Browsing Category

ଓଡିଶା

ରାଉରକେଲା : କାର – ଟ୍ରେଲର ଧକ୍କାରେ ଡ୍ରାଇଭର ଙ୍କ ମୃତ୍ୟୁ। କାର ରେ ବସିଥିବା ଅନ୍ୟ ଜଣେ ଅଳ୍ପକେ ବତ୍ତିଲେ।

ରାଉରକେଲା : ୧୨/୯(ସତ୍ୟାନ୍ୟୂଜ) ରାଉରକେଲା ର କଲୁଙ୍ଗା ରୋଡ କୋଇଭଙ୍ଗା ନିକଟରେ ବୁଧବାର ବିଳମ୍ବିତ ରାତିରେ କାର - ଟ୍ରେଲର ଧକ୍କାରେ କାର ଡ୍ରାଇଭର ଙ୍କ ମୃତ୍ୟୁ ହୋଇଛି। କାର ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଆଜି ସକାଳେ ଉତ୍ତେଜନା ପ୍ରକାଶ
Read More...

ବଣେଇ : ବାଇକ୍ – ସ୍କୁଲ ଅଟୋ ମୁହାଁ ମୁହିଁ ଧକ୍କା।। ୨ ଛାତ୍ରଙ୍କ ସମେତ ବାଇକ୍ ଚାଳକ ଗୁରୁତର।। ରାଉରକେଲା…

*ଘରୋଇ ସ୍କୁଲ ଓଟୋ ଓ ବାଇକ ମୁହାଁମୁହିଁ ଧକ୍କା ।*ବାଇକ ଚାଳକ ସହ ଦୁଇ ଛାତ୍ର ଗୁରୁତର ବଣାଇ : ୧୨/୯(ସତ୍ୟାନ୍ୟୂଜ)ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ବ୍ରାହ୍ମଣନାଳି ଗ୍ରାମ ନିକଟରେ ସ୍କୁଲ ଅଟୋ ଏଵଂ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ୨ ଛାତ୍ରଙ୍କ ସମେତ ବାଇକ୍ ଚାଳକ ଗୁରୁତର ଅଛନ୍ତି।
Read More...

ସୁନ୍ଦରଗଡ଼ : ଜିଲ୍ଲାରେ ବୁଲୁଛି ୧୧ଟି ‘ସୁଭଦ୍ରା ‘ ଯୋଜନା ସଚେତନତା ରଥ।। ବିଭିନ୍ନ ସ୍ଥାନରେ…

ବିଭିନ୍ନ ସ୍ଥାନରେ ସୁଭଦ୍ରା ସଚେତନତା ରଥ କୁ ସ୍ଵାଗତ ସମାର୍ଦ୍ଧନା ସୁନ୍ଦରଗଡ଼, ୧୧/୦୯: ଜନ କଲ୍ୟାଣକାରୀ ସୁଭଦ୍ରା ଯୋଜନା ନେଇ ଜିଲ୍ଲା ରେ ହିତାଧିକାରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବ ନିମନ୍ତେ ଜିଲ୍ଲା ର ସମସ୍ତ ୧୩୧୨ ଗୋଟି
Read More...

ବରଗଡ଼ : ଜିଲ୍ଲାପାଳ ଙ୍କୁ ମିଠା ପ୍ୟାକେଟରେ ଟଙ୍କା ଦେଉଥିଲେ ସିମେଣ୍ଟ କମ୍ପାନୀ ଅଧିକାରୀ।। ଗିରଫ କଲା ଭିଜିଲାନ୍ସ।

ବରଗଡ଼ : ୧୧/୯ (ସତ୍ୟାନ୍ୟୁଜ) ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହେଲେ ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମ୍‌ଓ ରାମଭବ୍‌ ଗଟ୍ଟୁ। ସରକାରୀ କର୍ମଚାରୀଙ୍କୁ ପ୍ରରୋଚିତ ଉଦ୍ୟମ ପାଇଁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।ରାମଭବ୍‌ ଗଟ୍ଟୁ ଜିଲ୍ଲାପାଳଙ୍କ ଅଫିସକୁ ଆସି
Read More...

ରାଉରକେଲା : ବିରମିତ୍ରପୁରରେ ଦୁର୍ଘଟଣାରେ ମୃତ ଯୁବକଙ୍କ ନିକଟରୁ ଏକ ପିସ୍ତଲ୍ ଏବଂ ୬ ରାଉଣ୍ଡ ଗୁଳି ମିଳିଛି।। ଯୁବକ…

ବିରମିତ୍ରପୁର : ୧୧/୯(ସତ୍ୟାନ୍ୟୂଜ) ବିରମିତ୍ରପୁରରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବାଇକ୍ ଆରୋହୀଙ୍କ ପାଖରୁ ଏକ ଲୋଡେଡ୍ ପିସ୍ତଲ ମିଳିଛି। ଯୁବକ ଜଣକ ୬ ରାଉଣ୍ଡ ଗୁଳି ଭରା ପିସ୍ତଲ୍ ନେଇ କୁଆଡେ ଯାଉଥିଲେ ପୋଲିସ ତାର ତଦନ୍ତ କରୁଛି। ମୃତ ଯୁବକଙ୍କ ନାମରେ
Read More...

