Browsing Category
ଓଡିଶା
ରାଉରକେଲା : ଆର୍ ଏସ ପି ଷ୍ଟିଲ ମେଲ୍ଟିଙ୍ଗ ଶପ୍ -୧ ରେ ବିସ୍ପୋରଣରେ ୫ କର୍ମଚାରୀ ଆହତ।। ସମସ୍ତେଆଇଜିଏଚ ରେ ଭର୍ତ୍ତି।।…
ରାଉରକେଲା : ୨୮/୯ (ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ଷ୍ଟିଲ୍ ମେଲ୍ଟିଂ ଶପ୍ - ୧ ରେ ଶନିବାର ସକାଳେ ଏକ ବିସ୍ପୋରଣରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଆର୍ ଏସ ପି ଅଧିକାରୀ ଥିବା ବେଳେ ଜଣେ ଠିକା କର୍ମଚାରୀ ଅଛନ୍ତି। ଷ୍ଟିଲ ମେଲଟିଂ ଶପ୍ କନଭର୍ଟର ରେ ଏହି ଦୁର୍ଘଟଣା!-->…
Read More...
Read More...
ରାଉରକେଲା : ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ।। ସମାଧାନ ରାସ୍ତା ବାହାରି ନାହିଁ।
ରାଉରକେଲା : ୨୭/୯(ସତ୍ୟାନ୍ୟୁଜ) ନର୍ସିଂ କର୍ମଚାରୀ ସଂଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଉରକେଲା ସରକାରୀ ହସପିଟାଲ ରେ ସ୍ଵାସ୍ଥ୍ୟ ସେବା ପ୍ରଭାବିତ ହୋଇଛି। ୧୦ ଦଫା ଦାବି ନେଇ ଶୁକ୍ରବାର ସକାଳେ ନର୍ସ ଅଧିକାରୀ ମାନେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟ ବନ୍ଦ କରିଥିଲେ। ଫଳରେ!-->…
Read More...
Read More...
ରାଉରକେଲା : ମହମ୍ମଦ ସାକିର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ୍।। ହତ୍ୟାକାଣ୍ଡର ଅଭିଯୁକ୍ତ ଶାଳକ ମହମ୍ମଦ ଅମୀର…
ରାଉରକେଲା : ୨୭/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ବୁଧବାର ସନ୍ଧ୍ୟାରେ ଘଟିଥିବା ମହମ୍ମଦ ସାକିର୍ ହୁସେନ ହତ୍ୟାକାଣ୍ଡ ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି। ମହମ୍ମଦ ସାକିର୍ ର ଶାଳକ ମହମ୍ମଦ ଆମିର ହିଁ ହତ୍ୟା କରିଥିବା ତଦନ୍ତରୁ!-->…
Read More...
Read More...
ରାଉରକେଲା : ରାଉରକେଲାକୁ ମିଳିଲା ଉତ୍କର୍ଷତା ପ୍ରମାଣ ପତ୍ର।। ପ୍ରମାଣପତ୍ର ଗ୍ରହଣ କଲେ ସ୍ମାର୍ଟ ସିଟି ସିଇଓ ଆଶୁତୋଷ…
‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଉରକେଲାକୁ ମିଳିଲା ଉତ୍କର୍ଷତା ପ୍ରମାଣପତ୍ର
ରାଉରକେଲା : ୨୬/୯ (ସତ୍ୟାନ୍ୟୁଜ) ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଭିଯାନ କ୍ଷେତ୍ରରେ ରାଉରକେଲା ସହରକୁ ଶିଶୁ ଓ ସେମାନଙ୍କ ଅଭିଭାବକମାନଙ୍କ ଲାଗି!-->!-->!-->…
Read More...
Read More...
ରାଉରକେଲା : ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ ଘଟି ଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫସ୍ ହୋଇ ପାରି ନାହିଁ।। ପୋଲିସ…
ରାଉରକେଲା : ୨୬/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ କଲୋନୀ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ବୁଧବାର ସନ୍ଧ୍ୟାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ନାହାଁନ୍ତି। ପୋଲିସ ବିଭିନ୍ନ ଦିଗରୁ ଅନୁସନ୍ଧାନ ଜାରୀ ରଖିଛି। ଏହି ଘଟଣାରେ ଆହତ ମୃତକ!-->…
Read More...
Read More...
