Browsing Category

ଓଡିଶା

ସୁନ୍ଦରଗଡ଼ : ସମ୍ଭାବ୍ୟ ବାତ୍ୟା କୁ ନେଇ ଜିଲ୍ଲାରେ ପ୍ରସ୍ତୁତି।। ଆଭାସି ମାଧ୍ୟମରେ ଜିଲ୍ଲାର ଅଧିକାରୀ ମାନଙ୍କ ସହ କଥା…

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ସୁନ୍ଦରଗଡ଼ : ୨୪/୧୦ (ସତ୍ୟାନ୍ୟୁଜ) ସମ୍ଭାବ୍ୟ ବାତ୍ୟା "ଦାନା" ନେଇ ଆଜି ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମନୋଜ ମହାଜନ ବୈଠକ ରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲା ର
Read More...

ସୁନ୍ଦରଗଡ଼ : ସମ୍ଭାବ୍ୟ ବାତ୍ୟା କୁ ନେଇ ଜିଲ୍ଲାରେ ପ୍ରସ୍ତୁତି।। ଆଭାସି ମାଧ୍ୟମରେ ଜିଲ୍ଲାର ଅଧିକାରୀ ମାନଙ୍କ ସହ କଥା…

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ସୁନ୍ଦରଗଡ଼ : ୨୪/୧୦ (ସତ୍ୟାନ୍ୟୁଜ) ସମ୍ଭାବ୍ୟ ବାତ୍ୟା "ଦାନା" ନେଇ ଆଜି ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମନୋଜ ମହାଜନ ବୈଠକ ରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲା ର
Read More...

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ସ୍ୱୀକୃତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଶେଷ।। ଆସନ୍ତା ନଭେମ୍ବର ୧୨…

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଙ୍ଗଠନର ସ୍ୱୀକୃତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ର ଆଜି ଥିଲା ଶେଷ ଦିନ। ଗତକାଲି ୧୦ ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରା ଯାଇଥିବା ବେଳେ ଆଜି ୮ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ନାମାଙ୍କନ
Read More...

ରାଉରକେଲା : ବନ୍ଧମୁଣ୍ଡା ରେ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ହେବାକୁ ଥିବା ଉଚ୍ଛେଦ ନଭେମ୍ବର ୨୦ ପର୍ଯ୍ୟନ୍ତ…

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟଙ୍କ ହସ୍ତକ୍ଷେପ ପରେ ବନ୍ଧମୁଣ୍ଡା ରାସ୍ତା କଡ଼ରେ ହେବାକୁ ଥିବା ଜବର ଦଖଲ ଉଚ୍ଛେଦ ଏବେ ବନ୍ଦ ରହିଛି। ଆଗକୁ ଦୀପାବଳୀ , ଛଟ୍ ପର୍ବ ଆସୁଥିବାରୁ ଏହି ଉଚ୍ଛେଦ ପ୍ରକ୍ରିୟା ନଭେମ୍ବର ୨୦
Read More...

ରାଉରକେଲା : ନିଆଁ ଲାଗି ଯିବାରୁ ରାଜପଥ ରେ ଜଳି ଗଲା ଲୁହା ବୋଝେଇ ଟ୍ରକ୍।। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର।

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ୍) ରାଉରକେଲା - ରାଜାମୁଣ୍ଡା ମଧ୍ୟ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଟ୍ରକ୍ ରେ ନିଆଁ ଲାଗି ଯିବାରୁ ଟ୍ରକ୍ ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଟ୍ରକ୍ ଡ୍ରାଇଭର ଗାଡିରୁ ଡେଇଁ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜାତୀୟ ରାଜପଥ ଉପରେ
Read More...

ରାଉରକେଲା : ତିନିଦିନିଆ ଷ୍ଟେଟବ୍ୟାଙ୍କ ପ୍ରପର୍ଟି ଏଵଂ ଅଟୋ ଏକ୍ସପୋ ଉଦଘାଟିତ।। ଆସିଛନ୍ତି ୮ଟି ପ୍ରମୁଖ ଅଟୋ ଡିଲର୍…

ରାଉରକେଲା : ୨୩/୧୦(ସତ୍ୟାନ୍ୟୁଜ) ଗ୍ରାହକଙ୍କୁ ସୁବିଧାରେ ଏବଂ କମ୍ ସୁଧ ରେ ଗୃହ ଋଣ ଏବଂ ଗାଡ଼ି ଋଣ ଯୋଗାଇ ଦେବା ଲକ୍ଷ୍ୟ ରଖିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ। ଏହି ପରୀପ୍ରେକ୍ଷୀରେ ରାଉରକେଲା ଷ୍ଟେଟ୍ ବ୍ୟାଙ୍କ ଟାଉନଶିପ ଶାଖା ପରିସରରେ ଏକ ତିନି ଦିନିଆ ପ୍ରପର୍ଟି ଏବଂ ଅଟୋ ଏକ୍ସପୋ ଉଦଘାଟିତ
Read More...

