ସୁନ୍ଦରଗଡ଼ : ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଜିଏସ୍ ଟି ବିଭାଗର ଚଢ଼ାଉ।। ଟିକସ ଫାଙ୍କି ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା।

0 368

ସୁନ୍ଦରଗଡ଼ : ୭/୩ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତ
ମା ତାରିଣୀ ଅଟୋମୋବାଇଲସ୍ ରେ
ଜି ଏସ୍ ଟି ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟିକସ ଫାଙ୍କି ସନ୍ଦେହରେ ଝାରସୁଗୁଡା ଜିଏସ୍ ଟି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଛି । ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ଘରେ ମଧ୍ୟ ଜିଏସ୍ ଟି ଅଧିକାରୀ ମାନେ ଯାଞ୍ଚ ଜାରି ରଖିଛନ୍ତି । ଝାରସୁଗୁଡ଼ା ଜିଏସ୍ ଟି ସହକାରୀ ଆୟୁକ୍ତ ସତୀଶ ଜାଲ ଙ୍କ ନେତୃତ୍ବରେ ଏହି ଚଢାଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ସବିଶେଷ ବିବରଣୀ ମିଳିବାର ସମ୍ଭାବନା ରହିଛି।

Leave A Reply

Your email address will not be published.