Browsing Category
ଓଡିଶା
ଭୁବନେଶ୍ୱର : ରାଜଧାନୀରାଜରାସ୍ତାରେ ଯୁବକଙ୍କ ବେପରୁଆ ଗାଡି ଡ୍ରାଇଭିଂ ରେ ଆତଙ୍କର ମାହୋଲ।। ୫ ଗିରଫ , ୨ ଗାଡ଼ି ଜବତ।
ଭୁବନେଶ୍ୱର : ୧୬/୯(ସତ୍ୟାନ୍ୟୂଜ୍) ରାଜଧାନୀ ଭୁବନେଶ୍ଵରରେ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର!-->…
Read More...
Read More...
ରାଉରକେଲା : ନଭେମ୍ବର ୧୪ ମଧ୍ୟରେ ଆର୍ ଏସ ପି ସ୍ୱୀକୃତି ନିର୍ବାଚନ କରିବାକୁ ମାନ୍ୟବର ହାଇ କୋର୍ଟ ଙ୍କ ନିର୍ଦ୍ଦେଶ।।…
ରାଉରକେଲା : ୧୫/୧(ସତ୍ୟାନ୍ୟୂଜ) ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଘ ସ୍ୱୀକୃତି ନିର୍ବାଚନ ନଭେମ୍ବର ୧୪ ତାରିଖ ମଧ୍ୟରେ କରିବାକୁ ଓଡ଼ିଶା ହାଇକର୍ଟଙ୍କ ରାୟ ପରେ ରାଜନୀତି ସରଗରମ ହୋଇ ଉଠିଛି। ସ୍ୱୀକୃତି ନିର୍ବାଚନ ଦୁଇ ମାସ ମଧ୍ୟରେ ହେବା ନେଇ ପ୍ରାୟ ନିଶ୍ଚିତ ଥିବା ବେଳେ ବିଭିନ୍ନ!-->…
Read More...
Read More...
ରାଉରକେଲା : ରାଉରକେଲା – ହାୱଡା ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।।…
ରାଉରକେଲା : ୧୫/୯(ସତ୍ୟାନ୍ୟୁଜ) ଆଜି ଶୁଭାରମ୍ଭ ହେଲା ରାଉରକେଲା - ହାୱଡା ବନ୍ଦେ ଭାରତ ଟ୍ରେନ୍। ରଞ୍ଚିରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ କୁ ଶୁଭାରମ୍ଭ କରିଥିବା ବେଳେ ରାଉରକେଲା ରେଳ ଷ୍ଟେସନରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଶାର!-->…
Read More...
Read More...
ରାଉରକେଲା : ଆସନ୍ତାକାଲି ରାଉରକେଲା – ହାୱଡା ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ।। ପ୍ରଧାନମନ୍ତ୍ରୀ କରିବେ…
*୧୫ ତାରିଖରେ ବନ୍ଦେ ଭାରତ ଟ୍ରେନ୍ ର ଶୁଭାରମ୍ଭ*ବନ୍ଦେ ଭାରତର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ*ରାଉରକେଲାରେ ଉପସ୍ଥିତ ରହିବେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀରାଉରକେଲା,୧୪/୯(ସତ୍ୟାନ୍ୟୁଜ) ଆସନ୍ତାକାଲି ସେପ୍ଟେମ୍ବର ୧୫ ତାରିଖରେ ରାଉରକେଲା-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍ଘାଟନୀ!-->…
Read More...
Read More...
ରାଉରକେଲା : ସିନେ କାର୍ଣିଭାଲ ମଲ୍ଟି ପ୍ଲେକ୍ସ୍ ରେ ରିଲିଜ୍ ହେଲା ରାଉରକେଲାରେ ନିର୍ମିତ ସିନେମା” ପତଙ୍ଗ…
ରାଉରକେଲା : ୧୩/୯(ସତ୍ୟାନ୍ୟୁଜ) ରାଉରକେଲାର ଉଦ୍ୟମୀ ଯୁବକ ବିଭୂତି କୁମାର ଗୁପ୍ତା ନିର୍ମାଣ କରିଛନ୍ତି ଏକ ବାସ୍ତବ ଧର୍ମୀ ହିନ୍ଦୀ ସିନେମା ' ପତଙ୍ଗ '। ଏହାର ନିର୍ଦ୍ଦେଶନା ଦେଇଛନ୍ତି ମାଧବ ଚନ୍ଦ୍ର ପରିଡା। ଏହି ସିନେମା ଆଜି ରାଉରକେଲାର ସିନେ କାର୍ଣିଭାଲ ମଲ୍ଟି ପ୍ଲେକ୍ସ ରେ ରିଲିଜ୍!-->…
Read More...
Read More...
ରାଉରକେଲା : ବର୍ଷା ଜଳ ନିଷ୍କାସନ ନହେବାରୁ ତିନୋଟି ବସ୍ତି ଜଳମଗ୍ନ।। ପ୍ରତିବାଦରେ ରାସ୍ତା ଅବରୋଧ।। ତ୍ରୁଟି ପୂର୍ଣ୍ଣ…
ରାଉରକେଲା : ୧୩/୯(ସତ୍ୟାନ୍ୟୁଜ) ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଆଜି ରାଉରକେଲା ଜେଲ୍ ରୋଡ ଲେବର ଟେନାମେଣ୍ଟ ଅଞ୍ଚଳର ୩ଟି ବସ୍ତି ଜଳ ମଗ୍ନ ହୋଇଛି। ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାମନଗର , କେଶରୀ ନଗର ଏବଂ ନେତାଜୀ ନଗରର ବାସିନ୍ଦା ମାନେ ଅଧିକ!-->…
Read More...
