Browsing Category

ଓଡିଶା

ବଣାଇ : ସାଧୁବାହାଲ ଗ୍ରାମରେ ଗୋଠ ଛଡ଼ା ଦନ୍ତା ଆକ୍ରମଣରେ ଜଣେ ଗୁରୁତର।। ଗୋଟିଏ ରାତିରେ ୬ଟି ଘର ଭାଙ୍ଗିଲା ଦନ୍ତା।

ବଣାଇ : ୧୧/୮(ସତ୍ୟାନ୍ୟୁଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଗୋଠ ଛଡ଼ା ଦନ୍ତା ର ଉପଦ୍ରବ ବଢ଼ି ବଢ଼ି ଚାଲିଛି। ଗତ ରାତିରେ ସାଧୁ ବାହାଲ ଗ୍ରାମରେ ଜଣେ ବ୍ୟକ୍ତି ହାତୀ ଆକ୍ରମଣରେ ଗୁରୁତର ହୋଇପଡ଼ିଛନ୍ତି।ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଛି। ସେହି ପରି କୁଳିପୋଷ ଫରେଷ୍ଟ
Read More...

ରାଉରକେଲା : ଏଡସ୍ ଓ ଯୌନ ସଂକ୍ରମିତ ରୋଗ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ।। ଯୋଗ ଦେବେ ସ୍ୱାସ୍ଥ୍ୟମନ୍ତ୍ରୀ…

ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ “ଏଚ.ଆଇ.ଭି/ଏଡସ୍ ଓ ଯୌନ ସଂକ୍ରମିତ ରୋଗ’’ ନିରାକରଣ ପାଇଁ ସ୍ୱତନ୍ତ୍ର ସଚେତନତା ଅଭିଯାନର ହେବ ଆରମ୍ଭରାଉରକେଲା : ତା ୧୧/୮(ସତ୍ୟାନ୍ୟୁଜ) “ଏଚ.ଆଇ.ଭି/ଏଡସ୍ ଓ ଯୌନ ସଂକ୍ରମିତ ରୋଗ’’ର ନିରାକରଣ ପାଇଁ ଆସନ୍ତା ୧୨ ତାରିଖ ଆନ୍ତର୍ଜାତୀୟ ଯୁବ ଦିବସ ଅବସରରେ
Read More...

ବଣାଇ : ବଣାଇ ରେ ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀ ବର୍ଷା ପାଣିରେ ସାମୁହିକ ଭାବେ ଭସାଇଲେ କାଗଜ ଡଙ୍ଗା।। ପୁରୁଣା ସୃତି…

ବଣାଇ : ୧୦/୮(ସତ୍ୟାନ୍ୟୁଜ) ଏବେ ମୋବାଇଲ୍ ଯୁଗ। ଛୋଟ ପିଲା ମାନଙ୍କର ମୋବାଇଲ ପ୍ରତି ବେଶୀ ଆକର୍ଷଣ। ପିଲାଦିନର ଲଟୁ ବୁଲାଇବା , ପିଠୁ ଖେଳିବା , ଚୋର୍ ପୋଲିସ୍ ଖେଳିବା ଆଦି ଭୁଲି ଗଲେଣି। ବର୍ଷା ହେଲେ କାଗଜ ଡଙ୍ଗା ଭସାଇବା , ଖାତା ରୁ ଚିରି କାଗଜ କୁ ରକେଟ୍ ବନାଇ ଉଡ଼ାଇବା ଛୋଟ ପିଲାଙ୍କ
Read More...

ରାଉରକେଲା : ଜେପି ହସ୍ପିଟାଲ ରେ ୫.୪ କେଜି ଓଜନ ର ଶିଶୁ ଜନ୍ମ।। ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ବଡ ସଫଳତା।

ରାଉର​​କେଲା : ୧୦/୮(ସତ୍ୟାନ୍ୟୁଜ) ରାଉରକେଲା ଜେପି ହସ୍ପିଟାଲର ଡାକ୍ତର ମାନେ ଅନୁମାନ ଠାରୁ ଅଧିକ ଓଜନ ର ଏକ ଶିଶୁକୁ ଜନ୍ମ କରାଇବାରେ ସଫଳ ହୋଇଛନ୍ତି। ରବିବାର ରାତି ୧୧ଟାରେ ଜଣେ ୩୧ ବର୍ଷୀୟା ମହିଳା ୫.୪ କେଜି ଓଜନର ଏକ ଶିଶୁ୍କନ୍ୟାକୁ ଜନ୍ମଦେଇଛନ୍ତି। ଉଭୟ ମା’ ଓ ଶିଶୁ ସୁସ୍ଥଥିବା
Read More...