ରାଉରକେଲା : ସହରରେ ବଢ଼ୁ ଥିବା ନାରୀ ନିର୍ଯାତନା ବିରୁଦ୍ଧରେ ବିଭିନ୍ନ ମହିଳା ସଂଗଠନର ବିକ୍ଷୋଭ।। ବିପର୍ଯ୍ୟସ୍ତ ଆଇନ୍…
ରାଉରକେଲା : ୨୬/୯(ସତ୍ୟାନ୍ୟୁଜ) ଗତ କିଛି ଦିନ ମଧ୍ୟରେ ରାଉରକେଲା ସହର ରେ ବୃଦ୍ଧି ପାଇଥିବା ଅପରାଧିକ ଗତିବିଧିରେ ଲୋକଙ୍କ ମନରେ ଆଲୋଡନ ସୃଷ୍ଟି ହୋଇଛି। ବିଶେଷ କରି ଦୁଇଟି ଗଣ ଦୁଷ୍କର୍ମ ମାମଲା ଲୋକଙ୍କ ମନକୁ ଦୋହଲାଇ ଦେଇଛି। ଏହି ଦୁଇଟି ଦୁଷ୍କର୍ମ ଘଟଣାର ଶିକାର ହୋଇଥିଲେ ନାବାଳିକା।!-->…
Read More...
Read More...
ରାଉରକେଲା : ଛେଣ୍ଡ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ଦୁବୃର୍ତ୍ତ ଙ୍କ ଆକ୍ରମଣରେ ଯୁବକ ମୃତ।। ଜଣେ…
ରାଉରକେଲା : ୨୫/୯(ସତ୍ୟାନ୍ୟୁଜ) ରାଉରକେଲା ଛେଣ୍ଡ ପେଟ୍ରୋଲ ପମ୍ପ ନିକଟ କଳ୍ପତରୁ ଆଶ୍ରମ ରୋଡ ରେ ଆଜି ସନ୍ଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟି ଯାଇଛି। ଦୁଇ ଜଣ ଯୁବକ ଙ୍କୁ କିଛି ଦୁବୃର୍ତ୍ତ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଯୁବକ!-->…
Read More...
Read More...
ରାଉରକେଲା : ପୁଣି ଜଣେ ନାବାଳିକା କୁ ଗଣ ଦୁଷ୍କର୍ମ ଅଭିଯୋଗ।। ରଘୁନାଥ ପାଲି ଥାନାରେ ଅଭିଯୋଗ। ଏହି ଘଟଣାରେ ୫ ଜଣ…
ରାଉରକେଲା : ୨୫/୯(ସତ୍ୟାନ୍ୟୁଜ) ରାଉରକେଲାରେରେ ପୁଣି ଘଟି ଯାଇଛି ଏକ ଲଜ୍ଜାଜନକ ଘଟଣା। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବା ରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା!-->…
Read More...
Read More...
ରାଉରକେଲା : ସ୍କୁଲ ରୁ ପୋଲିସ ଉପରକୁ ତୀର ମାଡ କରି ଥିବା ଦୁବୃର୍ତ୍ତ ଏପର୍ଯ୍ୟନ୍ତ କାବୁ ହୋଇ ନାହିଁ।। ଆଜି ସକାଳୁ…
ରାଉରକେଲା : ୨୫/୯( ସତ୍ୟାନ୍ୟୁଜ) ୧୮ ଘଣ୍ଟା ବିତି ଗଲାଣି , କିନ୍ତୁ ପୋଲିସ ଉପରକୁ ତୀର ମାଡ଼ ଜାରି ରଖି ଥିବା ଦୁର୍ବୃତ୍ତ କୁ ଏପର୍ଯ୍ୟନ୍ତ କାବୁ କରାଯାଇ ପାରିନାହିଁ। ରାତି ଅନ୍ଧାରରେ ଦୁବୃର୍ତ୍ତ ସୁଦାନ ମୁଣ୍ଡା କୁ ଧରା ଯାଇ ପାରି ନଥିବା ବେଳେ ଆଜି ସକାଳେ ତାକୁ କାବୁ କରିବାକୁ ଉଦ୍ୟମ!-->…
Read More...
Read More...
ରାଉରକେଲା : ଦୁବୃର୍ତ୍ତ ର ତୀର ମାଡ଼ରେ ମହୁଲପଦା ଆଇ ଆଇ ସି ଆହତ।। ଇନ୍ସପେକ୍ଟରଙ୍କ ହାତରେ ବାଜିଛି ତୀର।। ବଡଜଳ ସ୍କୁଲ…
ରାଉରକେଲା : ୨୩/୯(ସତ୍ୟାନ୍ୟୁଜ)ଦୁବୃର୍ତ୍ତ ଙ୍କ ତୀର ମାଡ଼ରେ ମହୁଲପଦା ଥାନା ଇନ୍ସପେକ୍ଟର ସୁରେଶ ପ୍ରଧାନ ଆହତ ହୋଇଛନ୍ତି। ବଡ଼ ଜଳ ସ୍କୁଲ ନିକଟରେ ତାଙ୍କୁ ତୀର ମାଡ ହୋଇଥିବାର ସୂଚନା ମିଳିଛି। ଇନ୍ସପେକ୍ଟରଙ୍କ ହାତରେ ବାଜିଛି ତୀର। ତାଙ୍କୁ ବଣାଇ ଡାକ୍ତରଖାନାରେ ଭର୍ତ୍ତି କର ଯାଇଛି। ଖବର!-->…
Read More...
Read More...