Browsing Category

ଓଡିଶା

ରାଉରକେଲା : ପ୍ଲାଣ୍ଟ ସାଇଟ୍ ରୋଡ ରୁ ୮ ଲକ୍ଷ ଟଙ୍କାର ବେଆଇନ୍ ବାଣ ଜବତ।। ସବୁ ବାଣ କୁ ନିଆଁ ଲଗାଇ ନଷ୍ଟ କରି ଦିଆଗଲା।

ରାଉରକେଲା : ୨୭/୧୦(ସତ୍ୟାନ୍ୟୁଜ) ଆଉ ମାତ୍ର ତିନି ଦିନ ରହିଲା ଦୀପାବଳୀ। ଦୀପାବଳୀ କୁ ଆଲୋକର ପର୍ବ କୁହା ଯାଇଥାଏ। ଏହି ଦିନ ଦୀପ ଜାଳି ଅମାବାସ୍ୟା ର ଅନ୍ଧାର କୁ ଆଲୋକିତ କରା ଯାଉଥିବା ବେଳେ ବାଣ ଫୁଟାଇବାର ମଧ୍ୟ ପରମ୍ପରା ରହିଛି। ଏଥି ପାଇଁ ବ୍ୟବସାୟୀ ମାନେ ବାଣ ଆଣି ଗଛିତ କରିଥାନ୍ତି।
Read More...

ରାଉରକେଲା : ହାଇ ଟେନସନ୍ ଲାଇନ୍ ଜନ ବସତି ଅଞ୍ଚଳରେ ଯାଇଥିବାରୁ ଲୋକମାନେ ଚିନ୍ତିତ।। ଜନବସତି ଅଞ୍ଚଳ ରୁ ଅନ୍ୟତ୍ର…

ରାଉରକେଲା : ୨୬/୧୦(ସତ୍ୟାନ୍ୟୁଜ) ଜନବସତି ଅଞ୍ଚଳରେ ରେଳବାଇର ହାଇ ଟେନସନ୍ ଲାଇନ୍ ଯାଇଥିବାରୁ ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଏହି ତାର ବଜାର ଭିତରେ ଯାଇଥିବାରୁ ଲୋକ ମାନଙ୍କ ମଧ୍ୟରେ ସବୁ ବେଳେ ଭୟ ର ବାତାବରଣ ରହୁଛି। ଏହି ସମସ୍ୟା ବିଶେଷ କରି ଭୋଗୁଛନ୍ତି ରାଉରକେଲା ଡେଲି
Read More...

ରାଉରକେଲା : ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଘରୋଇ ଆଇ ଟି ଆଇ ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।। ମୁଖ୍ୟ ଅତିଥି ଭାବେ…

ରାଉରକେଲା : ୨୬/୧୦(ସତ୍ୟାନ୍ୟୁଜ) ରାଉରକେଲା ୬ ନମ୍ବର ସେକ୍ଟର ସ୍ଥିତ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ପରିଚାଳିତ ଘରୋଇ ଆଇ ଟି ଆଇ ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Read More...

ରାଉରକେଲା : ବିରମିତ୍ରପୂର ରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ।। ୨୬ ଜୁଆଡି ଗିରଫ।। ୭୨ ହଜାର ଟଙ୍କା…

ବିରମିତ୍ରପୁର : ୨୬/୧୦(ସତ୍ୟାନ୍ୟୁଜ) ଦୀପାବଳୀ ର ଅବ୍ୟାହତ ପୂର୍ବରୁ ବିରମିତ୍ରପୁର ପୋଲିସ କୁ ମିଳିତ ବଡ ସଫଳତା। ବିରମିତ୍ରପୁର ଏସ ଡି ପି ଓ ସୁଶାନ୍ତ କୁମାର ଦାଶ ଙ୍କ ନେତୃତ୍ଵ ରେ ଏକ ପୋଲିସ୍ ଟିମ୍ ସହରର ଅପର ବଜାର ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲେ। ପୋଲିସ ୨୬ ଜଣ
Read More...

ରାଉରକେଲା : ସହରରେ ଥିବା ବିଭିନ୍ନ ପାର୍କ ରେ ଲୋକଙ୍କ ସୁରକ୍ଷିତ ବିଚରଣ ପାଇଁ ଏସପି ଉଠାଇଲେ ପଦକ୍ଷେପ।। ସିଭିଲ…

ରାଉରକେଲା : ୨୫/୧୦(ସତ୍ୟାନ୍ୟୁଜ) ପାର୍କ ଏବେ ସହରୀ ଜୀବନ ର ଏକ ଅଂଶ ବିଶେଷ। ସହରରେ ବସବାସ କରୁଥିବା ଲୋକମାନେ ଏହି ପାର୍କ କୁ ସକାଳେ , ସନ୍ଧ୍ୟାରେ ପ୍ରାତଃ ଭ୍ରମଣ ଏବଂ ସାନ୍ଧ୍ୟ ଭ୍ରମଣରେ ଆସି ଥାନ୍ତି। ଏହି ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ଏବଂ ଅସାମାଜିକ ଲୋକଙ୍କ ପଦୂର୍ଭାବ ରୁ ରକ୍ଷା
Read More...

