Browsing Category
ଓଡିଶା
ସୁନ୍ଦରଗଡ଼ : ଜିଲ୍ଲାରେ ପିଏମ୍ ଜନ ମନ ଯୋଜନାର ଶୁଭାରମ୍ଭ।। ଜିଲ୍ଲାପାଳ ମନୋଜ ସତ୍ୟବାନ୍ ଶୁଭାରମ୍ଭ କଲେ।
ସୁନ୍ଦରଗଡ଼: ୨୩/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆଜି ପି ଏମ ଜନ ମନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ରେ ଥିବା ଆଦିମ ଜନଜାତି ଯେଉଁ ମାନେ ବିକାଶ ଠାରୁ!-->…
Read More...
Read More...
ମୟୂରଭଞ୍ଜ : ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କଲା ଯଶିପୁର ପୋଲିସ।। ୪ ଗିରଫ।। ଇନୋଭା କାର, ବାଇକ୍ ଜବତ।
ମୟୂରଭଞ୍ଜ : ୨୩/୮(ସତ୍ୟାନ୍ୟୁଜ) (ଶ୍ୟାମଲେନ୍ଦୁ ପରିଡ଼ା)ମୟୂରଭଞ୍ଜ ଜିଲ୍ଲା ଯଶିପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ ଗୋଡେଇ ଗୋଡେଇ ପୋଲିସ ଜବତ କରିଛି ଗଞ୍ଜେଇ ଭର୍ତ୍ତି ଗାଡ଼ି। ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଡ୍ରଗ ମାଫିଆ ଗିରଫ!-->…
Read More...
Read More...
ରାଉରକେଲା : କେନ୍ଦ୍ରୀୟ ପୂଜା କମିଟି ଲାଗି ନିର୍ବାଚନ ପ୍ରକ୍ରିୟା ଆରମ୍ଭ।। ସେପ୍ଟେମ୍ବର ୧୫ ତାରିଖରେ ହେବ ନିର୍ବାଚନ।
୧୫ ସେପ୍ଟେମ୍ବର ରେ ହେବ କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ
ରାଉରକେଲା : ୨୨/୮(ସତ୍ୟାନ୍ୟୁଜ) ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜା ରସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି,(ସିପିସି) ରାଉରକେଲା ର ବର୍ଷ ୨୦୨୪-୨୫ ପାଇଁ ସାଧାରଣ!-->!-->!-->…
Read More...
Read More...
ସୁନ୍ଦରଗଡ଼ : ଆଲମ୍ପିଆନ୍ ହକି ତାରକା ଅମିତ୍ ରୋହିଦାସ ଙ୍କୁ ଜନ୍ମ ମାଟିରେ ସ୍ବାଗତ ସମ୍ବର୍ଦ୍ଧନା।। ୪୧ ବର୍ଷ ପରେ…
ସୁନ୍ଦରଗଡ଼ : ୨୨/୮(ସତ୍ୟାନ୍ୟୁଜ) ସେତେ ବେଳେ ଥିଲା ଅତି ଭାବବିହ୍ବଳ ସମୟ। ଯେତେ ବେଳେ ହକି ତାରକା ଅମିତ୍ ରୋହିଦାସ ନିଜ ମା ଙ୍କୁ ବେକରୁ କାଢି ପିନ୍ଧାଇ ଦେଲେ ଅଲମ୍ପିକ୍ ମେଡାଲ। ଆଜି ନିଜ ଗାଁ ମାଟିରେ ଅଲିମ୍ପିକ ବ୍ରୋଞ୍ଜ ମେଡ଼ାଲିଷ୍ଟ ଅମିତ ରୋହିଦାସ ପହଞ୍ଚିବା ପରେ ତାଙ୍କୁ ବିପୁଳ!-->…
Read More...
Read More...
ରାଇରଙ୍ଗପୁର : ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରାର ପ୍ରଭାବରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ।।
ରାଇରଙ୍ଗପୁର : ୨୧/୮(ସତ୍ୟାନ୍ୟୁଜ) ଆରକ୍ଷଣ ପ୍ରସଙ୍ଗ ରାୟ ର ପୁନର୍ବିଚାର ଦାବିରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷ ରୁ ଏହି ସଂରକ୍ଷଣ ବ୍ୟବସ୍ଥାକୁ ତୀବ୍ର ବିରୋଧ କରାଯାଇଛି।l ବୁଧବାର ସକାଳ ଛଅଟା ରୁ ସଂନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି!-->…
Read More...
Read More...