Read More...
ରାଉରକେଲା : ହୋଟେଲ ରୁମ୍ ରୁ ଜଳିବା ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ।। ଥାନାରେ ହତ୍ୟା ମାମଲା ରଜ୍ଜୁ।। ପୁରୁଷ…
ହୋଟେଲରେନିଆଁରେପୋଡ଼ିହୋଇଯାଇଥିବାଯୁବତୀଙ୍କମୃତ୍ୟୁ
ଥାନାରେହତ୍ୟାମାମଲାରଜ୍ଜୁ #ପୁରୁଷବନ୍ଧୁଗିରଫ
ରାଉରକେଲା : ୧୩/୯(ସତ୍ୟାନ୍ୟୁଜ) ରାଉରକେଲା ଷ୍ଟେସନ୍ ରୋଡ ସ୍ଥିତ ମହାରାଜା ହୋଟେଲରେ ଗୁରୁବାର ଦିନ ପୋଡ଼ି ହୋଇ ଆଇଜିଏଚ୍ ରେ ଚିକିତ୍ସିତ ଥିବା ଯୁବତୀଙ୍କ ଗତକାଲି ବିଳମ୍ବିତ ରାତିରେ!-->!-->!-->!-->!-->…
Read More...
Read More...
ସୁନ୍ଦରଗଡ଼ : ‘ ସୁଭଦ୍ରା ‘ ଯୋଜନା ଫର୍ମ ପାଇଁ ଟଙ୍କା ଆଦାୟ ଅଭିଯୋଗ।। ଜନ ସେବା କେନ୍ଦ୍ର ସିଲ୍। ଭି ଏଲ୍…
*ସୁଭଦ୍ରା ଫର୍ମ ପାଇଁ ଟଙ୍କା ଆଦାୟ ଘଟଣା ରେ କାର୍ଯ୍ୟାନୁଷ୍ଠାନ।*ଜନ ସେବା କେନ୍ଦ୍ର ସିଲ୍
ସୁନ୍ଦରଗଡ଼ : ୧୨/୯ (ସତ୍ୟାନ୍ୟୁଜ) ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ଫର୍ମ ସମ୍ପୂର୍ଣ୍ଣ ଦେୟ ମୁକ୍ତ ରହିଛି। ଜନ ସେବା କେନ୍ଦ୍ର, ମୋ ସେବା କେନ୍ଦ୍ର ମାନେ ଫର୍ମ ପାଇଁ କୌଣସି!-->!-->!-->…
Read More...
Read More...
ରାଉରକେଲା : ବେଦାନ୍ତ କମ୍ପାନୀ ପ୍ରଦୂଷଣ କରୁଥିବା ଅଭିଯୋଗ।। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ…
ରାଉରକେଲା : ୧୨/୯(ସତ୍ୟାନ୍ୟୂଜ) ପ୍ରଦୂଷଣ ରୋକିବା ସହ ଏହି ବଳୟ କୁ ଭାଙ୍ଗିବା ଲାଗି ସାରା ବିଶ୍ବ ଆଜି ଉଦ୍ୟମ ଜାରି ରଖିଛି। ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବା ଗୋଟିଏ ଦିନର କାମ ନୁହେଁ। ଏଥି ଲାଗି ନିରନ୍ତର ଉଦ୍ୟମ ଜାରି ରହିବା ଆବଶ୍ୟକ। ମାତ୍ର ବିକାଶ ନାଁ ରେ ସଠିକ୍ ପଦକ୍ଷେପ ନନେଇ!-->…
Read More...
Read More...
ରାଉରକେଲା : ବିଦ୍ୟୁତ୍ କରେଣ୍ଟ ଆଘାତ ରେ ହାତୀ ମୃତ୍ୟୁ ଘଟଣାରେ ଜଣେ କର୍ମଚାରୀ ଗିରଫ।। ଇଟା ଭାଟିର ମାଲିକ ଫେରାର।
ରାଉରକେଲା : ୧୨/୯(ସତ୍ୟାନ୍ୟୂଜ) ବେଆଇନ୍ ବିଦ୍ୟୁତ୍ ତାର ସଂସପର୍ଶରେ ଆସି ମାଇ ହାତୀର ମୃତ୍ୟୁ ଘଟଣାରେ ରାଉରକେଲା ବନ ବିଭାଗ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ବିଦ୍ୟୁତ୍ ସଂଯୋଗ ହୋଇଥିବା ଇଟା ଭାଟିର କର୍ମଚାରୀ ଚନ୍ଦ୍ରମଣି ରଣା। ଇଟା ଭାଟି ର ମାଲିକ ଫେରାର ହୋଇ ଯାଇଛନ୍ତି। ଏହି!-->…
Read More...
Read More...