ରାଉରକେଲା : କୋଇଡା ଥାନା ତୋଡା ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି କରୁଥିବା ଅଭିଯୋଗ ରେ ଜଣେ ଗିରଫ।। ୧୦୦ ଲିଟର ନକଲି…

ରାଉରକେଲା : ୨୪/୧୦ (ସତ୍ୟାନ୍ୟୁଜ) ଝାଡ଼ଖଣ୍ଡ ର ମଦ ମାଫିଆ ମାନେ ସୁନ୍ଦରଗଡ଼ ଜିଲ୍ଲାରେ ନକଲି ମଦ କାରବାର ଜାରି ରଖିଛନ୍ତି। ପୂର୍ବରୁ ଅବକାରୀ ବିଭାଗ ନକଲି ମଦ ତିଆରି ଅଭିଯୋଗ ରେ ଅନେକ ଝାଡ଼ଖଣ୍ଡ ର ମଦ ବେପାରୀଙ୍କୁ ଗିରଫ କରିଛି। ଏବେ କୋଇଡା ଥାନା ପୋଲିସ୍ ତୋଡା ଅଞ୍ଚଳର କୁମ୍ଭାର ଟୋଲା
Read More...

ରାଉରକେଲା : ନିୟମିତ ଭାବେ ପ୍ଲାଣ୍ଟ ରୁ ଲୁହା ସାମଗ୍ରୀ ଚୋରି କରୁଥିବା ଗ୍ୟାଙ୍ଗ ର ପର୍ଦ୍ଦାଫସ୍।। ୧୬ ଅଭିଯୁକ୍ତ…

ରାଉରକେଲା : ୨୪/୧୦ (ସତ୍ୟା ନ୍ୟୁଜ) ଦିନରେ ପ୍ଲାଣ୍ଟ ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆଉ ରାତିରେ ପ୍ଲାଣ୍ଟ ରୁ ବିଭିନ୍ନ ସାମଗ୍ରୀ ଚୋରି କରି ବିକ୍ରି କରି ଦେଉଥିଲେ। ଏପରି ଏକ ଗ୍ୟାଙ୍ଗ ର ୧୬ ଜଣ ସଦସ୍ୟଙ୍କୁ ଗିରଫ କରିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ। କଲୁଙ୍ଗା ଆଇ ଡି
Read More...

ରାଉରକେଲା : ବାତ୍ୟା ଦାନା ର ପ୍ରଭାବରେ ରାଉରକେଲାରୁ ଯାତାୟାତ ପ୍ରଭାବିତ।। ଉପକୂଳବର୍ତ୍ତୀ ଜିଲ୍ଲା କୁ ବହୁ ଟ୍ରେନ୍ ,…

ରାଉରକେଲା : ୨୪/୧୦(ସତ୍ୟାନ୍ୟୁଜ) ବାତ୍ୟା ଦାନା ର ପ୍ରଭାବ କେବଳ ଉପକୂଳବର୍ତ୍ତୀ ଅଞ୍ଚଳରେ ସୀମିତ ନାହିଁ। ଏହାର ପ୍ରଭାବ ପରୋକ୍ଷ ଭାବେ ରାଉରକେଲାରେ ମଧ୍ୟ ପଡ଼ିଛି। ରାଉରକେଲା ତଥା ଆଖପାଖ ଅଞ୍ଚଳ ରେ ସକାଳୁ ମେଘୁଆ ପାଗ ରହିବା ସହ ଅଳ୍ପ ବର୍ଷା ହେଉଛି। ମାତ୍ର ଏହା ଦ୍ବାରା କୌଣସି କାମ
Read More...

ସୁନ୍ଦରଗଡ଼ : ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ।। ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଏବଂ ଜିଲ୍ଲା ର ସମସ୍ତ…

ଷଷ୍ଠ ଜିଲ୍ଲା ପରିଷଦ ର ପଞ୍ଚମ ବୈଠକ ଅନୁଷ୍ଠିତ ସୁନ୍ଦରଗଡ: ୨୪/୧୦ (ସତ୍ୟାନ୍ୟୁଜ) ସ୍ଥାନୀୟ ବିକାଶ ଭବନଠାରେ ବୁଧବାର ଦିନ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ସୁନ୍ଦରଗଡ଼ : ସମ୍ଭାବ୍ୟ ବାତ୍ୟା କୁ ନେଇ ଜିଲ୍ଲାରେ ପ୍ରସ୍ତୁତି।। ଆଭାସି ମାଧ୍ୟମରେ ଜିଲ୍ଲାର ଅଧିକାରୀ ମାନଙ୍କ ସହ କଥା…

ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ସୁନ୍ଦରଗଡ଼ : ୨୪/୧୦ (ସତ୍ୟାନ୍ୟୁଜ) ସମ୍ଭାବ୍ୟ ବାତ୍ୟା "ଦାନା" ନେଇ ଆଜି ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମନୋଜ ମହାଜନ ବୈଠକ ରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲା ର
Read More...