ରାଉରକେଲା : ହନୁମାନ ବାଟିକା ଟ୍ରଷ୍ଟ ବୋର୍ଡ ବୈଠକ ସମ୍ପନ୍ନ।। ଟ୍ରଷ୍ଟ ସଦସ୍ୟ ଗଣେଶ ବାଗଡିଆ ସମ୍ମାନିତ।। ବାଟିକା…
ରାଉରକେଲା : ୨୧/୮(ସତ୍ୟାନ୍ୟୁଜ) ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ର ବୋର୍ଡ ବୈଠକ ସିଭିଲ ଟାଉନଶିପ୍ ସ୍ଥିତ ପି - ୨୫ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇ ଯାଇଛି। ବୈଠକ ଆରମ୍ଭ ହେବା ପୂର୍ବ ରୁ ଜୟ ହନୁମାନ ସମିତି ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ଶ ଗଣେଶ ବାଗାଡ଼ିଆଙ୍କ ହନୁମାନ ବାଟିକା ପ୍ରତି!-->…
Read More...
Read More...
ରାଉରକେଲା : ଆଳୁ ପରେ ପୁଣି ବଢିଲା ପିଆଜ ରେଟ୍।। ଛୋଟ ସାଇଜ ପିଆଜ କେଜି ୪୫ ଥିବା ବେଳେ ବଡ ପିଆଜ ୫୦।
ରାଉରକେଲା: ୨୦/୮(ସତ୍ୟାନ୍ୟୁଜ) ଆଳୁ ପରେ ପରେ ପିଆଜ ଦର ବଢିବା ଏବେ ଖାଉଟିଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଆଳୁ କିଲୋଗ୍ରାମ ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ରେଟ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପିଆଜ କିଲୋ ପିଛା ଏବେ ରାଉରକେଲାରେ ୫୦ ଟଙ୍କାରେ ପହଞ୍ଚିଲାଣି। ଫଳରେ!-->…
Read More...
Read More...
ସୁନ୍ଦରଗଡ଼ : ମାନବ ଚାଲାଣ ରାକେଟ୍ ର ୬ଜଣ ସଦସ୍ୟ ଗିରଫ।। ୨ ନାବାଳିକା ରାଜସ୍ଥାନରୁ ଉଦ୍ଧାର।। ଜଣେ ନାବାଳିକା…
ଯୁବତୀ ଚାଲାଣ ରାକେଟ୍ ର ପର୍ଦ୍ଦାଫାସ କଲା ସୁନ୍ଦରଗଡ଼ ପୋଲିସ୍।
ରାକେଟ୍ ର ୬ ଜଣ ସଦସ୍ୟ ଗିରଫ।
୨ ନାବାଳିକା ରାଜସ୍ଥାନ ରୁ ଉଦ୍ଧାରସୁନ୍ଦରଗଡ : ୨୦/୮(ସତ୍ୟାନ୍ୟୁଜ) ଏକ କିଡନାପ୍ କେଶ୍ ର ତଦନ୍ତ କରୁ କରୁ ସୁନ୍ଦରଗଡ଼ ପୋଲିସ୍ ଏକ ଯୁବତୀ ଚାଲାଣ ରାକେଟ୍ର ପର୍ଦ୍ଦାଫାସ କରିଛି।!-->!-->!-->!-->!-->!-->…
Read More...
Read More...
ରାଉରକେଲା : ଟ୍ରେନ୍ ରେ କଟି ଛୁଆ ହାତୀର ମୃତ୍ୟୁ।। ଟ୍ରେନ୍ ଲାଇନ୍ ନିକଟରେ ଜଗି ରହିଛନ୍ତି ମା ହାତୀ ଏବଂ ୬ ଟିକିଆ…
ରାଉରକେଲା : ୧୮/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଫରେଷ୍ଟ ରେଞ୍ଜ ରେ ଆଜି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରେନ୍ରେ କଟି ଛୁଆ ହାତୀ ର ମୃତ୍ୟୁ ହେବା ପରେ ଘଟଣା ସ୍ଥଳରେ ଜଗି ରହିଛନ୍ତି ମା ହାତୀ ଏବଂ ହାତୀ ପଲ୍ଲ।କେ ବଲଙ୍ଗ ଥାନା ଅନ୍ତର୍ଗତ ବରସୁଆଁ ଫରେଷ୍ଟ ରେଞ୍ଜ!-->…
Read More...
Read More...
ରାଉରକେଲା : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ପରଲୋକ।। ଆଜି କେନ୍ଦୁଡିହି ରେଶେଷକୃତ୍ୟ।
ରାଉରକେଲା : ୧୮/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଶନିବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା।ଏକ ସପ୍ତାହରୁ ଉର୍ଦ୍ଧ୍ବ ସମୟ ଡେଙ୍ଗୁରେ ଆକ୍ରାନ୍ତ ଥିବା ଝିଙ୍ଗିଆ ଓରାମ ଭୁବନେଶ୍ୱରର!-->…
Read More...
Read More...