ରାଇରଙ୍ଗପୁର : ରାଇରଙ୍ଗପୁର ରେ ବିଶ୍ଵ ଆଦିବାସୀ ଦିବସ ପାଳିତ।। ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ।

ରାଇରଙ୍ଗପୁର : ୯/୮(ସତ୍ୟାନ୍ୟୁଜ) (ଶ୍ୟାମଲେନ୍ଦୁ ପରିଡ଼ା) ଆଜି ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଉଛି। ଆଦିବାସୀ ମାନଙ୍କର ଅଧିକାର ପ୍ରତି ସଚେତନତା ତଥା ବିକାଶର ଧାରା ଅଧିକ ତ୍ବରାନିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ପ୍ରତିବର୍ଷ ଅଗଷ୍ଟ ନଅ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ l ଏହା
Read More...

ରାଉରକେଲା : ସରକାରୀ ଜମି ରୁ ଜବର ଦଖଲ ହଟାଇବା ନିଷ୍ପତ୍ତିକୁ ବିରୋଧ।। ପେସା ଗ୍ରାମସଭା କମିଟି ପକ୍ଷରୁ ଏଡିଏମ…

ରାଉରକେଲା : ୯/୮(ସତ୍ୟାନ୍ୟୁଜ) ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସରକାରୀ ଜମିରୁ ଜବର ଦଖଲ ହଟାଇବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଆଜି ବିରୋଧ କରିଛନ୍ତି ଶହ ଶହ ଆଦିବାସୀ। ବିଶ୍ଵ ଆଦିବାସୀ ଦିବସରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପେସା ଗ୍ରାମସଭା ସମ୍ୱନୟ କମିଟି ପକ୍ଷରୁ
Read More...

ରାଉରକେଲା : ପାନପୋଷ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଆରମ୍ଭ ହେଲା ମହିଳା ହକି ପ୍ରତିଯୋଗୀତା।। ଯୋଗ ଦେଇଛନ୍ତି ୮ଟି ଦଳ।

ରାଉରକେଲା : ୮/୮(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ରାଜ୍ୟ କ୍ରୀଡ଼ା ଛାତ୍ରବାସ କ୍ୟାମ୍ପସ ରେ ଆଜି ମହିଳା ହକି ପ୍ରତଯୋଗୀତା ଆରମ୍ଭ ହୋଇଛି। ଓଡ଼ିଶା ଭେଟରାନ୍ ହକି ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରଥମଟୁର୍ଣାମେଣ୍ଟ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୮ଟି ହକି ଟିମ୍ ଯୋଗ
Read More...

ରାଉରକେଲା : ରାଉରକେଲା – ବନ୍ଧମୁଣ୍ଡା ରୋଡ ରାସ୍ତା କଡ ବୁଦା ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର।। ହତ୍ୟା…

ରାଉରକେଲା : ୮/୮ (ସତ୍ୟାନ୍ୟୁଜ) ରାଉରକେଲା - ବନ୍ଧମୁଣ୍ଡା ରୋଡ ଉତ୍ତମ ବସ୍ତି ନିକଟ ରାସ୍ତା କଡ ଏକ ବୁଦା ମୂଳୁ ଗୁରୁବାର ସକାଳେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକା ନଗର ଅଞ୍ଚଳ ର ରାମିୟା ମୁଣ୍ଡା ବୋଲି ଜଣା ପଡ଼ିଛି। ମୃତକଙ୍କ ବୟସ
Read More...

ବଣାଇ : ବଜ୍ରପାତ ରେ ଜଣେ ମହିଳା ମୃତ ୩ ଗୁରୁତର।। ବିଲରେ କାମ କରୁଥିବା ବେଳେ ଅଘଟଣ।

ବଣାଇ : ୬/୮(ସତ୍ୟାନ୍ୟୁଜ) ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଜଣେ ମହିଳା ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ତିନିଜଣ ମହିଳା ଗୁରୁତର ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ଠାକୁରପାଲି ଗ୍ରାମ ନିକଟରେ ଘଟିଛି ଏହି ଘଟଣା । କିଛି ମହିଳା ଜମିରେ କାମ କରୁ ଥିବା
Read More...

ବଣାଇ : ବଣାଇ ଟାଉନ ବାଣେଶ୍ୱର ମନ୍ଦିର ନିକଟରେ ପଶିଲା ଦନ୍ତା।। ହାତୀ ଗତିବିଧି ଉପରେ ନଜର ରଖିଛି ବନବିଭାଗ।

ବଣାଇ : ୬/୮(ସତ୍ୟାନ୍ୟୁଜ) ବଣାଇ ସହରକୁ ପୁଣି ପଶିଲା ଦନ୍ତା। ଦନ୍ତା ହାତୀ କୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ି ଥିବା ବେଳେ ହାତୀଟି ବାଣେଶ୍ୱର ମନ୍ଦିର ନିକଟକୁ ପଳାଇ ଆସିଥିଲା। ବନ ବିଭାଗ କର୍ମଚାରୀ ମାନେ ହାତୀକୁ ଘଉଡାଇ ବ୍ରାହ୍ମଣୀ ନଦୀ ପାର କରି ଦେଇଥିଲେ।ପୁଣି ଆଜି ସକାଳେ ଦନ୍ତା
Read More...