ରାଉରକେଲା : ତିନି ଘଣ୍ଟା ବନ୍ଦ ରହିବା ପରେ ‘ ମୋ ବସ୍ ‘ ସେବା ଆରମ୍ଭ ହେଲା।। ସ୍ଥାନୀୟ ଯୁବକଙ୍କ ସହ…

ରାଉରକେଲା : ୨୨/୧୦(ସତ୍ୟାନ୍ୟୁଜ) ତିନି ଘଣ୍ଟା ବନ୍ଦ ରହିବା ପରେ' ମୋ ବସ୍ ' ସେବା ପୁଣି ଆରମ୍ଭ ହୋଇଛି। ପୋଲିସ ପ୍ରଶାସନ ସହ ଆଲୋଚନା ପରେ ମୋ ବସ୍ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ଆଜି ଅପରାହ୍ନରେ ରାଉରକେଲା ବସ୍ ଷ୍ଟାଣ୍ଡ ଏରିଆ ରେ ମୋ ବସ୍ କର୍ମଚରୀଙ୍କ ସହ ସ୍ଥାନୀୟ କିଛି
Read More...

ରାଉରକେଲା : ଟେନ୍ସା ଗ୍ରାହକ ସେବା କେନ୍ଦ୍ରର ମହିଳାଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଲୁଟ୍।। ବ୍ୟାଗ୍ ରେ ଥିଲା ୪୦…

ରାଉରକେଲା : ୨୧/୧୦(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାହକ ସେବା କେନ୍ଦ୍ରକୁ ଦୁବୃର୍ତ୍ତ ମାନଙ୍କ ଟାର୍ଗେଟ ଜାରି ରହିଛି। ଗତକାଲି ରାତିରେ ଗ୍ରାହକ ସେବା କେନ୍ଦ୍ର ବନ୍ଦ କରି ଘରକୁ ସେବା କେନ୍ଦ୍ରର ଜଣେ ମହିଳା ଫେରୁଥିବା ବେଳେ ବାଟରେ ତାଙ୍କ ପାଖରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଚମ୍ପଟ
Read More...

ରାଉରକେଲା : ପୋଲିସ ରିଜର୍ଭ ପଡିଆରେ ପୋଲିସ ସହିଦ୍ ସୃତି ଦିବସ ପାଳିତ।। ବୀର ସହିଦ୍ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି…

ରାଉରକେଲା : ୨୧/୧୦(ସତ୍ୟାନ୍ୟୁଜ) ରାଉରକେଲାରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ ହୋଇ ଯାଇଛି। ଏହି ଅବସରରେ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ବୀର ଶହୀଦ ପୋଲିସ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଦେଶ ତଥା ରାଜ୍ୟର ସେବା ପାଇଁ ସେମାନଙ୍କର ସାହସିକତା,
Read More...

ବଣାଇ : ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରିରୀକ ପ୍ରତିବନ୍ଧକ।। ଭିନ୍ନକ୍ଷମ ଯୁବକ ଉତ୍ତୀର୍ଣ୍ଣ ହେଲେ ଓଡ଼ିଶା ସିଭିଲ୍…

ବଣାଇ : ୨୧/୧୦(ସତ୍ୟାନ୍ୟୁଜ) ଇଚ୍ଛା ଶକ୍ତି ଏବଂ ଈଶ୍ବରଙ୍କ ଆଶୀର୍ବାଦ ଥିଲେ ଯେକୌଣସି ପରିସ୍ଥିତି ରେ ମଧ୍ୟ ଜଣେ ସଫଳତା ହାସଲ କରି ପାରିବ। ଏହା ପ୍ରମାଣିତ କରି ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଣାଇ ତଳିତା ଗ୍ରାମର ମୁକେଶ କୁମାର ପୃଥାଳ। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଚଳିତ ଓଡ଼ିଶା ସିଭିଲ୍
Read More...