ବିରମିତ୍ରପୁର : ଗଛରେ ପିଟି ହୋଇଗଲା ବାଇକ୍।। ୨୨ ବର୍ଷୀୟ ବାଇକ୍ ଆରୋହୀଙ୍କ ମୃତ୍ୟୁ।

ବିରମିତ୍ରପୁର : ୧୦/୯(ସତ୍ୟାନ୍ୟୂଜ) ଆଜି ସନ୍ଧ୍ୟାରେ ବିରମିତ୍ରପୁର ରେ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ କୁତ୍ରା ଥାନା ଅଞ୍ଚଳର ୨୨ ବର୍ଷୀୟ ସଚିନ୍ ସାହୁ ବୋଲି ଜନ ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସଚିନ୍ ବାଇକ୍ ରେ ଦୃତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା
Read More...

ରାଉରକେଲା : ହୱାଡ଼ା – ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ପୂଜା ପୂର୍ବରୁ ଚାଲିବ।। ଏ ନେଇ ସମସ୍ତ…

ରାଉରକେଲାକୁ ଚାଲିବ ଦ୍ବିତୀୟ ବନ୍ଦେ ଭାରତ ଟ୍ରେନ୍ ।ହାୱାଡ଼ା ରୁ ରାଉରକେଲା ଚାଲିବ ଟ୍ରେନ୍।-୫ଟି ଷ୍ଟେସନରେ ରହଣି-ସକାଳ ୬ଟାରେ ଛାଡ଼ିବ ହାୱଡା ଷ୍ଟେସନରାଉରକେଲା : ୧୦/୯ (ସତ୍ୟାନ୍ୟୂଜ୍) ପୁରୀ-ରାଉରକେଲା ପରେ ଦ୍ବିତୀୟ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ହାୱଡାରୁ ରାଉରକେଲାକୁ ଗଡ଼ିବ।
Read More...

ରାଉରକେଲା : ବେଆଇନ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ।। ଇଟା ଭାଟି କୁ ବେଆଇନ ଭାବେ ବିଦ୍ୟୁତ୍…

ରାଉରକେଲା : ୧୦/୯(ସତ୍ୟାନ୍ୟୂଜ) ବେଆଇନ୍ ବିଦ୍ୟୁତ୍ ତାର ନେଲା ହାତୀ ଜୀବନ। ଏପରି ଘଟଣା ଘଟିଛି ରାଉରକେଲା ନିକଟ ଲାଠିକଟା ପଞ୍ଚାୟତରେ। ସୋମବାର ରାତିରେ ଏକ ହାତୀ ପଲ୍ଲ ନୂଆଗାଁ ନିକଟ କ୍ଷେତ କୁ ଖାଦ୍ୟ ଅନ୍ୱେଷଣ ରେ ଆସିଥିଲେ। କ୍ଷେତ ଉପର ଦେଇ ଏକ ଇଟା ଭାଟି କୁ ବେଆଇନ ଭାବେ ଯାଇଥିବା ୧୧କେ
Read More...

ସୁନ୍ଦରଗଡ଼ : ମାଟି କାଦୁଅ ପଚ୍ ପଚ୍ ରାସ୍ତାରେ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।। ବାଇକରେ ୧ କିଲୋମିଟର ବୁହା ହେଲେ…

ସୁନ୍ଦରଗଡ଼ : ୧୦/୯(ସତ୍ୟାନ୍ୟୂଜ୍) ରାସ୍ତାର ଦୂରାବସ୍ଥା ଯୋଗୁଁ ଗାଁ ରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ବାଇକ ରେ ବସାଇ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ୧ କିଲୋମିଟର ଆଣିବାକୁ ପଡ଼ିଲା।ସୁନ୍ଦରଗଡ଼ ସଦର ମହକୁମା ଠାରୁ ମାତ୍ର ୨ କିଲୋମିଟର ଦୂରରେ ଗାଁ କୁ ଯାଇଥିବା ରାସ୍ତାର
Read More...

ବୌଦ୍ଧ : ସାପ କାମୁଡାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ।। ବାପା ଗୁରୁତର।। ଶୋଇଥିବା ଅବସ୍ଥାରେ କମୁଡ଼ି ଥିଲା ସାପ।

ବୌଦ୍ଧ: ୯/୯ (ସତ୍ୟାନ୍ୟୂଜ୍) ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଚାଲି ଯାଇଛି ୩ ଭଉଣୀଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ଚରିଆପାଲି ଗ୍ରାମରେ। ମୃତ ନାବାଳିକା ଝିଅଙ୍କ ବାପା ସୁଲେନ୍ଦ୍ର ମଲ୍ଲିକଙ୍କ ଅବସ୍ଥା ଗୁରୁତର ରହିଛି।
Read More...