Browsing Category

ଓଡିଶା

ରାଉରକେଲା : ଆସନ୍ତା କାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ।। ଗୋ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ଜନ୍ମାଷ୍ଟମୀ ପାଳନ ଲାଗି…

ରାଉରକେଲା : ୨୫/୮(ସତ୍ୟାନ୍ୟୁଜ) ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଏଥିପାଇଁ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ ପାଳନ ଲାଗି ବ୍ୟାପକ ଆୟୋଜନ ଚାଲିଛି।ଗୋ ମନ୍ଦିର ସେବା ଟ୍ରଷ୍ଟ ପକ୍ଷରୁ ରାଉରକେଲା ୧୪ ନମ୍ବର ସେକ୍ଟର' ନନ୍ଦଗାଁ ଗୋଶାଳା ' ରେ ଜନ୍ମାଷ୍ଟମୀ
Read More...

ରାଉରକେଲା : ୟୁଜିଆଇଇ ସ୍ଥାପନା ଦିବସରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ।। ୬୨ ୟୁନିଟ୍ ରକ୍ତ ସଂଗ୍ରହ।

ରାଉରକେଲା : ୨୪/୮(ସତ୍ୟାନ୍ୟୁଜ) ଉତ୍କଳମଣି ଗୋପବନ୍ଧୁ ଇନଷ୍ଟୀଚ୍ୟୁଟ ଅଫ ଇଞ୍ଜିନିୟରିଂ ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠାନର ସ୍ଥାପନା ଦିବସ ଉପଲକ୍ଷେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅନୁଷ୍ଠାନ ୬୨ ବର୍ଷରେ ପଦାର୍ପଣ କରୁଛି। ଏଣୁ ଏହି ଅବସରରେ ୬୨ ୟୁନିଟ
Read More...

ବଣାଇ : ଗୁରୁଣ୍ଡିଆ ବ୍ଲକ ରେ ସ୍କୁଲ ର ଶୋଚନୀୟ ଅବସ୍ଥା।। ଅନ୍ୟତ୍ର ପଢିବାକୁ ସ୍କୁଲ ଛାଡୁଛନ୍ତି ଛାତ୍ରଛାତ୍ରୀ।

ବଣାଇ : ୨୪/୮(ସତ୍ୟାନ୍ୟୁଜ) ସରକାରଙ୍କ ଶିକ୍ଷା ଦାନ ଉପରେ ମାଳ ମାଳ ଯୋଜନା ଥିବା ବେଳେ ଏବେବି ଶୋଚନୀୟ ଅବସ୍ଥାରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ ନଜର ପଡୁନି ପ୍ରଶାସନର। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବୁର୍ଡା ସରକାରୀ ଉଚ୍ଚ
Read More...

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଲମ୍ପିଆନ୍ ଅମିତ୍ ରୋହିଦାସ ଙ୍କୁ ସମ୍ବର୍ଦ୍ଧନା।

ସୁନ୍ଦରଗଡ଼ ର ସୁନା ପୁଅ ଅମିତକୁ ସମ୍ବର୍ଦ୍ଧନା । ସୁନ୍ଦରଗଡ଼ : ୨୩/୮(ସତ୍ୟାନ୍ୟୁଜ) ନିଜ ଜନ୍ମ ମାଟିରେ ସମ୍ବର୍ଦ୍ଧିତ ହେଲା ପରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ତାରକା ତଥା ଆଲିମ୍ପିଆନ ଅମିତ୍ ରୋହିଦାସ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ସ୍ଥାନୀୟ
Read More...

ରାଉରକେଲା : ଆଲମ୍ପିଆନ୍ ଅମିତ୍ ରୋହିଦାସ ଙ୍କୁ ରାଉରକେଲାରେ ଭବ୍ୟ ସ୍ବାଗତ।। ହକି ଛକ ରୁ ଶୋଭାଯାତ୍ରା , ପାନପୋଷ…

ଅମିତ ରୋହିଦାସ ଙ୍କୁ ରାଉରକେଲାରେ ଭବ୍ୟ ସ୍ବାଗତରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ଅଲିମ୍ପିଆନ ହକି ଖେଳାଳୀ ଅମିତ ରୋହିଦାସ ଙ୍କୁ ରାଉରକେଲାରେ ଭବ୍ୟ ସ୍ବାଗତ କରାଗଲା l ନିକଟରେ ପ୍ୟାରିସ ଅଲିମ୍ପିକ ରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ୍ ପଦକ ହାସଲ କରି ଓଡିଶା ଫେରିବା ପରେ ଆଜି ଅମିତ
Read More...

