୁଜ) ନଦୀରେ ଗାଧୋଉଥିବା ବେଳେ ପାଣି ରେ ବୁଡି ୩ ଜଣ ଯୁବକ ନିଖୋଜ ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ପହଞ୍ଚି ଖୋଜାଖୋଜି କରୁଛନ୍ତି । ନିଖୋଜ ମାନେ ଗୋଟିଏ ପରିବାରର ବୋଲି ଜଣା ପଡ଼ିଛି। ଘଟଣା ହେଉଛି ସୁନ୍ଦରଗଡ଼ ସଦର ଥାନା ସେମିନା!-->…
Read More...
Read More...
ବାରିପଦା : ଗାଡି ନମିଳିବାରୁ ପ୍ରତିବାଦରେ ଶବକୁ କାନ୍ଧରେ ବୋହି ରାସ୍ତାରେ ବୁଲାଉ ଥିଲେ ସମ୍ପର୍କୀୟ।। ପୋଲିସ ପହଞ୍ଚି…
ବାରିପଦା : ୯/୩ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାରିପଦା ରାଜରାସ୍ତାରେ ଶୁକ୍ରବାର ଦିନ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ। ଜଣେ ମୃତ ଯୁବକଙ୍କ ଶବକୁ ପଲିଥିନ୍ ରେ ବାନ୍ଧି ସମ୍ପର୍କୀୟ ମାନେ ରାସ୍ତାରେ କାନ୍ଧରେ ବୋହି ନେଉଥିଲେ। ସଂସ୍କାର ପାଇଁ ନନେଇ ବହୁ ସମୟ ଧରି ସହରର!-->…
Read More...
Read More...
ରାଉରକେଲା : କଲୁଙ୍ଗା ସାପ୍ତାହିକ ହାଟରେ ଗୁଳି ମାଡରେ ଜଣେ ଯୁବକ ଗୁରତର।। ତିନି ଅଭିଯୁକ୍ତ ଗିରଫ।। ୨ଟି ପିସ୍ତଲ , ୭…
ରାଉରକେଲା : ୯/୩ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଯୁବକଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ!-->…
Read More...
Read More...
ରାଉରକେଲା : ଆଜି ମହାଶିବରାତ୍ରି।। ବେଦବ୍ୟାସ ଶୈବ୍ୟପୀଠ ସହ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।। ପ୍ରଶାସନ…
ରାଉରକେଲା : ୮/୩ (ସତ୍ୟାନ୍ୟୁଜ) ଆଜି ମହାଶିବରାତ୍ରି। ଦେଵ ଦେବ ମହାଦେବଙ୍କ ପୂଜାର୍ଚ୍ଚନା କରିବାକୁ ରାଉରକେଲାର ବିଭିନ୍ନ ଶୈବ୍ୟପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ବିଶେଷ କରି ବେଦବ୍ୟାସ ଶୈବ୍ୟପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ରାତି ୨ଟାରୁ ଲାଇନ ଲଗାଇ ଭକ୍ତ ମାନେ!-->…
Read More...
Read More...
ରାଉରକେଲା : ନିଖୋଜ ଚାଷୀ ମଙ୍ଗଳ ଓରାମଙ୍କ ମୃତ ଦେହ ଉଦ୍ଧାର।। ଝାରଖଣ୍ଡର ଜଲଡେଗାରୁ ଉଦ୍ଧାର।। ହତ୍ୟା ସନ୍ଦେହ।। ପୋଲିସ…
ରାଉରକେଲା : ୮/୩ (ସତ୍ୟାନ୍ୟୁଜ) ରାଉରକେଲାରୁ ନିଖୋଜ ହୋଇଥିବା ଚାଷୀ ମଙ୍ଗଳ ଓରାମଙ୍କ ମୃତ ଦେହ ଝାରଖଣ୍ଡ ଜଳଡେଗାରୁ ଉଦ୍ଧାର କରାଯାଇଛି। ଫେବ୍ରୁଆରୀ ୨୯ ତାରିଖ ଦିନ ବିଶ୍ରା ଥାନା ଅନ୍ତର୍ଗତ ତେତେରକେଲାରୁ ବାହାରି ଭ୍ୟାନ୍ ସହ ମଙ୍ଗଳ ରାଉରକେଲା ଆସିଥିଲେ। ସେବେ ଠାରୁ ସେ ନିଖୋଜ ଥିଲେ।!-->…
Read More...
Read More...
ରାଉରକେଲା : ଭ୍ୟାନ୍ ଓଲଟି ପଡିବାରୁ ୩ ମୃତ , ୧୫ ଆହତ।। ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ଘଟିଥିଲା…
ରାଉରକେଲା : ୮/୩ (ସତ୍ୟାନ୍ୟୁଜ) ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଜୋର ନିକଟରେ ଗୁରୁବାର ରାତିରେ ଭ୍ୟାନ୍ ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଜେପି ହସ୍ପିଟାଲରେ ଚିକିତ୍ସା କରାଯାଉଛି।ମିଳିଥିବା!-->…
Read More...
Read More...
ସୁନ୍ଦରଗଡ଼ : ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଏସ୍ ଟି ବିଭାଗର ଚଢ଼ାଉ।। ଟିକସ ଫାଙ୍କି ଅଭିଯୋଗରେ ଚଢ଼ାଉ ହୋଇଥିବା…
ସୁନ୍ଦରଗଡ଼ : ୭/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତମା ତାରିଣୀ ଅଟୋମୋବାଇଲସ୍ ରେଜି ଏସ୍ ଟି ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟିକସ ଫାଙ୍କି ସନ୍ଦେହରେ ଝାରସୁଗୁଡା ଜିଏସ୍ ଟି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ଘରେ!-->…
Read More...
Read More...