ରାଉରକେଲା : ସ୍ମାର୍ଟ ସିଟି ଲିମିଟେଡ୍ ର ୨୭ତମ ବୋର୍ଡ ଅଫ ଡାଇରେକ୍ଟର ବୈଠକ ଅନୁଷ୍ଠିତ।। ନିର୍ମାଣଧିନ ପ୍ରକଳ୍ପ…

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ରାଉରକେଲା : ୨୩/୮(ସତ୍ୟାନ୍ୟୁଜ) ଆଜି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୨୭ତମ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର) ବୈଠକ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ଗୃହ
Read More...

ଢେଙ୍କାନାଳ : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ , ହତ୍ୟା ଘଟଣାର ବିରୋଧ।। ଢେଙ୍କାନାଳ ଇନର ହ୍ବିଲ୍ କ୍ଲବ୍ ତରଫରୁ…

ଢେଙ୍କାନାଳ : ୨୩/୮(ସତ୍ୟାନ୍ୟୁଜ)(ଶୁଭମ୍ ପାଣି) କୋଲକତା ଆର୍ ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍ ରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏଵଂ ହତ୍ୟା ଘଟଣାକୁ ଢେଙ୍କାନାଳରେ ବିରୋଧ କରାଯାଇଛି। ଆଜି ଢେଙ୍କାନାଳର ଇନର ହୁଇଲ କ୍ଲବ୍ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରାର ଆୟୋଜନ କରା ଯାଇ
Read More...

ରାଉରକେଲା : ବ୍ରିଜ ତଳକୁ ଓଲଟିଲା ପିକ୍ ଅପ୍ ଭ୍ୟାନ।। ଭ୍ୟାନ ରେ ଗୋମାଂସ ଚାଲାଣ ହେଉଥିବା ଅଭିଯୋଗ।। ପୋଲିସ ତଦନ୍ତ…

ଲହୁଣୀପଡା : ୨୩/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରୁ ରାଉରକେଲା ଯାଉଥିବା ଏକ ପିକଅପ ଭ୍ୟାନ୍ ଦର୍ଜିଂ ବ୍ରିଜ ନିକଟରେ ଶୁକ୍ରବାର ଦିନ ଓଲଟି ପଡିଥିଲା। ଦ୍ରୁତ ଗତିରେ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି
Read More...

ବଣାଇ : ହସପିଟାଲରେ ଥିବା କାଫେରେ ନିମ୍ନ ମାନ ର ଖାଦ୍ୟ ପରିବେଷଣ ଅଭିଯୋଗ।। ଖାଦ୍ୟ ନିରାପତ୍ତା ବିଭାଗର ଯାଞ୍ଚ।

ବଣାଇ : ୨୩/୮(ସତ୍ୟାନ୍ୟୁଜ) ଜନ ସାଧାରଣ କିପରି କମ ତେଲ ମସଲା ରେ ସ୍ଵାସ୍ଥ୍ୟକର ଖlଦ୍ୟ ଖାଇବେ ସେଥି ପାଇଁ ବଣାଇ ଉପଖଣ୍ଡ ଡାକ୍ତର ଖାନରେ ଖୋଲି ଯାଇଛି ଏକ କାଫେ। କିନ୍ତୁ ଏହି ଶକ୍ତି କାଫେ କୁ ଚଳାଉ ଥିବା ଗ୍ରୁପ ନିଜର ଫାଇଦା ଲାଗି ଖାଇବା ଅନୁପ ଯୋଗୀ ବାସି ଖାଦ୍ୟ ଦେଉଥିବା ଅଭଯୋଗ ହେଉଛି।
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ପିଏମ୍ ଜନ ମନ ଯୋଜନାର ଶୁଭାରମ୍ଭ।। ଜିଲ୍ଲାପାଳ ମନୋଜ ସତ୍ୟବାନ୍ ଶୁଭାରମ୍ଭ କଲେ।

ସୁନ୍ଦରଗଡ଼: ୨୩/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଆଜି ପି ଏମ ଜନ ମନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଏହାକୁ ବିଧିବଦ୍ଧ ଭାବରେ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ରେ ଥିବା ଆଦିମ ଜନଜାତି ଯେଉଁ ମାନେ ବିକାଶ ଠାରୁ
Read More...